You are on page 1of 2

ଶିକ୍ଷା ସଂଯ ାଗ (ଯ ାର୍ଦ୍ଧା ଜିଲ୍ଲା)

ଶିକ୍ଷଣ ଫର୍ଦ୍ଦ – ୨ (ମାର୍ଦ – ୧୫)


ଉନବିିଂଶ ପର୍ଯଦୟାୟ – ୩୧.୦୮.୨୦ ଠାରୁ ୦୬.୦୯.୨୦
ଶ୍ରେଣୀ-ନବମ ; ବିଷୟ-ଭୂଶ୍ର ାଳ
ପ୍ରସଙ୍ଗ – ପ୍ରତ୍ୟାବର୍ତ୍ଧନଶୀଳ ଯମୌସୁମୀ ବାୟୁ , ଯମୌସୁମୀ ବାୟୁ ର ବଣ୍ଟନ

ପ୍ରତ୍ୟାବର୍ତ୍ଧନଶୀଳ ଯମୌସୁମୀ ବାୟୁ


 ଅଶ୍ରର୍ଟାବର ଓ ନଶ୍ରଭମବର ମାସଶ୍ରର ସୂର୍ଯଦୟଙ୍କର ଆଶ୍ରପକ୍ଷିର୍ ଦକ୍ଷିଣାୟନ ତି ଶ୍ରର୍ଯା ୁ ଦକ୍ଷିଣ ଆଶ୍ରେ
ଉତ୍ତାପ ବୃ ଦ୍ଧି ପାଏ । ଫଳଶ୍ରର ଉତ୍ତର ସମତଳ ଅଞ୍ଚଳ ଉପଶ୍ରର ଥିବା ଲଘୁଚାପ ବଳୟ ଦୁ ବଦଳ
ଶ୍ର ାଇର୍ଯାଏ ଓ ୁରୁଚାପଶ୍ରର ପରିଣତ ୁ ଏ ।
 ଦକ୍ଷିଣପଶ୍ଚି ମ ଶ୍ରମୌସୁମୀ ବାୟୁ ଦୁ ବଦଳ ଶ୍ର ବାର୍ୁ ଲାଶ୍ର ଏବିଂ ଦକ୍ଷିଣର୍ୁ ତି ର୍ରି ସ୍ଥଳଭା ରୁ ଜଳଭା
ଆେର୍ୁ ପ୍ରତୟାବତ୍ତଦନ ର୍ଶ୍ରର । ଅଶ୍ରର୍ଟାବର ମାସ ଆରମ୍ଭଶ୍ରର ଏ ା ଉତ୍ତର ସମତଳ ଅଞ୍ଚଳରୁ ଅପସାରିତ
ଶ୍ର ାଇସାରିଥାଏ ।
 ଏ ି ସମୟଶ୍ରର ଆର୍ାଶ ପରିଷ୍କାର ଥାଏ ଓ ଉତ୍ତାପଶ୍ରର ବୃ ଦ୍ଧି ଘଶ୍ରେ । ଦିନଶ୍ରର ଅଧିର୍ ଉତ୍ତାପ ଅନୁ ଭୂତ
ଶ୍ର ଲାଶ୍ରବଶ୍ରଳ ରାତି ଶୀତଳ ଓ ଆରାମଦାୟର୍ ଶ୍ର ାଇଥାଏ । ପା ଶ୍ରର ଅଧିର୍ ଉତ୍ତାପ ଓ ଆର୍ଦ୍ଦତା
ଥିବାରୁ ଦିନ ୁେର୍
ି ର୍ଷ୍ଟଦାୟର୍ ୁ ଏ। ଏ ାର୍ୁ ଅଶ୍ରର୍ଟାବର ତାପ ର୍ୁ ାର୍ଯାଏ ।
 ଅଶ୍ରର୍ଟାବର ମାସର ଦ୍ୱିତୀୟାଦ୍ଧଦଶ୍ରର ଉତ୍ତର ସମତଳ ଅଞ୍ଚଳଶ୍ରର ଉତ୍ତାପ ହ୍ରାସ ପାଏ ଓ ଜନଜୀବନ ଆରମ୍ଭ
ୁଏ ।
 ନଶ୍ରଭମବର ମାସର ଆରମ୍ଭଶ୍ରର ପଶ୍ଚି ମ ଭାରତଶ୍ରର ଥିବା ଲଘୁଚାପ ବଳୟ କ୍ରମଶଃ ସ୍ଥାନାନ୍ତରିତ ଶ୍ର ାଇ
ଆରବ ସା ର ଉପଶ୍ରର ଅବସ୍ଥାପିତ ୁ ଏ । ଏ ି ସମୟଶ୍ରର ଅଶ୍ରନର୍ ବାତାବତ୍ତଦ ଆଣ୍ଡାମାନ ଦବୀପପୁଞ୍ଜ
ନିର୍େସ୍ଥ ସମୁର୍ଦ୍ଶ୍ରର ସୃଷ୍ଟି ଶ୍ର ାଇ ପୂବଦ ଭାରତୀୟ ଉପର୍ୂ ଳ ଅତିକ୍ରମ ର୍ରି ପ୍ରଚୁର ବୃ ଷ୍ଟି ର୍ରିଥାଏ ।
 ଏ ି ବାତାବତ୍ତଦ ୁେର୍
ି ବ ୁ ତ କ୍ଷତିର୍ାରର୍ । ର୍ାରଣ ଏ ାଦ୍ୱାରା ଶ୍ର ାଦାବରୀ, ର୍ୃ ଷ୍ଣା ଓ ର୍ାଶ୍ରବରୀ
ତ୍ରିଶ୍ରର୍ାଣଭୂମିର ଜନବ ୁ ଳ ଅଞ୍ଚଳଶ୍ରର ପ୍ରଚୁର କ୍ଷତି ଶ୍ର ାଇଥାଏ ।
 ଶ୍ରବଶ୍ରଳଶ୍ରବଶ୍ରଳ ଏ ି ବାତାବତ୍ତଦ ଦ୍ୱାରା ଓଡ଼ିଶା, ପଶ୍ଚି ମବଙ୍ଗ ଓ ବାିଂଲାଶ୍ରଦଶର ଉପର୍ୂ ଳ ଅଞ୍ଚଳଶ୍ରର
ଧନଜୀବନ ାନି ଶ୍ର ାଇଥାଏ । ଶ୍ରଚନ୍ନାଇ ଉପର୍ୂ ଳ ମଧ୍ୟ ଏ ାଦବାରା ପ୍ରଚୁର ପରିମାଣର ବୃ ଷ୍ଟିପାତ
ପାଇଥାଏ ।
ଯମୌସୁମୀ ବର୍ଧାର ବଣ୍ଟନ
ବିଭିନ୍ନ ବଷଦଶ୍ରର, ବିଭିନ ସ୍ଥାନଶ୍ରର, ବିଭିନ୍ନ ଋତୁ ଶ୍ରର ବୃ ଷ୍ଟିପାତର ପରିମାଣଶ୍ରର ପ୍ରାଥଦର୍ୟ ଶ୍ର ବାର ପଞ୍ଜୀର୍ରଣ
ର୍ରାର୍ଯାଇଛି । ବୃ ଷ୍ଟିପାତର ପରିମାଣର୍ୁ ଶ୍ରନଇ ଶ୍ରଦଶର୍ୁ ତିନଶ୍ରି ାେି ଅଞ୍ଚଳଶ୍ରର ବିଭକ୍ତ ର୍ରାର୍ଯାଇଛି –
୧. ବୃ ଷ୍ଟିବହୁ ଳ ଅଞ୍ଚଳ : ଭାରତର ପଶ୍ଚି ମ ଉପର୍ୂ ଳ ଏବିଂ ଉତ୍ତରପୂବଦ ଅଞ୍ଚଳଶ୍ରର ବାଷିର୍ ାରା ାରି ୪୦୦
ଶ୍ରସ.ମି. ବଷଦା ୁ ଏ। ପଶ୍ଚି ମ ଘାେ ପବଦତମାଳାର ପଶ୍ଚି ମ ପାର୍ଶ୍ଦ, ଆସାମ, ଦକ୍ଷିଣ ଶ୍ରମଘାଳୟ, ଅରୁଣାଚଳ
ପ୍ରଶ୍ରଦଶ, ମଣିପୁର, ତ୍ରିପୁରା, ନା ାଲାଣ୍ଡ ରାଜୟ ୁେର୍
ି ଶ୍ରର ବୃ ଷ୍ଟିପାତ ୨୦୦ ଶ୍ରସ.ମି. ରୁ ଅଧିର୍ ୁ ଏ । ଏ ି
ଅଞ୍ଚଳ ୁେର୍
ି ୁ ବୃ ଷ୍ଟିବ ୁ ଳ ଅଞ୍ଚଳ ର୍ୁ ାର୍ଯାଏ ।
୨. ମଧ୍ୟମ ବୃ ଷ୍ଟିପାତ୍ ଅଞ୍ଚଳ : ତାମିଲନାେୁ ଉପର୍ୂ ଳ, ଓଡ଼ିଶା, ପଶ୍ଚି ମବଙ୍ଗ, ଛତିଶ ଡ଼, ବି ାର, ଉତ୍ତର ଆନ୍ଧ୍ର
ପ୍ରଶ୍ରଦଶ ଏବିଂ ମ
ି ାଳୟ ପାଦଶ୍ରଦଶଶ୍ରର ଥିବା ଶ୍ରର୍ଶ୍ରତର୍ ଅଞ୍ଚଳଶ୍ରର ବୃ ଷ୍ଟିପାତର ପରିମାଣ ୧୦୦ ଶ୍ରସ.ମି. ରୁ
୨୦୦ ଶ୍ରସ.ମି. ମଧ୍ୟଶ୍ରର ୁ ଏ । ଏ ି ଅଞ୍ଚଳ ୁେର୍
ି ୁ ମଧ୍ୟମ ବୃ ଷ୍ଟିପାତ ଅଞ୍ଚଳ ର୍ୁ ାର୍ଯାଏ ।
୩. ବୃ ଷ୍ଟି ବିରଳ ବା ସ୍ୱଳ୍ପ ବୃ ଷ୍ଟି ଅଞ୍ଚଳ : ରାଜସ୍ଥାନ, ପଞ୍ଜାବ, ରିୟାଣା, ପଶ୍ଚି ମବଙ୍ଗ, ଦକ୍ଷିଣପଶ୍ଚି ମ
ଉତ୍ତରପ୍ରଶ୍ରଦଶ, ମଧ୍ୟପ୍ରଶ୍ରଦଶ, ଦାକ୍ଷିଣାତୟ ମାଳଭୂମିର ଅଧିର୍ାିଂଶ ଅଞ୍ଚଳଶ୍ରର ୧୦୦ ଶ୍ରସ.ମି. ରୁ ର୍ମ ବଷଦା
ୁ ଏ । ଏ ାର୍ୁ ସ୍ୱଳ୍ପ ବୃ ଷ୍ଟି ଅଞ୍ଚଳ ର୍ୁ ାର୍ଯାଏ । ସ୍ୱଳ୍ପ ବୃ ଷ୍ଟି ପାଉଥିବା ଅଞ୍ଚଳ ୁେର୍
ି ଶ୍ରର ବଷଦର୍ୁ ବଷଦ ବୃ ଷ୍ଟିପାତର
ପରିମାଣଶ୍ରର ପ୍ରାଥଦର୍ୟ ପରିଲକ୍ଷିତ ୁ ଏ । ର୍ାରଣ ଏ ି ଅଞ୍ଚଳ ୁେର୍
ି ଶ୍ରର ବୃ ଷ୍ଟିପାତ ଶ୍ର ବା ର୍ିମବା ନଶ୍ର ବାର
ସମ୍ଭାବନା ଥାଏ ।

ବୃ ଷ୍ଟି ବ ୁ ଳ ଅଞ୍ଚଳ େ
ୁ ର୍
ି ବନୟାଶ୍ରର ଆକ୍ରାନ୍ତ ଶ୍ର ଲାଶ୍ରବଶ୍ରଳ ସ୍ୱଳ୍ପ ବୃ ଷ୍ଟି ଅଞ୍ଚଳଶ୍ରର ମରୁଡ଼ିର ସମ୍ଭାବନା
ଶ୍ରଦଖାର୍ଯାଏ ।

You might also like