You are on page 1of 1

ବୁ ଢା ଶଙ୍ଖାରି

କାନ୍ତକବି କିଏ -ଲକ୍ଷ୍ମୀକାନ୍ତ ମହାପାତ୍ର


ସେ କେଉଁ ଜାତୀୟଗୀତିକା ରଚନା କରିଥିଲେ -ବନ୍ଦେ ଉତ୍କଳ ଜନନୀ
ବୋହୂ କେଉଁ ଶଙ୍ଖ। କଥା ପଚାରିଲା -ଆସ୍ମାନ୍ ତାର।
ବୁ ଢାକୁ କେତେବର୍ଷ ହୋଇଥିଲା-୬୦
ବୁ ଢା କେବେ ଆସ୍ମାନ୍ ତାର। ଶଙ୍ଖ। ଆଣିବାକୁ ସ୍ଥିର କଳା -ରଜ ସଙ୍କ୍ରାନ୍ତି
ବୋହୂର ଆଙ୍ଗୁ ଠି କିପରି ଥିଲା -ଚମ୍ପା କଢ ପରି
ବୁ ଢା ବୋହୁ କୁ କଣ ମ।ନୁ ଥିଲା -ନିଜର ମାଆ
ଶେଷରେ ବୋହୁ ର ଅବସ୍ଥା କଣ ହେଲା -ବିଧବା
ବୁ ଢା ଦୁ ଇମାସ ହେଲା ତ। ମାକୁ ଦେଖିବାକୁ ଯାଇ ନ ଥିଲା – ଜ୍ଵର ହେଇଥିଲା
ରଜ ଆଗ ଦିନକୁ କଣ କୁ ହାଯାଏ -ପହିଲି ରଜ
ବୋହୂ କଣ ପିନ୍ଧିଥିଲା -ମଯୂର କଣ୍ଠିରି କସ୍ତା

You might also like