Professional Documents
Culture Documents
Song Odia
Song Odia
ଆଧୁନିକତାର ଯାଦୁ କାରୀ ସ୍ପର୍ଶରର ବିଜ୍ଞାନୀ ମାନବ ସଭ୍ୟତା-ସଂସ୍କ ୃତି-ସମୃଦ୍ଧିର ଚରମ ସୀମାରର ଉପନୀତ ରେରେ
ମଧ୍ୟ ଅରଯୌକ୍ତି କ, ଅସଙ୍ଗତ ଓ ଅବାସ୍ତବତାର କ୍ରୀତଦାସଭ୍ାରବ ରେିଆସୁଛି ରକଉ ଁ କାଳରୁ । ଗଣମାଧ୍ୟମରର ଜାତକ-ବିଚାର
ବିବାେ-ବନ୍ଧନଭ୍ଳି ରାର୍ିଫଳ ଓ ରଜୟାତିଷର୍ାସ୍ତ୍ର ସମ୍ବନ୍ଧୀୟ କାଯଶକ୍ରମର ମାତ୍ରାଧ ିକ ପ୍ରଚାର ଓ ପ୍ରସାରଏୋର ଏକ ଦୃ ଷ୍ଟାନ୍ତ ଭ୍ାବରର
ନିଆଯାଇପାରର।
ରଜୟାତିଷର୍ାସ୍ତ୍ରର ମାନୟତା ଓ ପ୍ରାମାଣିକତା ରପୌରାଣିକ ଯୁଗରୁ ବେୁ ବିଦ୍ଵାନ, ସାଧୁସନ୍ଥ ତଥା ମନୀଷୀଗଣ ସି ଧ
କରି ଛନ୍ତି। ଏଭ୍ଳିକି ଆଧୁନିକ ଯୁଗର ବେୁ ରବୈରଦର୍ିକ ରବୈଜ୍ଞାନିକଗଣ ଅରଵେଷଣାତ୍ମକ ସନ୍ଦଭ୍ଶମାନଙ୍କରର ଏୋର ମେତ୍ଵ
ପ୍ରତିପାଦନ କରି ଛନ୍ତି। କିନ୍ତୁ ଏୋର ଭ୍ାଗୟବାଦରର ରସେି ବିଶ୍ଵାସ, “ଭ୍ାଗୟଅଂ ଫଳତି ସବଶତ୍ର ନ ବିଦୟା ନ ଚ ରପୌରୁଷମ”ର
ବେୁ ଳତ। ଦ୍ଵାରା ଦର୍ଶକଙ୍କ ଦୃ ଢ ମରନାବଳ ଓ ଆତ୍ମବିଶ୍ଵାସକୁ କ୍ରମର୍ଃ କ୍ଷୀଣ କରି ବାରର ୋଗି ଛି,ଯାୋକି ସାଂପ୍ରତିକ ପରି ସ୍ଥିତିରର
ଗ୍ଳାନି ଓ ପରି ତାପର ବିଷୟବସ୍ତୁ । ଜାତକରର ଗ୍ରେସ୍ଥି ତିର ଉତ୍ତମ ଅବସ୍ଥି ତିର ସୂଚନା ରରାତାଙ୍କୁ ଉତ୍ସାେ ଓ ଉଦ୍ଦୀପନା ପ୍ରଦାନ
କରି ପାରର ସତୟ,ମାତ୍ର ଗ୍ରେସ୍ଥି ତର
ି ମନ୍ଦ ଅବସ୍ଥାନ ଓ ବିଷମତାର ସୂଚନା ରନୈରାର୍ୟ ଗହ୍ରକୁ
େ ଅନାୟସରର ରେେି ଦିଏ।
ସୃଷ୍ଟିର ରକଉ ଁ ଅନାଦି ଅନନ୍ତ କାଳରୁ ଜିଜ୍ଞାସୁ ମାନବ ଭ୍ବିଷୟତ ରଦଖ ିବାରର ରୋଇଆସିଛି ସତତ ପ୍ରାୟସୀ।
ପୁରାଣବଣିତ ଭ୍ବିଷୟତ ଦ୍ରଷ୍ଟା ମୋରଦବଙ୍କ ତ୍ରିରନତ୍ର ପ୍ରାପ୍ତ ରେବାର ସମସ୍ତ ସ୍ଵପ୍ନ କିନ୍ତୁ ତ୍ରିରନତ୍ର ରଖାେି ବା ଭ୍ଳି ଅଚିରର ସମାପ୍ତ
ରୋଇଯାଇଛି।ସତୟ ତ ଏେି ରଯ , ବିଶ୍ଵୟନୀୟନ୍ତ। କିଛି ରଗାପନୀୟତାକୁ ରଗାପନୀୟତାର ରଖ ିବାକୁ ଚାେିଛନ୍ତି
ଁ , କାରଣ
ରସଥ ିରର େି ଁସମସ୍ତ ସୃଷ୍ଟି ନିେତ
ି ଅଛି। ଭ୍ଗବତର ରସେି ଅମୃତ ବାଣୀ- “କମଶରନୟ ∑ ବାଧ ିକାରସ୍ତୁ , ମା ଫରଳଷୁ କଦାଚନ” ।
ଅଥଶାତ କମଶରର େି ଁରକବଳ ଅଧ ିକାର ଅଛି , ମାତ୍ର ଭ୍ାଗୟରର ନୁ ରେ ଁ। କମଶ ତ ର୍ାଶ୍ଵତ, ନିଜର ଭ୍ୁତ – ଭ୍ବିଷୟତ ତଥା ବତ୍ତଶମାନର
ପରି ବତ୍ତଶନ ନିମରନ୍ତ ବିଧାତାଙ୍କ ଦ୍ଵାରା ମାନବ କୁ ଦିଆଯାଇଥ ିବା ପର୍ୁରପାତ ଅସ୍ତ୍ର େି ଁକମଶ। ତ। ଭ୍ି ନ୍ନ ଅନୟ କିଛି ମଧ୍ୟ ଭ୍ାଗୟ
ପରି ବତ୍ତଶନରର ସମଥଶ ନୁ ରେ।ଁ ନିଜ ରଯାଗୟତା , ସାମଥଶୟ ପ୍ରତିଭ୍ାର ବିକାର୍ ପୂବକ
ଶ ତ୍ରୁଟି ସଂରର୍ାଧନ କରି ରଗାଟିକ ପରର
ରଗାଟିଏ ଉନ୍ନତି ର ରସାପାନ ଆରରାେଣ କରି ବାେି ଁରରଷ୍ଠ କମଶ । ଏତଦ୍ଭି ନ୍ନ ରାର୍ିଚକ୍ରରର ବିଶ୍ଵାସ କରି ଭ୍ାଗୟ ଫଳରର
ମରନାନିରବର୍ ସୁତରାଂ ରକବଳ ସମୟ ଅଥଶ ଓ ର୍କ୍ତି ର ବୃ ଥା ଅପଚୟ ବୟତୀତ ଅନୟ କିଛି ନାେି।ଁ
ବିଶ୍ଵବ୍ରହ୍ମାଣ୍ଡର ନିୟନ୍ତା ରସେି ପରରମଶ୍ଵର ଙ୍କ ରରଷ୍ଠ ସୃଷ୍ଟି ମାନବ । ସ୍ଵୟଂ ପି ତାମାତା ତୁ େୟ ସନ୍ତାନର ଅଳିଅଦ୍ଧଶଳି
ସେୟକରି ଜଗତକୁ ପରି ଚାଳନା କରି ଥାନ୍ତି । ରସେି ପରମ ନିରରପକ୍ଷ , ସବଶ କରୁଣାମୟ ସୃଷ୍ଟିରର ସମସ୍ତ ସନ୍ତାନକୁ ସମଦୃ ଷ୍ଟିରର
ରଦଖ ି ରସମାନଙ୍କୁ କ୍ଷମାର ଅଗାଧ ବାରି ଧାରାରର ଅବଗାେନ କରାଇଥାନ୍ତି । ରତରବ ତାଙ୍କ ସୃଷ୍ଟିରର ଏକର ଜାତକରର
ଗ୍ରେସ୍ଥି ତିରର ବେୁ ଉତ୍ତମ ଅବସ୍ଥାନ , ଅପରର ମନ୍ଦର ସ୍ଥାନ ସୃଷ୍ଟି ରେୋ ଉପୁଜିୋ ରକଉେୁଁ ? ଯଦି ତାଙ୍କର ଇଛା ର୍କ୍ତି ରର
ସମସ୍ତ ଜଗତ ପରି ଚାଳିତ ତାଙ୍କ ଇଛାରର ବାଧା ରେବାର ର୍କ୍ତି କାୋର ମଧ୍ୟ ନାେି ଁ, ର୍ନି, ରାେୁ , ରକତୁ ବା କ’ଣ କରି ପାରି ରବ ?
କଥାରର ଅଛି , “ Even the darkest cloud has a silver lining”. ଅଥଶାତ ସମସ୍ତ ପ୍ରତିକୂଳତା ମଧ୍ୟ କିଛି ନା
କିଛି ମେତ େୁ କକା ଅଛି। ଯଦି ଜାତକରର କାଳସପଶ ରଯାଗ , ମାଙ୍ଗଳିକତା , ଗୁରୁଚଣ୍ଡାଳ ରଯାଗ ଭ୍ଳି ବିଷମତା ଭ୍ରି ରେିଛି ,
ରତରବ ନିଶ୍ଚୟ ରୂରପ ନିରରପକ୍ଷତା ବଜାୟ ରଖ ିବା ସକାରର୍ କିଛି ନା କିଛି ମୋପ୍ରାପ୍ତି ନିେତ
ି , ରଯଉ ଁ ପ୍ରତି ଉରଦ୍ଦର୍ୟରର େି ଁ
ମନୁ ଷୟ ଧରାବତାରଣ କରର, ରଯଉ ଁ ଉରଦ୍ଦର୍ୟ ପ୍ରାପ୍ତି ବିନା, “ପୁନରପି ଜନମମ, ପୁନରପି ମରଣମ, ପୁନରପି ଜନନୀ ଜେରର
ର୍ୟନମ” ପାଳନ ପୂବକ
ଶ ରକରତରଜ ଜଵ ମ ଅଜାଣତରର ରନଇଯାଏ, ତାୋ କଳନା କରାଯାଇ ପାରି ବ ନାେି ଁ। ରସେି େକ୍ଷୟର
ସନ୍ଧାନ ଓ ତାର ପ୍ରତିପାଦନର ନାମ େି ଁତ ଜୀବନ । ଜୀବନର ପ୍ରକୃତ ଉରଦ୍ଦର୍ୟ ସାଥଶକତା ପ୍ରତିପାଦନ; ପରି ବାର, ପାଥିବ
ସଂରଭ୍ାଗ ବା ଚାକଚକୟର ଆକଷଶଣ ନୁ ରେ ଁ। ତାୋ ପରର ଜୀବାତ୍ମା ପରମାତ୍ମାଙ୍କ ମଧ୍ୟରର ସମାେିତ ରୋଇ ଯାଏ ।
ରକଉ ଁ ସମୟରର କଣ ଘଟୁ ଛି ତାୋର ପ୍ରକୃତ କାରଣ ପରବତ୍ତଶୀ ସମୟରର ଗଭ୍ୀର ଜ୍ଞାନ ଦ୍ଵାରା ବିରେଷଣ କରି
ନିରୂପଣ କରାଯାଇପାରି ବ ଓ ରସଥ ିରୁ ସୃଷ୍ଟିର ମୋନତା ଧାଯଶୟ କରି ରେବ । ଯଦି ରକୌଣସି ବିଷୟ ଅଧ୍ୟୟନରର ରମଧାବୀ
ଛାତ୍ରର ସମସ୍ତ ଜୀବନ ଅତିକ୍ରାନ୍ତ ରୋଇ ଯାଉଅଛି, ସମସ୍ତ ପୃଥ ିବୀରର ଘଟୁ ଥ ିବା ଘଟଣାବଳୀର ଅଟକଳ ପ୍ରସ୍ତୁ ତ କରି ପାରି ରେ
ମନୁ ଷୟ ଭ୍ଗବାନ ରୋଇ ଜୀବ ନାେିଂକି? ଏଣୁ ରପ୍ରାକ୍ତ ବିରେଷଣ ଦ୍ଵାରା ରକବଳ ବୟକ୍ତି ଗତ ଏବଂ ତାୋ ପୁଣି ଏକ ନିଦିଷ୍ଟ
ପରି ସରଭ୍ୁକ୍ତ ଘଟଣାବଳୀର ଅନୁ ଧ୍ୟାନ କରି ରେବ, ଅପରରର ବା ସଂସାରର ନୁ ରେ ଁ। ଅତଏବ ନିଜ ଆରାଧ୍ୟଙ୍କ ଉପରର ନିଜର
ସମସ୍ତ ଦୁ ଃଖ-ସୁଖ, ଅସୁବିଧା ନୟସ୍ତ କରି ନିଭ୍ୀଶ କ ନିବିକାର ଓ ନିଶ୍ଚିନ୍ତ ଜୀବନ ଯାପନ କରେ ଜୀବନ କମନୀୟ, ନମନୀୟ
ରୋଇପାରି ବ ।