You are on page 1of 7

ତାହାରି ଲତା, ତାହାରି ବଣ ------------------ ଶିରଟି ଥରର ନୂଆଁନ୍ତି ।

ପ୍ରବାସ – ବିଦେଶ, ଅନ୍ୟ ଦେଶ


ଝଳି – ଝଲସି ଉଠିବା
ଶିର – ମଣ୍ଡ

ମର ୁ ଲୀ ସ୍ୱନ୍ – ବଂଶୀ ସ୍ୱର
କ୍ରିୟା କଳାପ – ୩ (ମଦନ୍ପକାଇ କୁହ) ।
ଗାଆଁ ର ଅର୍ଥ - ___
ଗାଆଁର ବିପରୀତ ଶବ୍ଦ ______
ଦେ ଗାଆଁଦର ବାସକରନ୍ତି ଦସ _______
ଗାଆଁର ଦୋଡା ଶବ୍ଦ_______

ଗାଆଁଗଣ୍ଡା
ଗ୍ରାମବାସୀ
ସହର
ଗ୍ରାମ
୪) ସରଳ ଭାଷାଦର ବୁଝାଇ ଦଲଖ । :
କ) “ଦ ାଟ ଦମାର ଗାଆଁଟ ି --------------------- ନ୍ ର୍ାଉ ତା’ର ନ୍ାଆଁଟ”ି ।
ଊ:- ଶଂସିତ ପେୟାଂଶଟି କବି ସଚ୍ଚିୋନ୍ନ୍ଦ ରାଉତରାୟଙ୍କ ଲି ଖିତ “ଦ ାଟ ଦମାର ଗାଆଁଟ ି ”ଶୀଷଥକ
କବିତାରୁ ଉଦ୍ଧୃ ତ । ଆଦଲାଚ୍ୟ ପ୍ରସଙ୍ଗଦର କବି ନ୍ିଜ ଜନ୍ମମାଟି ପଲ୍ଲୀଗ୍ରାମର ମହ ବି ବିଷୟଦର
ବର୍ଣ୍ଥନ୍ା କରି ନ୍ତି ।
କବି ସଚ୍ଚିୋନ୍ନ୍ଦ ରାଉତରାୟ ପଲ୍ଲୀକୁ ବହୁତ ଭଲ ପାଉଥିଦଲ । ତାଙ୍କର ଜନ୍ମମାଟି ପ୍ରତି ଥିଲା
ଦେହ ଓ ଶ୍ରଦ୍ଧା । ଗାଆଁ ମାଟିର ମମତାଦର ଦସ ମଗ୍ଧ ୁ ଦହାଇୋଉଥିଦଲ । ଦସ ପ୍ରବାସଦର ଥିଦଲ,
କିନ୍ତୁ ଜନ୍ମମାଟିର ନ୍ାନ୍ା ଅନ୍ୁଭବ ଓ ଅନ୍ୁଭୂତି ତାଙ୍କର ମଦନ୍ ପଡିୋଉଥିଲା । ଦତଣୁ ଦସ
ଆଦବଗଭରା କଣ୍ଠଦର କହି ନ୍ତି, ଭୂଦଗାଳ ଦପାଥି ପତରଦର ତାଙ୍କର ଦସହି ଦ ାଟିଆ ଗାଆଁଟର ି
ନ୍ାଆଁ ନ୍ଥିଦଲ ମଧ୍ୟ ତାହା ତାଙ୍କ ପାଇଁ ସ୍ୱଗଥ ସହିତ ସମାନ୍ ।
କବିଙ୍କ ଜନ୍ମମାଟି ପ୍ରତି ମମତା ହୃ େୟସ୍ପଶଥୀ ଦହାଇପାରି ି ।
ଖ) “ଇଚ୍ଛା ହୁଏ ମାଟିଦର ତାର --------------------- ଶିରଟି ର୍ଦର ନ୍ୁଆଁନ୍ତ”ି ।
ଊ :- ଶଂସିତ ପେୟାଂଶଟି କବି ସଚ୍ଚିୋନ୍ନ୍ଦ ରାଉତରାୟଙ୍କ ଲି ଖିତ “ଦ ାଟ ଦମାର ଗାଆଁଟ”ି
କବିତାରୁ ଆନ୍ୀତ । ଏଠାଦର କବି ନ୍ିଜ ଜନ୍ମମାଟି ପଲ୍ଲୀ ଗ୍ରାମ ପ୍ରତି ଥିବା ଦେହ ଓ ମମତାକୁ
ଆଦବଗଭରା କଣ୍ଠଦର ପ୍ରକାଶ କରି ନ୍ତି ।
କବି ସଚ୍ଚିୋନ୍ନ୍ଦ ରାଉତରାୟ ମାଟି ଓ ମଣିଷର ପ୍ରକୃ ତ ଚ୍ିତ୍ର ନ୍ିଜ କଲମଦର
ଅଙ୍କନ୍ କରି- ପାରୁଥିଦଲ । ଦସ ମଣିଷକୁ ଦଜଦପରି ଭଲ ପାଉଥିଦଲ, ଦସହିପରି ମାଟି ମାଆକୁ
ଶ୍ରଦ୍ଧା ଓ ସମ୍ମାନ୍ ଦେଉଥିଦଲ । ପ୍ରବାସୀ ଜୀବନ୍ଦର ଗାଆଁ ମାଟି ଠାରୁ େୂରଦର ର୍ାଇ ତାଙ୍କ
ପ୍ରାଣ ବୟାକୁଳ ଦହାଇଉଠୁଥିଲା । ଜନ୍ମମାଟି ପଲ୍ଲୀର ଏନ୍ତୁଡିଶାଳ, ମଶାଣି, ବିଲ ବଣ,ଗ ଲତା,
ଦତାଟାମାଳ, ସନ୍ଦ ୁ ର ଫୁଲ, ଗାଈଦଗାଠର ମର ୁ ଲୀ ସ୍ୱନ୍, ଫସଲକଟା ସମୟର ମଧୁର ଗାନ୍
ଇତୟାେି ତାଙ୍କର ସ୍ମୃତଦି ର ଜାଗ୍ରତ ଦହାଇ ଉଠୁଥିଦଲ। ତାଙ୍କର ଇଚ୍ଛା ଦହଉଥିଲା ଦସ ଗାଆଁକୁ
ଧାଇଁ ଆସିଦବ ଓ ମର୍ା ନ୍ୁଆଁଇ ଦସହି ମାଟିକୁ ପ୍ରଣାମ କରିଦବ ।
ପ୍ରସଙ୍ଗଟି ପ୍ରଦତୟକଙ୍କ ପ୍ରାଣକୁ ୁ ଇଁ ପାରି ି ।

You might also like