You are on page 1of 1

ପାଠ-୧ ଜାତୀୟ ଧ୍ବଜା ଆମ ଉଡ଼ଇ ଫରଫର

ଶବ୍ଦାର୍ଥ

ଧ୍ବଜା - ପତାକା
ବିଦେଶୀ - ଏଠାରେ ଇଂରେଜ ମାନଙ୍କୁ କୁହାଯାଇଛି
ଅଧୀନ - ପରାଧୀନ ( ଅନ୍ୟ ପାଖରେ )
ସେକାଳେ - ସେହି ସମୟରେ
ଭୋଗୁଥିଲୁ - ସହୁଥିଲୁ
କ୍ଳେଶ - କଷ୍ଟ
କର୍ତ୍ତବ୍ୟ ପଥ - ଉଚିତ କାର୍ଯ୍ୟ କରିବାର ମାର୍ଗ(ବାଟ)
ଅଗ୍ରସର - ଆଗକୁ ଯିବା
ଜାତି ଟେକ - ଜାତିର ସମ୍ମାନ ରଖିବା
ନିଜକୁ ବଳି ଦେଇ - ନିଜର ଜୀବନଦେଇ
ସ୍ବଦେଶ - ନିଜ ଦେଶ
ବ୍ରତ - ଏକ ପ୍ରକାର ପ୍ରତିଜ୍ଞା
ଆପଣାର - ନିଜର
ବିବିଧ - ବିଭିନ୍ନ ପ୍ରକାର ବା ନାନପ୍ରକାର
ଉତପନ୍ନ - ଜାତ ବା ସୃଷ୍ଟି
ଦ୍ରବ୍ୟ - ଜିନିଷ
ମରତେ - ମର୍ତ୍ତ୍ୟରେ ବା ପୃଥିବୀରେ
ସୁଷମା - ସୌନ୍ଦର୍ଯ୍ୟ ବା ସୁନ୍ଦରତା
ସରଗ - ସ୍ୱର୍ଗ
ପ୍ରତିଜ୍ଞା - ଶପଥ

You might also like