You are on page 1of 4

୪-୫-୧୭ ୮ ସକାଳ ଏମ୍‍-ବସ୍‍

ଅଣୁଟା କଣ? କଥାରେ ଅଛି, କଣ୍‍ କଣ୍‍ ମେ ଭଗବାନ୍‍ ହେଁ | ଏ


କଥାର ରହସ୍ୟ କଣ? ଗୋଟିଏ ପରମାଣୁ ରେ ବ୍ରହ୍ମାଣ୍ଡଟା ମଧ୍ୟ
ରହିପାରେ, ଗୋଟିଏ ମିନଟ୍
ି ‍ ଏକ କଳ୍ପ ସମୟ ମଧ୍ୟ ହୋଈପାରେ |
ନଖ ଦର୍ପଣରେ ଏନ୍ଡ୍ରୋମିଡା gallexy ପର୍ଯ୍ୟନ୍ତ ଦେଖଯାଇ ପାରେ |
କଣ ଏ କଥାର ଅର୍ଥ? ମହା ରହସ୍ୟ |

ଦେଖ କଥାଟା ଏଈଆ, ଆଣୁକୁ ବା କଣ୍‍-କଣ୍‍କୁ ଦେଖୁଛ ି କିଏ? କଣ୍‍କୁ


ବା କ୍ଷୁଦ୍ର ଏଟମ୍‍କୁ କିଏ ଦେଖୁଛ?
ି ଦେଖୁଛ ି ଜଣେ, ଏବଂ ସିଏ ୟାହା
ଦେଖୁଛ ି ତାହା ତା ଠାରୁ ବାହାରେ ତା ସେଲ୍ଫ ଠାରୁ ବାହାରେ, ୟାହା
ଅସମ୍ଭବ | କୌଣସି ଜିନଷ
ି କେଭେବି ସେଲ୍ଫ ଠାରୁ ବାହାରେ
ହୋଈପାରେନାହିଁ | ଅନବସ୍ଥା ଦୋଷ ଆସିୟିବ |

ତେଣୁ ସେଲ୍ଫ‍୍ ଠାରୁ ବା ଆତ୍ମା ଠାରୁ ବା ମୋ ଠାରୁ କୌଣସି ଜିନଷ


ି
ବାହାରେ ରହି ନ ପାରେ | ଯଦି କିଛ ି ବାହାରେ ଅଛି ବା ବୋଧ
ହେଉଛି, ତାହା ତାହାକୁ ମିଥ୍ଯାରେ, କଳ୍ପନାରେ, ଅଞ୍ଜାନରେ, ଆଧ୍ଯାସରେ
ହିଁ ହେବାକୁ ପଡିବ | ତେଣୁ ବହ୍ଯ ବସ୍ତୁ ତାହା ଏଟମ୍‍ ହେଉ ବା ବିଶ୍ୱ
ବ୍ରହ୍ମାଣ୍ଡ ହେଉ ଦୁ ଈଟି ୟାକ କେବଳ ଏକ କଳ୍ପନା ମାତ୍ର |

ଆଉ କଳ୍ପନାର କୌଣସି ମା ବାପ ନାହିଁ | ସେଠି ଅଣୁ ୟାହା ବିଶ୍ୱ ତାହା


| ସେଠି ଏକ ମିନଟ୍
ି ‍ୟାହା ଏକ କଳ୍ପ ତାହା |

What is a wave?
ଚଂଚଳତାର ଅର୍ଥ କଣ? ତା ପୁର୍ବରୁ ସ୍ଥିର ର ଅର୍ଥ କଣ? ଏକ୍‍ଦମ୍‍ ହଳ୍‍
ଚଳ୍‍ନ ହେବା | ହଳ୍‍ଚଳ୍‍ମାନେ କଣ? Change of position
with time. ଖାଲି change in position ଟା ର ଅର୍ଥ କଣ?
Change in position or change in spatial
relation (ଆକାର), ସମୟଟା ବିଭିନ୍ନ spacial relations ର
ଏକ series| ତାକୁ sequentially ଦେଖିଲେ duration
ବୋଧଟା ହୁ ଏ | ପ୍ରକୃ ତରେ change of any kind
whether in spacial relation or in position is
not possible | ଯଦି ହଲିଲା ବା ବଡ ସାନ ହେଲା କା ଭିତରେ
ହେଲା, କେଉଁ space ଭିତରେ ହେଲା | ସେ space ଆସିଲା
କୁ ଆଡୁ? ପ୍ରକୃ ତ ବସ୍ତୁ ବାହାରେ ଅଲଗା space କୁ ଆଡୁ ଆସିଲା
ଯାହା ଭିତରେ ବସ୍ତୁ ଟା ହଲ୍‍-ଚଲ୍‍ ହୋଈ ପାରିଲା ? ଏଠାରେ ତ
ଦ୍ୱୈତବାଦ ବ duality ଆସିଗଲା ତେଣୁ ଅସମ୍ଭବ | ଏକ ଛଡା
ଦୁ ଈ ନାହିଁ | ବସ୍ତୁ ବାହାରେ କିଛ ି ଥିବା ଅସମ୍ଭବ | No space
can exist beyond ବସ୍ତୁ | ଏକଂ-ଏବଂ-ଅଦ୍ୱୀତୀୟଂ | ସ୍ୱଗତ-
ସ୍ୱଜାତୀୟ-ବିଜାତୀୟ ଭେଦ ବିବର୍ଜିତ | One-Only-without
Second | ସବୁ କଥା, ସବୁ ତର୍କ ଓ ସବୁ analysis ଏହି ଅଧାର
ଉପରେ କରିବାକୁ ହେବ ନ ହେଲେ ତର୍କ ଅନୁ ସାରେ ହିଁ ଅନାବସ୍ଥା
ଦୋଷ ବା state of infinite regression ଆସିଯିବ |
ମୋ ଅସଲ ସମସ୍ୟ ଟା କଣ?
ମୋର ଅସଲ ସମସ୍ୟା ହେଲା " Where is my Being" |
ମୋର "Being" ଟାକୁ ମୁଁ ଖୋଜି ପାଏନି | କୁ ଆଡେ ଗଲା ? ମୁଁ
ଯେ ମୋ being ଟା କୁ କେଭେ ମଧ୍ୟ ଷ୍ପଷ୍ଟ ଭାବରେ ଅନୁ ଭବ କରି
ପାରେନି | ତେଣୁ ଏତେ ଭୟ , ଏତେ କାମନା, ଏତେ ଆସକ୍ତି, ଏତେ
ଚଂଚଳତା, ଏତେ ଅନିଶ୍ଚି ନ୍ତତା |

You might also like