You are on page 1of 1

ନବବର୍ଷ ଓ ନବଦିଗନ୍ତ

ପ୍ରଭାତ ଶୀତର ପ୍ରଚଣ୍ଡ ପ୍ରକ ାକେ

ପ୍ରତିଭାତ ସୂର୍ଯୟ୍ ପ୍ରଭା

ପ୍ରତି ପ୍ରାଣ ପ୍ରତି ପ୍ରାଣୀକର ପ୍ର ଟୁ

ନବଦିଗନ୍ତର ବିଭା ।

ଉଚ୍ଛ୍ଵାସ ଉଲ୍ଲାସ ଉତ୍ସାହ ଉନ୍ ମାକଦ

ଉନ୍ ମତ୍ତ କହଉ ଜୀବନ

ଉତ୍କଟ ଉଦ୍ଭ୍ରାନ୍ତ କନୈରାକଶୟ ଉକନ୍ ମଷୁ

ଉନ୍ନତ ଭାବ ଓ ପ୍ରାଣ ।

ଅକ୍ଷୟ ଅମ୍ଳାନ ଅନିନ୍ଦ୍ୟ ଅନନୟ

ୀତ୍ତି ରାଜି ଅଭୁୟଦୟୁ

ଅଧର୍୍ ଅସତୟ ଅନୟାୟ ଅନୀତି

ଅକଲେଶକର ଅବକ୍ଷୟୁ।

ସ ଳ ସନ୍ତାେ ସଂଘଷ୍ ଓ ଗ୍ଳାନି

ସମ୍ବକଳ ର୍ଯାଉ ସର୍ାପ୍ତ

ସର୍ତା ସଂସ୍ଥିତି ସଦ୍ଭ୍ାବ କସୌଭାଗୟ

ସଞ୍ଚାରୁ ଭାବ ଅବୟକ୍ତ ।

ସପ୍ରାଣ ସଂ ଳ୍ପ ସହୃ ଦ ଶେକେ

ସୁଗର୍ ସମ୍ପୂଣ୍ ପ୍ରାପ୍ତି

ସୁବଳ ସୁଦୃଢ ସକବ୍ାତ୍ ୃଷ୍ଟ କହଉ

ସ୍ଵଜାତି ପ୍ରତି ସୁପ୍ରୀତି ।

ନବୀନ ସୁକର୍ଯାଗ ନବୀନ ଦିଗନ୍ତ

ହରୁ ସକବ୍ ଦୁ ୁଃଖ କଲେଶ

ନବ ଜୀବନର ଅେୂବ ୍ ଏ ସ୍ପକଶ୍

େୂଣ୍ କହଉ ପ୍ରତି ଆଶ ।


- ଅଭି ଜିତ ର୍ହାୋତ୍ର

I.G.I.T Sarang, Odisha, India

You might also like