You are on page 1of 12

ଯାଜନ କାହକିଁ ଓ କପର କରବା

(A) ଯାଜନ କ’ଣ ?

(1) ନିଜର ଇଷ୍ଟପ୍ରାଣତାକୁ ଅନୟ ଭି ତରର ସଞ୍ଚାରି ତ କରି ରେବାର ନାମ ହି ରହଉଛିିଁ ଯାଜନ। ଅନୟକୁ ବାେ୍ ରେଇ ନିଜର
ଉନ୍ନତି ପାଇ ିଁ ପ୍ରରେଷ୍ଟା କରି ବା ହି ିଁବୟର୍ଥତାକୁ ଆହ୍ାନ
ବ କରର। ଯାଜନର ମୁଖ୍ୟ ଲକ୍ଷ୍ୟ ରହଉଛି ଇଷ୍ଟ, ଏହାର ଅନୟ
ନାମ ରହଉଛି ଧମଥେ ୂ ାନ। ଆଉ ଧର୍ମ୍ଥୋନ ମାରନ ହି ିଁବଞ୍ଚବା-ବଢିବାର ନୀତିବିଧ ୁ ୋନ।

(2) ବଂେିବା- ବଢିବାର ମୂଭ ଥ ପ୍ରତୀକ ରହଉଛନ୍ତି ସ୍ଵୟଂ 'ଇଷ୍ଟ' ପୁରୁର ାଭମ | ରତଣୁ ରସବା, ସହାନୁ ଭୂତି ଓ କର୍ାବାଭଥା
ଭି ତର ରେଇ ତାଙ୍କ ସହିତ ମନୁ ୟର ଅସ୍କଳିତ ଅନୁ ରାଗର ରଯାଗସୂତ୍ର ରେନା କରି ରେବା ହି ିଁ ରହଉଛି ଯାଜନର
ମୁଖ୍ୟ ଅଙ୍ଗ। ଯାଜନ ଫଳରର ମସ୍ତି ଷ୍କର ପ୍ରତିଟି େିଗ ସକ୍ରିୟ ରହାଇଉରେ।

(1 & 2- Ref1-େୟାଲ ୋକୁର ୪୧)

(3) ରକରତଗୁଡିଏ ନୀତିକର୍ା କହିରଲ ରହବନାହି ିଁ। ନୀତି ରଯଉୋରର


ିଁ ମୂତ ଥ ତାକୁ ଆେରଣ କରାଇବାକୁ ରହବ ଏବଂ
ତାହା ହି ଯାଜନ I Ref.4 ଆ. ପ୍ର (୬ଷ୍ଠ ଖ୍ଣ୍ଡ ),ପୃ-୫୩-୫୪

(B) କାହକିଁ କରବା ଦରକାର

(4) ଯଜନ ଓ ଇଷ୍ଟଭୃତି ପରି ଯାଜନ କାହିକିିଁ ନିୟମି ତ କରି ବା େରକାର ରହବ ରସ ବି ୟରର ଶ୍ରୀଶ୍ରୀୋକୁର କହୁ ଛନ୍ତି-
“ଯାଜନ ନ କରଲ ଇଷ୍ଟ- ଉପରଭାଗ ହି ସ୍ତବିର ରହାଇଯାଏ । ଯଜନ ଯାଜନକୁ ସାହାଯୟ କରର ଏବଂ ଯାଜନ
ଯଜନକୁ ସାହାଯୟ କରର, ରଗାଟିକର ଅଭାବରର ଅନୟଟି ମଧ୍ଯ କ୍ଷ୍ୁଣ୍ଡ ହୁ ଏ | ଆଉ, ଯାଜନମାଧମରର ଯେି
ପରି ରବଶକୁ ଧମଥମଖ୍
ୁ ୀ କରି ନ ରତାଳ, ତୁ ମର ବୟକ୍ତି ଗତ ଧମଥ ମଧ୍ଯ ରଟକିବ ନାହି । ପରି ରବଶ ଆମ ଜୀବନର ଏକ
ପ୍ରଧାନ ଅଙ୍ଗ । ଏହି ପରି ରବଶସମ୍ବନ୍ଧରର ଆରମ ରଯରବୋରୁ ଉୋସୀନ ରହାଇଛୁ, ରସରବୋରୁ ଆରମ
ଅରନକାଂଶରର ଧମଥଭ୍ରଷ୍ଟ ରହାଇଛୁ । କିନ୍ତୁ ସବଥରତାଭାରବ ବଞ୍ଚୁବା- ବଢିବା ଯେି ଧମଥ ହୁ ଏ, ରତରବ ପରି ରବଶକୁ
ବାେରେଇ ତାହା ପୁଣି ସମ୍ବବ କିପରି ?” (Ref 2- ଆ.ପ୍ର (୩ୟ ଖ୍ଣ୍ଡ), ପୃ-୭)

(5) ସତୟାନୁ ସରଣରର ଅଛି – ତୁ ରମ ଯେି ରକୌଣସି ସତୟ ଜାଣିର୍ାଅ ଆଉ ତାହା ଯେି ମଂଗଳପ୍ରେ ରବାଲି
ଜାଣ,ପ୍ରାଣପରଣ ତାହାରି ବି ୟ କୁହ ଏବଂ ସମସ୍ତଂକୁ ଜାଣିବାକୁ ଅନୁ ରରାଧ କର I ବୁ ଝପ
ି ାରି ରଲ ସମରସ୍ତ ତୁ ମର
କର୍ା ଶୁଣରି ବ ଏବଂ ତୁ ମର ଅନୁ ସରଣ୍ କରି ରବ I (Ref 3- ସତୟାନୁ ସରଣ-ପୃ ୭୩)

(6) ଯାଜନ, ରସବା ଓ ଅସତ୍ ନିରରାଧଦ୍ଵାରା ପରି ରବଶର ଅଭାବ, ଅସୁଖ୍, ଅଶାନ୍ତି େୂ ର କରାଯାଇ ପାରି ବ । ଜରଣ
ବୟଲ୍ି ଗ
ି ତ ଭାରବ ରଯରତ ସତ୍ ଭାବରର ବଳୁନା କାହିକି ପରି ରବଶକୁ ଯେି ସମ୍ଭବତଃ ସମ୍ଭାଳି ନପାରର ରସଇ
ଅକ୍ଷ୍ମତାରଯାଗୁ ରସ ମଧ୍ଯ ବୟାହତ ରହବ । ବୟଷ୍ଟି କୁ ରନଇ ସମଷ୍ଟି , ଜଣ ଜଣକୁ ରନଇ ଜାତି ।ପ୍ରରତୟକ ବୟକ୍ତି
ସମାଜର ରଗାଟିଏ ରଗାଟିଏ ଅଙ୍ଗ । ରକୌଣସି ଅଙ୍ଗର କ୍ଷ୍ତି ରହରଲ ପ୍ରତିକ୍ରୟି ା ରେଖ୍ାରେବ । କାହାକୁ ଖ୍ରାପ
ରହବାକୁ େିଅ ନାହି ିଁ। ନିଜକୁ ଭଲ ରହବାକୁ ରହବ । ଅନୟକୁ ଭଲ କରି ବାକୁ ରହବ । କିଏ ରକରତ ଭଲ ତା'ର
ରଗାଟିଏ ପ୍ରଧାନ ପରଖ୍ ରହଉଛି ରସ ରକରତେୂ ର ପରି ରବଶକୁ ଭଲ େିଗରର ନିୟନ୍ତ୍ରଣ କରି ପାରର । I
[Ref.4 ଆ. ପ୍ର (୬ଷ୍ଠ ଖ୍ଣ୍ଡ ),ପୃ-୫୩-୫୪)

(7) ସ୍ଥାନ, କାଳ, ପାତ୍ର ରଭେରର ସବଥୋ କାହିକିିଁ ଯାଜନ କରି ବାକୁ ରହବ ରସ ବି ୟରର ଶ୍ରୀଶ୍ରୀୋକୁର କହନ୍ତି- ଯାଜନ
ସବଥତ୍ର କରି ବାକୁ ହୁ ଏ । ପରି ବାର-ପରି ବାର ଭି ତରର ଯାଜନ ସବୁ ୋରୁ ରବଶୀ େରକାର । ଯାଜନମାରନ ତ
ଉପରେଶ ରେବା ନୁ ରହ ିଁ । ଇଷ୍ଟଙ୍କୁ ଭଲ ପାଇରଲ ସବୁ କର୍ାରର ସହଳ ଭାବରର ଇଷ୍ଟଙ୍କ କର୍ା ଆସି ଯାଏ ।
ଇଷ୍ଟପ୍ରସଙ୍ଗ ହ ଯାଜନ
ିଁ । ଲକ୍ଷ୍ୟ ରଖ୍ୁବାକୁ ରହବ, ପରି ବାର-ପରି ରବଶରର ପ୍ରରତୟକ ହି ରଯପରି ଇଷ୍ଟଙ୍କୁ ଜୀବନରର
ମୁଖ୍ୟ କରି ୋଲନ୍ତି ଏବଂ ନିଜର କମଥନଃି ସ୍ମତ ଫଳ ପ୍ରୋନ କରି ତାଙ୍କୁ ତୁ ଷ୍ଟ, ତୃ ପ୍ତ ଓ ନନ୍ଦିତ କରି ରତାଳିବାକୁ ରେଷ୍ଟା
କରନ୍ତ ।
(8) ନିଜକୁ ସନ୍ଦୀପ୍ତ ରଖ୍ୁବାପାଇ ିଁ ହି ଯାଜନର ପ୍ରରୟାଜନ । ସବୁ କିଛି ମଧ୍ଯରର ତାଙ୍କୁ ରନଇ ଯେି ବୟାପୂତ ନ ରରହ
ରତରବ କାହାକୁ ରନଇ ଜୀବନଟା କଟାଇବି ? ତାଙ୍କୋରୁ ବିଚ୍ଛନ୍ନ ି ରହରଲ ହି ଅଶାନ୍ତି, ଜ୍ ବାଳା, ଯନ୍ତ୍ରଣା । ରତଣୁ ମ ିଁୁ
କରହ- ତୁ ରମ ସବୁ ଘରସଂସାର କର, ସବୁ କର, କିନ୍ତୁ ତାଙ୍କୁ ରନଇ,ତାଙ୍କରି ପାଇ ିଁ । ତାଙ୍କପାଇ ିଁ ଜୀବନ, ତାଙ୍କପାଇ ିଁ
ସଂସାର, ତାଙ୍କପାଇ ିଁ ସମାଜ ରହରଲ ଯାଜନ ସ୍ଵାଭାବିକ ରହାଇଉରେ । ଅନୁ ରାଗ ର୍ ିରଲ ଯାଜନମୁଖ୍ରତା ଫୁ ଟି
ଉେିବ ହି ।
7&8- Ref.5 - ଆ.ପ୍ର.(୩ୟଖ୍ଣ୍ଡ),
(C) କପର କରବା
(9) ଯାଜନ କିପରି କରି ବା ତାହା ଯାଜନ ସଂରକତରର ବିଶେ୍ ଭାରବ ବଣିତ I (Ref.6 & 7 – Urjana Sept
2014)

(10) ଶ୍ରୀଶ୍ରୀୋକୁର ଯାଜନ କିପରି କରି ବା ତାହାର ଉୋହରଣ ରେଇ କହୁ ଛନ୍ତି - ପାଟନାରର ଅର୍ଥାତ୍ ପାଟନା
ସହରରର ରଜାରରର କାମ କରି ବାକୁ ରହବ । ରଶୈରଳଶଭାଇ -- କିପରି ଭାରବ ଅଗ୍ରସର ରହବି ? ଶ୍ରୀଶ୍ରୀୋକୁର -
ରସୋରର ଯେି େୀକ୍ଷ୍ି ତ ରଲାକ ର୍ାନ୍ତି -ରସମାନଙ୍କୁ ଭଲରୂରପ ମରତଇ ରେବାକୁ ରହବ, ଅର୍ଥାତ୍ ଯଜନ ଯାଜନ-ଇଷ୍ଟଭୂତି
ପରାୟଣ କରି ରତାଳିବାକୁ ରହବ । ରସମାନଙ୍କୁ ଯାଜନ-ମୁଖ୍ର କରି ରତାଳିରଲ େୀକ୍ଷ୍ି ତର ସଂଖ୍ୟା ବଢି ୋଲି ବ । ସତ୍
ସଙ୍ଗୀମାରନ ରଯପରି ସତ୍ ସଙ୍ଗର ଭାବଧାରା ସରଙ୍ଗ ପରି େିତ ହୁ ଅନ୍ତି ରସର୍ୁପାଇ ିଁ ସହଜ ସରଳଭାରବ ହିନ୍ଦୀ ଓ
ଇଂରାଜୀରର ରକଇଟା ବହି ରଲଖ୍୍ ବାକୁ ରହବ ବା ବଙ୍ଗଳା ବହିର ଅନୁ ବାେ କରି ରନବାକୁ ରହବ । ଶେୀନଭାଇ
( ଗରଙ୍ଗାପାଧ୍ଯାୟ ) ସତୟାନୁ ସରଣର ହିନ୍ଦୀ ଅନୁ ବାେ ଛପାଇ ର୍ୁରଲ । ରସଇଟା ତୂ ମମାନଙ୍କର କାମରର ଲାଗି ବ । ହିନ୍ଦୀ
ବହିର ବିରଶ ପ୍ରରୟାଜନ । ବିହାରର ଅଧ୍ବାସୀ ରଯଉମାରନ ିଁ ରସମାନଙ୍କ ମଧ୍ଯରୁ କିଛି ରଲାକଙ୍କୁ ଏପରି ଭାରବ ତିଆରି
କରି ବାକୁ ରହବ ରଯପରି କି ରସମାନଙ୍କୁ ରତ୍ି ିକ୍ର ପାଞ୍ଜା େିଆଯାଏ । ପାଟନାରର ଏପରି କାଣ୍ଡ କରି ବାକୁ ରହବ,
ରଯପରି କି ସାରା ବିହାରରର ଶୀଘ୍ର ଶୀଘ୍ର ପ୍ରୋର ପ୍ରସାର ରହାଇଯିବ । ( Ref-8 &9 ଆ.ପ୍ର. ତ୍ରରୟାେଶ ଖ୍ଣ୍ଡ )

(11) ଯାଜନ କରି ରବ ରକାଉ େିଗକୁ ଲକ୍ଷ୍ୟ ରଖ୍୍ -ପ୍ରଧାନତଃ ଲକ୍ଷ୍ୟ ରଖ୍ୁବାକୁ ରହବ ତା'ର ମାନସିକ ଭାବଭୁମି ଉପରର
। ତା'ର ତତ୍ କାଳୀନ ମାନସି କ ଅବସ୍ଥା ସମ୍ବନ୍ଧରର ଯେି ରବାଧ ନ ରରହ, ତା'ରହରଲ କିନ୍ତୁ ରକରତଗୁଡିଏ ନୀତି ବା ତତ୍ତ୍ବ
କର୍ାରର କାମ ରହବ ନାହି ିଁ । ମନର ଅବସ୍ଥା ବୁ ଝି କର୍ା କହିରଲ ମଣି ସାଧାରଣତଃ େଟ୍ କରି interested {
ଅନ୍ତରା।ସୀ)ରହାଇଉରେ । ରକବଳ ଯାଜନ ରବଳକୁ ନୁ ରହ, ିଁ ମଣି ରନଇ ୋଲି ବାକୁ ସବୁ ସମୟରର ଏେିଗରର ଲକ୍ଷ୍ୟ
ରଖ୍ୁବା ପ୍ରରୟାଜନ । (Ref- 10 – ଆ.ପ୍ର. ୪ର୍ଥ ଖ୍ଣ୍ଡ )

(12) ଯାଜନ ସମ୍ବନ୍ଧରର ଶ୍ରୀଶ୍ରୀୋକୁର କହିରଲ“ ତାର sentiment ( ଭାବାନୂ କମ୍ପିତା)କୁ exile ( ଉରତ୍ତ୍ଜିତ) କରି
ସତ୍ତ୍ାର କ୍ଷ୍ୁଧାକୁ ଜଗାଇ ରେଇ ଯେି ରଗାଟାଏ ୋଉ ୋଉ ଅଗ୍ନି ପରି ଟାଣ ସୃଷ୍ଟି କରି ରେଇ ନ ପାରି ଲ, ଉପରୋଉରି ଆ
ଆରଲାେନାରର କିଛି ରହାଇପାରି ବ ନାହି ିଁ। ମଣି ର ୋହିୋକୁ ଆବିଷ୍କାର କରି ରଗାଟାଏ ରସାଳ ଧାରାରର କର୍ାବାଭଥା
କରି ବାକୁ ରହବ । ତତ୍ ସରଙ୍ଗସରଙ୍ଗ ର୍ ିବ ଅକାଟୟ ଯୁକ୍ତି ଓ ତର୍ୟ, ରସଗୁଡିକ ସମ୍ବନ୍ଧରର ପୁଣି ତା'ର ଜଣା ର୍ ିବା େରକାର
| ସବୁ କର୍ାର ସୂର ରହବ ଏପରି -ରଯପରି ତା' ଭି ତରରେଇ ରସ ତା'ର ନିଜ ଜୀବନର ୋହିୋର ପରି ପର ୂ କ ଆଭାସ
ପାଏ ଏବଂ ତୁ ରମ ନିଜକୁ ଏପରି ଭାବରର ଗଢି ରତାଳିବାକୁ ରହବ ରଯପରି ତୁ ମ ପାଖ୍କୁ ଆସି , ତୁ ମକୁ ରେଖ୍, ତୁ ମ
କର୍ାବାତଥା ଶୁଣି ପ୍ରରତୟକର ଆଖ୍, କାନ/ମନ, ପ୍ରାଣ-ଅନୁ ବାହିନୀ ଆଗ୍ରହ ରନଇ ମୁଗ୍ଧ ରହାଇଯାଏ, ତୁ ମ ସାନ୍ନିଧରର ରସ
ସ୍ଵଗଥସଖ୍
ୁ ଉପରଭାଗ କରର, ଏପରି ରହରଲ ଯାଇ ିଁ ନିଶା ଜମି ଯାଏ । (Ref.11 – ଆ. ପ୍ର, ( ୧ମ ଖ୍ଣ୍ଡ), ପୃ-
୨୫୩- ୨୫୪)

(13) ପାରି ବାରି କ ଯାଜନ ଅତୟନ୍ତ େରକାର I (Ref.12 &13 – ଆ.ପ୍ର. (୧୪ ଖ୍ଣ୍ଡ- ୧୪.୧୦.୧୯୪୮)

(D) ଯାଜନର ଉପକାରତା


ହୀରାଲାଲ୍ େକ୍ରବତ୍ତ୍ି କିପରି ଯାଜନ ଫଳରର ରରାଗମୁକ୍ତ ରହରଲ ତାହା ବଣିତ I (Ref.14 - ଆବିଭାଥ ବ- ୨୦୧୪)

(E) ପୁଜୟପାଦ ବାବାଇଦାଦାଙ୍କ ସୁଧାସଜଜନା ଭାଷଣରର ଯାଜନ କପର କରବା ଅଛI (MP3)

ରଦବଦତ୍ତ ଦାସ
References

Ref-1

Ref-2
Ref-3

Ref-4
Ref-5
Ref-6
Ref-7
Ref-8
Ref-9
Ref-10

Ref-11
Ref-12

Ref-13
Ref-14

You might also like