You are on page 1of 2

ଖୋକା ଭାଇଙ୍କର ଗୀତ

୧)
ରାତୀ ଯେ ଖୋଜେ, ସୁର୍ଯ୍ୟମୁକ୍ଷୀ, ....ଦିନଯେ ଖୋଜେ ନିଶଗ
ି ନ୍ଧା |
ଚାତକ ଖୋଜେ, ନିଦାଘ ଜଳା,.....ଚକୋର ଖୋଜେ ମଧୁସନ୍ଧ୍ୟା |
ମୁଁ ଯେ ଖୋଜେ-------ତୁ ମକୁ ------ତୁ ମକୁ -----ତୁ ମକୁ =====

ନଦୀ ଯେ ଖୋଜେ, ସାହାରା ମରୁ,.....ସାଗର ଖୋଜେ ଟିକେ ଶାନ୍ତି |


ବନର ପକ୍ଷୀ , ଶୀକୁ ଳି ଖୋଜେ, ......ପଂଜୁ ରୀ ଶାରୀ ଖୋଜେ ମୁକ୍ତି |
ମୁଁ ଯେ ଖୋଜେ-------ତୁ ମକୁ ------ତୁ ମକୁ -----ତୁ ମକୁ =====

ପ୍ରେମ ଯେ ଖୋଜେ, ପ୍ରେମ ଯେ ଖୋଜେ,.....ପ୍ରେମ ଯେ ଖୋଜେ


ପ୍ରେମ ଯେ ଖୋଜେ.........ପ୍ରେମକୁ .....ପ୍ରେମକୁ ......ପ୍ରେମକୁ .....|

୨)
ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା |
.....ନଦୀ ତୋର ଦେଈ ଥିଲି ନାଁ -------ଅଳସ କନ୍ୟା.....(୨)
ଅଛି ସେହି ନଦୀ ଯହିଁ ଆସେ ନାହିଁ ...ବନ୍ୟା.....ଅଳସ କନ୍ୟା
.....ନଦୀ ତୋର ଦେଈ ଥିଲି ନାଁ -------ଅଳସ କନ୍ୟା

ଗ୍ରାମର ନାମ ସ୍ୱପ୍ନ ପୁରୀ..ପ୍ରୀୟାର ନାମ ତନ୍ଦ୍ରା |


ତୋ କୋଳେ ରହୁ ଥିଲା ଗୋଟିଏ କିଶୋରୀ.......(୨)
ଆଜିଯାଏଁ ପାରିନାହିଁ ଯାହାକୁ ପାଶୋରୀ.....
ସୀଏ କାର ବୋହୁ ପୁଣି.. ସିଏ କାର ମା.....ଅଳସ କନ୍ୟା
.....ନଦୀ ତୋର ଦେଈ ଥିଲି ନାଁ -------ଅଳସ କନ୍ୟା

ପ୍ରେମର ନାମ ପଦ୍ମମଧୁ .....କଥାର ନାମ ବଂଶୀ |


ପ୍ରେମ ଥିଲା ପଦ୍ମମଧୁ .....କଥା ଥିଲା ବଂଶୀ ..(୨)
ବେପଥୁରେ ଝରୁଥିଲା ପତ୍ର ରାଶି....ରାଶି....
ଆଜି ମୁଁ ପାଈ ନାହିଁ ଥରେ ତାର ଛୁ ଆଁ.........ଅଳସ କନ୍ୟା
.....ନଦୀ ତୋର ଦେଈ ଥିଲି ନାଁ -------ଅଳସ କନ୍ୟା

ତାର ଲାଜର ନାମ କୃ ଷ୍ଣଚୁ ଡା , ଚୁମ୍ବନ ତା ନିଦ୍ରା...|


ଲାଜ ତାର କୃ ଷ୍ଣଚୁ ଡା , ମନ ବନ ହଂସୀ.......
ଚୁମ୍ବନ ଦେଉଥିଲା ନିଦ ଯେ ପରଶି ....
ଅଈଁଠା ସେ ଓଠ ଆଜି ମୋ ପାଇଁ ନିଆଁ.......ଅଳସ କନ୍ୟା
.....ନଦୀ ତୋର ଦେଈ ଥିଲି ନାଁ -------ଅଳସ କନ୍ୟା

You might also like