You are on page 1of 4

ଜାଣନ୍ତୁ ଧନତେରସରେ କ’ଣ କିଣିବେ ଏବଂ କ’ଣ କରିବେ ଦାନ

ଦୀପାବଳି ଦୁ ଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୫ ତାରିଖ ସୋମବାର ହେଉଛି ଧନତେରସ । ସୋମବାର ଚନ୍ଦ୍ରମାଙ୍କ ଦିନ ହୋଇ ଥିବାରୁ ଏହି
ଚାନ୍ଦି ସାମଗ୍ରୀ କିଣିବା ଅତ୍ୟନ୍ତ ଶୁଭ ଅଟେ । କାରଣ ଚନ୍ଦ୍ରମାଙ୍କ ଶୁଭ ଧାତୁ ହେଉଛି ଚାନ୍ଦି । ଏହି ଦିନ ଚାନ୍ଦି ବାସନକୁ ସନ, ଚାନ୍ଦି ଗଣେଶ ଓ
ଲକ୍ଷ୍ମୀଙ୍କ ପ୍ରତିମର୍ତ୍ତି
ୂ କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛ ି । ସଂଧ୍ୟାରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ମଧ୍ୟ କରନ୍ତୁ । ତେବେ ଆସନ୍ତୁ ଜାଣିବା
ଏହି ଦିନ କେଉଁ ସାମଗ୍ରୀ କିଣିବା ଏବଂ କେଉଁ ଜିନଷ
ି ଦାନ ଦେବା ଶୁଭ ଅଟେ ।

ସୁଖ-ସମୃଦ୍ଧି ପାଇଁ ଧନତେରସର କିଣନ୍ତୁ ଏହି ସାମଗ୍ରୀ

ଏହି ଦିନ ଦପ୍ର


୍ବି ହରରେ ବାସନକୁ ସନ, ଆଭୂଷଣ, ଧନିଆ, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା, ଚାନ୍ଦିର ମୁଦ୍ରା କିଣନ୍ତୁ । ଏହା ଛଡା ଗାଡି, ଭୂମି,
ବେଦ୍ୟୁତିକ ସାମଗ୍ରୀ, ବସ୍ତ୍ର , ରୋଷେଇ ବା ଘର କରଣା ସାମଗ୍ରୀ କିଣି ପାରିବେ । ଯଦି ଚାନ୍ଦି ବାସନକୁ ସନ କିଣଛ
ୁ ନ୍ତି ତେବେ ତାହାକୁ ଖାଲି
ଘରକୁ ନଆଣି ସେଥିରେ ଗୁଡ ବା କୌଣସି ମିଠା ପଦାର୍ଥ ରଖି ଆଣିବା ଉଚିତ୍ । ଘରକୁ ଆଣିବା ପରେ ଗଙ୍ଗାଜଳ ସିଞ୍ଚନ କରି ସୁନ୍ଦର ତିଳକ
ଲଗାନ୍ତୁ । ସେଥିରେ ରକ୍ଷା ସୂତ୍ର ବାନ୍ଧି ଦୀପାବଳି ପୂଜା ସମୟରେ ପାଖରେ ରଖନ୍ତୁ ।

ଧନତେରସ ଦିନ କିଣାକିଣି କରିବାର ଶୁଭ ମୁହୂର୍ତ୍ତ

ଜ୍ୟେତିଷ ଶାସ୍ତ୍ର ଅନୁ ଯାୟୀ, ମଧ୍ୟାହ୍ନ୧୨ଟାରୁ ସାଢେ ୧ଟା ଯାଏଁ ଏବଂ ଅପରାହ୍ନ ସାଢେ ୪ଟାରୁ ସଂଧ୍ୟା ସାଢେ ୭ଟା ମଧ୍ୟରେ କିଣାକିଣି କରିବା
ଅତ୍ୟନ୍ତ ଶୁଭ ।

କେଉଁ ଜିନଷ
ି ଦାନ ଦେବେ

ଏହା ଛଡା ଗହମ, ବସ୍ତ୍ର ଏବଂ ଔଷଧ ଦାନ କରିବା ଅତି ଉତ୍ତମ ଅଟେ । ସଂଧ୍ୟାରେ ମୁଖ୍ୟ ଦ୍ବାରା ନିକଟରେ ଯମରାଜଙ୍କ ଉଦ୍ଦେଶ୍ୟରେ ଏକ
ବଡ ଦୀପ ଜଳାନ୍ତୁ । ଯାହା ଦ୍ବାରା ଅକାଳ ମୃତ୍ୟୁ ଯୋଗ ରହିବ ନାହିଁ ।

ଧନତେରସ ଦିନ ହନୁ ମାନ ଜୟନ୍ତୀର ମହାସଂଯୋଗ, ଏହି ଉପାୟ କଲେ ପୂରା ହେବ ମନୋସ୍କାମନା

ଚଳିତ ବର୍ଷ ନଭେମ୍ବର ୫ ତାରିଖ ଅର୍ଥାତ୍ ସୋମବାର ହେଉଛି ଧନତେରସ । ଏବର୍ଷ ଧନତେରସ ସହ ଆହୁ ରି ଅନେକ ବିଷେଶ ଅନେକ
ପବିତ୍ର ଦିନ ମଧ୍ୟ ସଂଯୋଗ ହୋଇ ରହିଛ ି । ଏହି ଦିନ ପବିତ୍ର କାର୍ତ୍ତିକ ମାସ ସୋମବାର ସହ ଧନତେରସ, କୃ ଷ୍ଣ ତ୍ରୟୋଦଶୀ ଏବଂ ହନୁ ମାନ
ଜୟନ୍ତୀ ମଧ୍ୟ ପଡୁଛି । ସୋମବାର ତ୍ରୟୋଦଶୀ ତିଥିକୁ ସୋମ ପ୍ରଦୋଷ କୁ ହାଯାଏ । ଏହି ତ୍ରୟୋଦଶୀ ର ଅଧିକାରୀ ବା ସ୍ବାମୀ ହେଉଛନ୍ତି
ମହାଦେବ ଶିବ । ଚଳିତ ବର୍ଷ ତ୍ରୟୋଦଶୀ ତିଥି ୧୧ଟା ୪୭ ମିନଟ
ି ରେ ଶେଷ ହେଉଛି ।

କାର୍ତ୍ତିକ ଚତୁ ଦର୍ଶୀ ମଧ୍ୟରାତ୍ରିରେ ଭଗବାନ ହନୁ ମାନ ଜନ୍ମ ହୋଇଥିଲେ । ମହାଦେବ ଶିବଙ୍କ ରୁଦ୍ର ଅବତାରରେ ଭଗବାନ ହନୁ ମାନ ଜନ୍ମ
ହୋଇଥିଲେ । ସୋମବାର ତ୍ରୟୋଦଶୀର ମଧ୍ୟରାତ୍ରି ପରେ ପବିତ୍ର କର୍ତ୍ତିକ ଚତୁ ର୍ଦଶୀ ଦିବସ ପାଳନ ହେବ ।
ଭଗବାନ ହନୁ ମାନଙ୍କ ଜନ୍ମ ବର୍ଷକ ମଧ୍ୟରେ ଦୁ ଇଟି ତିଥିରେ ପାଳନ କରାଯାଏ । ପ୍ରଥମ ଚୌତ୍ର ମାସର ପୂର୍ଣ୍ଣିମା ତିଥିରେ ଏବଂ ଦତ
୍ବି ୀୟ କାର୍ତ୍ତିକ
ମାସର କୃ ଷ୍ଣ ପକ୍ଷର ଚତୁ ର୍ଦଶୀ ତିଥିରେ ପାଳନ କରାଯାଏ ।

ସେଥିମଧ୍ୟରୁ ଗୋଟିଏ ତିଥିକୁ ଜନ୍ମ ଦିବସ ରୂପରେ ଏବଂ ଅନ୍ୟଟିକୁ ବିଜୟ ଅଭିନନ୍ଦନ ମହୋତ୍ସବ ରୂପରେ ପାଳନ କରାଯାଏ । ଭଗବାନ
ହନୁ ମାନଙ୍କ ଜୟନ୍ତୀକୁ ନେଇ ଦୁ ଇଟି ଉପଖ୍ୟାନ ରହିଛ ି । ବିଶ୍ବାସ ଅନୁ ଯାୟୀ, ଭଗବାନ ହନୁ ମାନ ଯେବେ ବାଲ୍ୟ ଅବସ୍ଥାରେ ଭୋକ ଲାଗିବାରୁ
ଫଳ ଭାବି ସୂର୍ଯ୍ୟ ଦେବତାଙ୍କୁ ଆହର ଭାବେ ଗ୍ରହଣ କରିବାକୁ ଯାଇଥିଲେ । ସେଥିପାଇଁ ୧୫ ଦିନ ପକ୍ଷ ହନୁ ମାନଙ୍କ ଉତ୍ସବ ରୂପରେ ପାଳନ
କରିବା ଦ୍ବାରା ସବୁ ମନୋସ୍କାନା ପୂରଣ ହୋଇଥାଏ ।

ହନୁ ମାନ ଜୟନ୍ତୀ ଦିନ ଏହି ଶୁଭ ମୁହୂର୍ତ୍ତରେ ଏହି ଉପାୟ କରିବା ଦ୍ବାରା ସଫଳତା ପ୍ରାପ୍ତି ହୁ ଏ

ଦୀପାବଳିର ପୂର୍ବ ଦୁ ଇ ଦିନ ସୋମବାର ଓ ମଙ୍ଗଳବାର ଏହି ଉପାୟ କରିବା ଅତି ଉତ୍ତମ ଅଟେ । ଗଙ୍ଗା ବ ଅନ୍ୟ କୌଣସି ପିବତ୍ର ନଦୀରେ
ସ୍ନାନ କରନ୍ତୁ । ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ ।

ସ୍ନାନ ପରେ ଜଳ ଦେବତା ଅର୍ଥାତ୍ ବରୁଣ ଦେବତାଙ୍କ ପୂଜା କରନ୍ତୁ । ଏହା ସହ ଭଗବାନ ଶିବ ଓ ହନୁ ମାନଙ୍କ ପୂଜା କରନ୍ତୁ ।

ଭଗବାନ ହନୁ ମାନଙ୍କୁ ଦୁ ବ ଘାସର ମାଳ ଏବଂ ଗେଣ୍ଡୁ ଫୁ ଲ ଚଢାନ୍ତୁ । ଏହା ସହ ଲଡ୍ଡୁ ଓ ଗୁଡର ଭୋଗ ଲଗାନ୍ତୁ ।

ଯଦି ଆପଣ ଓକିଲ, ଡାକ୍ତର, ଇଂଞ୍ଜିନିୟର ବା ଆଇଏଏସ ହେବାକୁ ଚାହୁଁଛନ୍ତି ତେବେ ପାଠପଢ ଆରମ୍ଭ କରିପାରନ୍ତି ବା ପାଠ୍ୟ ସାମଗ୍ରୀ କିଣି
ପାରନ୍ତି ।

ଏହି ଦିନ ଆପଣ କୌଣସି ବ୍ୟାପର ଆରମ୍ଭ କରିପାରିବେ । ନୂ ଆ ଚାକିରୀ ପାଇଁ ଆବେଦନ କରିପାରିବେ ।

ସଂଧ୍ୟାରେ ଦୁ ଇଟି ଦୀପ ଲଗାନ୍ତୁ । ମୁଖ୍ୟ ଦ୍ବାରା ନିକଟରେ ରାଶି ତେଲରେ ଏକ ଚର୍ତୁମୁଖୀ ଦୀପ ଏବଂ ଯମରାଜଙ୍କ ଉଦ୍ଦେଶ୍ୟରେ ଅନ୍ୟ ଏକ
ଦୀପ ଲଗାନ୍ତୁ ।

ଏହା ସହ ଦୀପ ନିକଟରେ ଯମରାଜଙ୍କ ଉଦ୍ଦେଶ୍ୟରେ ବର୍ଫି , ରାଶି ଲଡ୍ଡୁ, କଦଳୀ ଏବଂ ଏକ ଗ୍ଲାସରେ ଜଳ ରଖି ଦିଅନ୍ତୁ । ଧନତେରସ ଦିନ
ଦୀପ ଲଗାଇବାର ଶୁଭ ମୁହୂର୍ତ୍ତ ହେଉଛି ସାଢେ ୬ଟାରୁ ସାଢେ ୭ ପର୍ଯ୍ୟନ୍ତ ।

धनतेरस (Dhanteras 2018)  5 नवंबर सोमवार को मनाई जायेगी और इस बार की धनतेरस पर कई अच्छे संयोग बन रहे हैं. सोमवार को सोम
प्रदोष पूजा और मासिक शिवरात्रि भी है . धनतेरस  (Dhanteras 2018) पर हनुमान जयंती भी मनेगी. धन्वंतरि जयंती भी है और चन्द्रमा का हस्त
ु धातु चांदी मानी गई है . इस बार चांदी के बर्तन, चांदी के गणेश लक्ष्मी खरीदें गे जो की बहुत शभ
भी नक्षत्र है जिसकी शभ ु होगा और बरकत दे ने वाला
होगा. शाम को लक्ष्मी नारायण की पूजा होगी.

उसके बाद अनाज, वस्त्र, औषधि, दान करें गे. शाम को मख्
ु य द्वार पर यमराज के लिए एक बड़ा दीपक जलाएंगे जिस से अकाल मत्ृ यु का भय खत्म
हो जायेगा.
धनतेरस (Dhanteras 2018) को सुख समद्धि
ृ के लिए क्या खरीदारी करें

दोपहर को बर्तन, आभूषण, धनिया, गणेश लक्ष्मी जी, चांदी का सिक्का खरीदें

इसके अलावा वाहन, भूमि-भवन, इलेक्ट्रॉनिक आइटम, वस्त्र और किचेन या घरे लु सामान खरीद सकते हैं. इससे अकूत धन लाभ होगा.

चांदी के बर्तन खाली ना लाएं

गुड़ अनाज मिठाई या मेवे भरकर लाएं

घर लाकर सामान पर गंगा जल छिड़कें

रोली लगाएं और कलावा बाँध दें

दिवाली पूजा में इनको पास रखें

धनतेरस (Dhanteras 2018) पर खरीदारी करने का मुहूर्त

दोपहर  12.00 से 1.30  बजे

शाम  04.30 बजे से शाम 07. 30 तक

रात को हनुमान जयंती होगी, हनुमान जी धनी बना दें गे

पवित्र कार्तिक मास का सोमवार है . कार्तिक कृष्ण त्रयोदशी है , हनम


ु ान जयंती मनाएंगे. कार्तिक चतर्द
ु शी को ही आधी रात को हनम
ु ान जी का जन्म
हुआ था. सोमवार को त्रयोदशी तिथि रात 11 .47 बजे खत्म होगी. आधी रात के बाद कार्तिक चतुर्द शी का पवित्र दिवस है .

हनमु ान जी का शिव जी के रूद्र अवतार के रूप में जन्म हुआ था. सोम प्रदोष तब होता है , जब सोमवार को त्रयोदशी तिथि पड़ती है . त्रयोदशी के
स्वामी शिव जी होते हैं.

हनुमान जी का जन्म साल भर में दो तिथियों में मनाया जाता है . पहला चैत्र माह की पर्णि
ू मा को तो दस
ू री तिथि कार्तिक माह के कृष्ण पक्ष की
ु शी को मनाया जाता है .
चतर्द

ू री को विजय अभिनन्दन महोत्सव के रूप में मनाया जाता है . उनकी जयंती को लेकर दो कथाएं भी
एक तिथि को जन्मदिवस के रूप में तो दस
प्रचलित है . ऐसी मान्यता है जब हनम
ु ान जी माता अंजनि के पेट से पैदा हुए. जब बचपन में हनम
ु ान जी को जोर की भख
ू लग गई थी. तब उन्होंने
सूर्य को फल समझ कर खाने के लिए दौड़े थे. इसलिए 15  दिन के पखवारे को हनुमान उत्सव के रूप में मनाएंगे तो आपकी हर मनोकामना पूरी
होगी. उपाय करके हनुमान उत्सव की शुरुआत कर लो, बड़ी सफलता मिल जायेगी.

यह शुभ मुहूर्त है , कोई नया काम शुरू करें गे तो हनुमान जी बहुत सफलता दें गे
त्रयोदशी तिथि को शुभ योग बनता है

नदी तालाब में स्नान कर सकते हैं

गंगा या कोई भी पवित्र नदी में स्नान कर सकते हैं

पानी में गंगा जल डालकर स्नान करना चाहिए

सोमवार और मंगलवार को बहुत बड़ा शुभ मुहूर्त माना जाता है

आप वकील जज डॉक्टर, इंजीनियर या आईएएस बनना चाहते हो

कोई नई पढ़ाई या कॉम्पिटिशन शरू


ु कर सकते हैं

व्यापार के लिए क़र्ज़ के लिए कोशिश कर सकते हो -

क़र्ज़ से कोई नया  बिजनेस शुरू कर सकते हैं

कोई  व्यापार शुरू कर सकते हैं

कोई नई नौकरी के लिए अप्लाई कर सकते हैं.

धनतेरस पर उपाय कर लें-

किसी पवित्र नदी तालाब या गंगा जल डालकर स्नान करें

जल दे वता यानि वरुण दे वता की पूजा करें

पज
ू ा करके शिव जी और हनम
ु ान जी की साथ साथ पज
ू ा करें

शिव जी को तुलसी पत्ते पत्र की माला चढ़ाएं

हनुमान जी को दर्वा
ू घास की माला और गें दे फूल चढ़ाएं

दोनों को लड्डू और गुड़ का भोग लगाएं

शाम को यमराज के लिए दीप दान करें ताकि घर में किसी की अकाल मत्ृ यु ना हो

शाम को दीपदान करना होता है . मख् ु ी दीपक जलाएं. पास ही थाली में यमराज के लिए सफ़ेद बर्फी, तिल की
ु य द्वार पर एक तिल के तेल का चारमख
रे वड़ी या तिल, मुरमुरे के लडडू, एक केला और एक गिलास जल रख दें . धनतेरस पर दीप जलाने का मुहूर्त शाम 6.30 से 7.30 बजे तक है .

You might also like