You are on page 1of 2

ପ୍ରଶ୍ନୋତ୍ତର ପ୍ରତିଯୋଗୀତା

ତା: ୨୫.୦୧.୨୦୨୩

1. ମା ‘ର ପ୍ରଥମ କ୍ଷୀରକୁ କଣ କୁ ହାଯାଏ ?


ଉତ୍ତର:

2. କେବଳ ମା କ୍ଷୀର କେତେ ମାସ ପର୍ଯ୍ୟନ୍ତ ଦେବା ଉଚିତ ?


ଉତ୍ତର:

3. ଶିଶୁକୁ କେତେ ବର୍ଷ ପର୍ଯ୍ୟନ୍ତ ମା କ୍ଷୀର ଦେବା ଉଚିତ ?


ଉତ୍ତର:

4. ମମତା ଯୋଜନାରେ ଗର୍ଭବତୀ ମାଙ୍କୁ କେତେ ତାଙ୍କ ଓ କେତେ ଥର ଦିଆଯାଏ ?


ଉତ୍ତର:

5. ଶିଶୁକୁ କେତେ ମାସ ହେଲେ ବାହାରିଆ ଖାଦ୍ଯ ଦିଆଯାଏ ?


ଉତ୍ତର:

6. କେଉଁ ଧାତୁ ସାର ଅଭାବରେ ରକ୍ତହୀନତା ହୋଇଥାଏ ?


ଉତ୍ତର:

7. ଗର୍ଭବତୀ ମା ଗର୍ଭ ସମୟରେ କେତେ ଆୟରନ ବଟିକା ଖାଇବା ଉଚିତ ?


ଉତ୍ତର:

8. କେଉଁ ସବୁ ଜ ସାଗରେ ପ୍ରଚୁର ପରିମାଣରେ ଆୟରନ ଥାଏ ?


ଉତ୍ତର:

9. ଜନ୍ମ ହେଲାପରେ ପ୍ରଥମେ କେଉଁ ଟୀକା ଦିଆଯାଏ ?


ଉତ୍ତର:

10. ଗର୍ଭାବସ୍ଥା ସମୟରେ କେଉଁ ଟୀକା ଓ କେତୋଟି ଦିଆଯାଏ ?


ଉତ୍ତର:

You might also like