You are on page 1of 2

ଇଷ୍ଟ ପ୍ରତିଷ୍ାଠ ରେ ଅସତ ନିରୋଧେ ଆବଶ୍ୟକତା

ଅସତ ମାନେ ଯାହା ସତ୍ତା ବିନରାଧୀ ଓ ଇଷ୍ଟଙ୍କ େିନଦେଶତ


ି ପଥରୁ ଆମକୁ ବଂଚିତ କନର |
ଅସତନର ଆସକ୍ତି ନହତୁ ଭୟ , ନଶାକ ଓ ଦୁ ୁଃଖ ଆନସ | (ସତୟାେୁ ସରଣ)

ଅସତକୁ େିନରାଧ କରି ବା ଅଥେ ଯାହା ଇଷ୍ଟ ବିନରାଧୀ ଓ ସତ୍ତା ବିନରାଧୀ ତାହାକୁ ଶ୍ରୀ ଶ୍ରୀ ଠାକୁରଙ୍କ
େିନଦେଶତ
ି ପଥ ଅେୁ ସାନର କରି ବାକୁ ହୁ ଏ |

ସତ୍ତା ସଚ୍ଚିଦାେନ୍ଦମୟ -

ଅସତ େିନରାଧ ସ୍ୱତୁଃହି ,


ସଚ୍ଚିଦାେନ୍ଦର ପରି ନପାଷକ ଯାହା ତାହା ହି ିଁଧମେ .... (ଶ୍ରୀ ଶ୍ରୀ ଠାକୁର ପୁଣୟନପାଥ ି)

ଶ୍ରୀ ଶ୍ରୀ ଠାକୁର ସତୟାେୁ ସରଣନର ନେଖ ିଛନ୍ତି - ତୁ ନମ ସତୟନର ଅବସ୍ଥାେ କର, ଅେୟାୟକୁ ସହୟ
କରି ବାକୁ ନଚଷ୍ଟା କର, ପ୍ରତିନରାଧ କର ୋହି, ିଁ ଶିଘ୍ରହି ିଁ ପରମ ମଙ୍ଗଳର ଅଧ ିକାରୀ ନହବ | ଏହାର
ଅଥେ େୁ ନହ ିଁନଯ ଶ୍ରୀ ଶ୍ରୀ ଠାକୁର ଅସତକୁ େିନରାଧ କରି ବା ମୋ କରି ଛନ୍ତି |
ଅସତକୁ ଯଦି ଆନମ େିନରାଧ େକରୁ ନତନବ ଅସ୍ତି ତ୍ଵଧମେୀ ଆନମ ଅେସ୍ତି ତ୍ଵ ଗଭେନର ବିେୀେ
ନହାଇଯି ବୁ | ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାଣୀ Resist no evil କୁ ବୟାଖୟା କରି ବାକୁ ଯାଇ ଶ୍ରୀ ଶ୍ରୀ
ଠାକୁର ପରି ସ୍କାର ଭାନବ କହିଛନ୍ତି ଏହା Resist , no,evil ଅଥୋତ େିନରାଧ କର ଅସତର ଅସ୍ତି ତ୍ ବ
ରହିବ ୋହି ିଁ| ମହାପୁରୁଷ ମାନେ ନକବଳ ମଣିଷ େୁ ନହ ିଁ,ନଯ ନକୌଣସି ସାମାେୟ ତମ ପ୍ରାଣୀପାଇ ିଁ
ଚରମ ତୟାଗ ପରି ବାକୁ ପ୍ରସ୍ତୁ ତ | କିନ୍ତୁ ନସମାେଙ୍କର ନସହି - "ନହବାକୁ ଦିଅ , ବାଧା ଦିଅ ୋହି"ିଁ
ଉକ୍ତି କୁ ସମଥେେ କରି ଯଦି ଆନମ ଯଦି ହାତ ଜାକି ବସି ଯାଉ, ନସମାେଙ୍କର ଆନଦଶ ପାଳେର
ଦ୍ୱାହି ନଦଇ ନସମାେଙ୍କର ଜୀବେରକ୍ଷା ପାଇ ିଁ ଯତ୍ନବାେ େ ନହଉ ନତନବ ତାହାହି ିଁ ନହବ ଗୁରୁ
ଆେୁ ଗତୟ ୋମନର ପରମ ଭାଣ୍ଡାମି | (ଆନୋଚୋ ପ୍ରସନଙ୍ଗ- ୨ ୟ ଖଣ୍ଡ ପୃ - ୫୭- ୫୯)

ନଯଉଠିିଁ ନକହି ପ୍ରି ୟଙ୍କ ପ୍ରତି ନଦାଷାନରାପର ଉତ୍ତର ନଦଇପାନରୋ, ଜୟନର େିନରାଧ କରି
ପାନରୋ - ଶ୍ରଦ୍ଧାଵେତ କରି , - ସ୍ୱତୁଃସଂନବଗନର , ନସଠାନର ପ୍ରାୟଶୁଃ ବୁ ଝବ ି ାକୁ ନହବ - ପ୍ରୀତି
ସାେୁ କଂପୀ େୁ ନହ ିଁ , ସମୀକ୍ଷାପୁଣେ ନସବା ବି ୋହି ିଁ ନସଠାନର ,- ଅଛି ସ୍ୱାଥେ -ସନ୍ଧିକ୍ଷ ୁ ପ୍ରବୃ ତ୍ତି-
ରଂଜୋର ନଗାଟାଏ ଆନବଗି ଆଗ୍ରହ - ଯହିନର ିଁ ଉତ୍କଷେ ବିକଳ ନହାଇ ହି ିଁ ଚାେି ଥାଏ ଇତୁଃସ୍ତତ
ହଇରାଣିନର; ଅେୁ ସନ୍ଧାେ ପୂବକ େ େିଜକୁ ଠିକ କର- ଯଦ୍ୱାରା ଅକପଟ ନହାଇ ଉନଠ ତୁ ମର
ଅେୁ ରାଗ - ସମୀକ୍ଷାନର - ନସୌଜେୟନର - ନସବାନର- ଭାଗୟ ତୁ ମକୁ ଆମନ୍ତ୍ରଣ କରି ବ | (ସମ୍ବି ତୀ-
୭୩)
ପୁଣି ଶ୍ରୀ ଶ୍ରୀ ଠାକୁର କହିଛନ୍ତି - ସାବଧାେ ରୁହ ନସମାେଙ୍କର େିକଟରୁ , ନସମାନେ ତୁ ମର ସତ୍ତାକୁ
ନଚାଟ ମାରି ବିଷାକ୍ତ କରି ବାକୁ ଚାହାନ୍ତି ; ତୁ ନମ ଯଦି ତାକୁ େିନରାଧ େ କର , ତା' େିକଟରୁ ଅେୟକୁ
ମଧ୍ୟ େିଋଦ୍ଧ େ କରି ନତାଳ , ଆଉ , େିଜକୁ ବି ବିଚ୍ଛନ୍ନ
ି େକର - ବୁ ଝେି ିଅ- ନସୈତାେ ନୋେୁ ପ ଦୃ ଷ୍ଟିନର
ହି ିଁଅନପକ୍ଷା କରୁଛି , ଅବଦଳେ େିକଟନର ତୁ ମର (ଜୀବେ ଦୀପ୍ତି - ୧ ମ ଖଣ୍ଡ ପୃ- ୨୮-୨୯)
ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାନର - ସବୁ ଠାରୁ ନବଶୀ କରି ଶିକ୍ଷା ନଦବାକୁ ହୁ ଏ - ଅେୟାୟକୁ ଦୃ ଢତାର
ସହିତ ମୁକାବିୋ କରି ବାର ବୁ ଦ୍ଧିର । େିଭିକତା ନଗାଟାଏ ବଡ଼କଥା । ତା'ନବାେି ମ ିଁୁ ଅଵିନଵକୀତାକୁ
ସମଥେେ କନର ୋହି ିଁ । ତୁ ନମ ତୁ ନମ ସବୁ େିନଜ ମଧ୍ୟ ନକଉଠାନର ିଁ ନହନେ principle
ନ ାରସନକ କରି (ଆଦଶେକୁ ବିସଜେେ ନଦଇ ) compromise (ଆନପାଷର ା) କରି ଚଳିବ
ୋହି ିଁ , ଅେୟ କାହାକୁ ମଧ୍ୟ ନସପରି ଚଳିବାକୁ ନଦବୋହି ିଁ । ଅଧ ିକାଂଶ ନୋକଙ୍କୁ ନଦଖ ିନେ
ମନେହୁ ଏ ନସମାନେ ଭୀରୁ , କାପୁରୁଷ , ଛାତିନର ବଳ ୋହି ିଁ | ଏହା ନଗାଟାଏ ଜାତିର moral
imbecility (ନେୈତିକ ପଙ୍ଗୁ ତା) ର ପରି ଚାୟକ । ନତଣୁ ଅେୟାୟ ଯାହା ଦୁ ବଳ େ ତା ବଶତୁଃ ତାକୁ
କଦାପି ପ୍ରଶୟ ନଦବ ୋହି ିଁ , ପ୍ରଶୟ ନଦନେ କିନ୍ତୁ ଆପଣଂକୁ ହି ିଁ ତାହା ଗ୍ରାସ କରି ବସି ବ ।
(ଆନୋଚୋ ପ୍ରସନଙ୍ଗ- ୩ ୟ ଖଣ୍ଡ ପୃ - ୨୪୧-୨୪୨)

ନୋକ େିନ୍ଦା ଭୟନର ତୁ ନମ ଯଦି ଅସତ ବା ଅେୟାୟକୁ ପ୍ରତିନରାଧ େ କର ନସଟା ତୁ ମର କ୍ଳୀବତ୍ଵ


। ତା' ମାନେ ତୁ ମର ଓ ସମସ୍ତଙ୍କର ୋଂଛିତ ନହବାର ପଥ ପ୍ରସ୍ତୁ ତ କରି ରଖ ିେ ତୁ ନମ ।
(ଆନୋଚୋ ପ୍ରସନଙ୍ଗ- ୩ ୟ ଖଣ୍ଡ ପୃ - ୧୬୯-୧୭୦)

ଆନମ କିପରି ଅସତ େିନରାଧ କରି ବା ତାହା ଉପନର ଶ୍ରୀ ଶ୍ରୀ ଠାକୁର କହୁ ଛନ୍ତି - " ଅେୟାୟକୁ
େିନରାଧ କରି ବାକୁ ଗନେବି ତାର େୀତି ଅଛି । ନଯ ନଯନତ ବିନରାଧ େ କରି େିନରାଧ କନର ତାର
େିନରାଧ ନତନତ ମି ଠା । ଆଉ ନଯ ନଯନତ ବିନରାଧ କନର ତାର େିନରାଧ ନତନତ ଖଟା । ଏହା
ବୁ ଝି ଯା' କରି ବା ଦରକାର ତା' କରି ବାକୁ ନହବ । ପୁଣି , କରୁ କରୁ ନବାଧବି ବଢ଼ିଯିବ (ଦୀପରକ୍ଷୀ
- ୧ ମ ଖଣ୍ଡ ପୃ-୨୭)

େିଜର ଅଧମେ ଓ ଅେୟାୟକୁ େିନଜ ଶାସେ କରି ବୁ ୋହି ିଁ , ତା'କୁ ଦୁ ଧ କଦଳୀ ନଦଇ ନପାଷି ରଖ ିବୁ
ଅଥଚ ଅେୟର ଅଧମେ ଓ ଅେୟାୟ ନଦଖ ିନେ ଖଡ୍ଗ ହସ୍ତ ନହାଇ ଉଠିବୁ ତାହା କିନ୍ତୁ ଚଳିବ ୋହି ିଁ ।
ତଦ୍ୱାରା ମଣିଷ ସୁଧର ୁ ି ବ ୋହି ିଁ । ନଯ େିଜକୁ ଶାସି ତ ଓ ସଂଯତ କରି ପାରି ବ ୋହି ିଁ , ନସ ଅେୟକୁ
ଶାସେ କରି ବ ବା କିପରି ? ଆଉ ସଂଯତ କରି ବା ବା କିପରି ? ଆତ୍ମଶାସେ ଆତ୍ମେିୟନ୍ତ୍ରଣର
ଅଭୟାସ ଓ ଅଭି ଜ୍ଞତା ନଯଉମାେଙ୍କର ିଁ ଅଛି , ନସଇମାନେହି ଅେୟକୁ
ିଁ ଶାସେ ଓ େିୟନ୍ତ୍ରଣ କରି ବାକୁ
କ୍ଷମ ହୁ ଅନ୍ତି । ଅସତକୁ େିନରାଧ କରି ବାର ନଗାନଟ ରୀତି ଅଛି , ନସ ରୀତି ଆୟତ୍ତ ହୁ ଏୋ , ଯଦି
େିଜ ଭି ତରର ଅସତ ଯାହା କିଛି ଅଛି ତାହା େିନରାଧ େ କରାଯାଏ । ଆଉ ପ୍ରନତୟନକ ନମା ପରି
େୁ ହନ୍ତି , ପ୍ରନତୟନକହି ବି
ିଁ ଶଷ୍ଟ
ି । ନତଣୁ ଅେୟର ଅସତକୁ େିନରାଧ କରି ବାକୁ ନହବ ତା'ର ନବୈଶଷ୍ଟ ି ୟ
ଅେୁ ଯାୟୀ - ସ୍ଥାେ, କାଳ, ପାତ୍ର ଓ ଅବସ୍ଥାର ସମୟକ ବିନବଚୋ ପୂବକ େ । (ଆନୋଚୋ ପ୍ରସନଙ୍ଗ-
୩ ୟ ଖଣ୍ଡ ପୃ - ୧୩୯-୧୪୦)

-------

You might also like