You are on page 1of 1

ୟନୀର ପାଳନ ମଣିଷର ମ ଳ କବଚ

ୟନୀର ଅଥ େହଉଛି - ସୁ+ ଅ ି + ଅୟନ, ଅଥାତ ଭଲେର ରହିବାର ମାଗ | ଏହା ଏକ ତ,


ଯାହାକୁ ଜୀବନେର ପାଳନ କରି ଚାଲି େଲ ଉ ତିର ପଥ ଉନମୁ େହାଇଥାଏ | ଜେଣ ସତସଂଗୀ
ଦୀ ା େନଲା ପେର ଯଜନ, ଯାଜନ ଓ ଇ ଭୃତି ପାଳନ କେର , େହେଲ ଏହା ତାହାର ସାଧନାର
ଥମ ଚରଣ | ୟନୀ ତ ଓ ତତ ସହିତ ସଦାଚାର ହି ଁଦୀ ାର କୃତ ପାଳନ ଓ ସାଧନାର

ି ୀୟ ଚରଣ | ଏହାର ପାଳନ େକବଳ ନିଜର ନୁ େହ ,ଁ ବରଂ ନିଜର ପରି େବଶ ଓ ରା ର ମ ଳ
ହୁ ଏ | ୀ ୀ ଠାକୁର ଅମୀୟ ବାଣୀେର ଏହାର ନିଦଶନ ମିେଳ |

" ୟନୀ ଇ ଭୃତି, ବିପାକ ତାରଣ ବ ନୀତି "

" ୟନୀ ପାେଳନା, ଉ ତିେର ଚେଳନା "

" ୟନୀ ମୁ ି ଆେଣ , ରା ସହ ତିଜେନ "

ୟନୀ ତ େହଉଛି ୀ ୀ ଠାକୁର ର ଅଭି ନବ ଯୁେଗାପେଯାଗୀ ଉ ାବନ | ଏହି


ମେନାେବ ାନିକ ସାଧନ ପ ତିର ପ ା ର ନାହି |ଁ ୀ ୀ ଠାକୁର ମତେର -

" ଇ ଭୃତି ଜିନିଷଟା ଆଗରୁ ଥଲା, ୟନୀ ମ ଁୁ ଠିକ ଠାକ କରି େଦଇଛି | ୟନୀର form
( ରୂପ) ଟା େଦଇଛି , ଏହା େସ ଦିଗରୁ ନୂ ତନ , ଆେଗ ଥେଲ ମ ବୁ ଝା ପଡୁ ନ ଥଲା | ଇ ଭୃତି,
ୟନୀ ଯଦି କରାଯାଏ , ତା' େହେଲ େଦଖା, େଗାଟିଏ ଦୁ ଇଟା ପୁରୁଷ ମ େର କ'ଣ
େହାଇପାେର| େଗାଟିଏ ଦୁ ଇଟା ପୁରୁଷ ପେର ବୁ ଝାଯି ବ ..."| (ଆେଲାଚନା ସ - ୧ ମ ଖ
୨୫.୦୭.୧୯୪୦)

ୟନୀ ଯଦି େକହି ଠିକ ଭାବେର ପାଳନ କେର, ତାହାର ସହଜାତ ସଂ ାର ଭି ତେର ଯାହାସବୁ
ଅଛି, ଫୁ ଟି ଉଠିବହି ଁ ଉଠିବ | ହଜାର ହଜାର ବଷର ପିତୃପୁରୁଷ ର ଧାରା ଆମ ଭି ତେର
ବାହିତ | ପିତୃପୁରୁଷ ଗୁଣରାଶି ଆମ ଭି ତେର ସୁ ଭାେବ ଅଛି | ୟନୀ ପରି ପାଳନେର
ସୁଗଣ
ୁ ଗୁଡିକ ଚରି େର ଫୁ ଟିଥାଏ ଏବଂ କୁ-ଗୁଣ ଗୁଡକ
ି ଦୂ ରୀଭୂତ ହୁ ଏ | ଯାହାଫଳେର ବଂଶ
ପର ରା େମ ସୁଗଣ ୁ ଗୁଡକି ବିକଶିତ ହୁ ଏ |

ୀ ୀ ଠାକୁର ୟନୀର ପ ନୀତି ମ େର ମନୁ ଷ ର ସବୁ ବୃ ି କୁ ନିବୃ ି େର ପରି ଣତ କେର


| ୀ ୀ ଠାକୁର ୟନୀର ପ ନୀତି ମ େର ମନୁ ଷ ର ସବୁ ବୃ ି କୁ ନିବୃ ି େର ପରି ଣତ
କେର (ପ ନୀତି ଭାଇ ମାେନ ଭଲ ଭାେବ ବୁଝାଇ ଥବା େହତୁ ଆଉ ଥେର େଲଖଲି ନାହି )ଁ | ୀ
ୀ ଠାକୁର ଅନୁ ସାେର - " ୟନୀ ପରମ ପି ତା ଦାନ | ଏେତ ପରି ାର କରି ଆଗରୁ
େକଉଠିଁ ଦିଆ ନ ଥଲା | ବିଧ ଗୁଡିକୁ ଏକ ମାଳାକାରେର ଗୁ ି ପରମପି ତା ଏଥର ଆ ମାନ
ସାମନାେର ର ା କବଚ ହିସାବେର ଉପହାର େଦଇଛ ି | ଅେନକ ହି ଭଲଭାେବ
ଁ କର ିନ,ି େତଣୁ
ଏହାର ମହିମା ବି ଉପଲ ି କରି ପାର ି ନାହି |"
ଁ (ଆେଲାଚନା ସ ୧୦ ମ ଖ )

ଏଣୁ ଏହି ମ ଳ କବଚ ଆେମ ପାଇେଛ ଓ ଅତ ନି ା ସହିତ ଏହାକୁ ପାଳନ କରି ବା ହି ଆମର

ପରମ କତବ |

ଜୟଗୁଋ

You might also like