You are on page 1of 14

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ (FAQs)

୧) ଯଯାଜନାର ଲକ୍ଷ୍ୟ କ’ଣ ?

ଗ୍ରାମାଞ୍ଚଳରେ ବସବାସ କେୁଥିବା ଗେିବ ଓ ନିମନ ମଧ୍ୟବିତ୍ତ ପେିବାେଙ୍କ ଆଶା ଆକାାଂକ୍ଷା ପୂେଣ
ପାଇଁ ଗୃହ ଋଣ ଜେିଆରେ ରସମାନଙ୍କେ ନୂ ତନ ଗୃହ ନିମମାଣ ତଥା ଗୃହେ ଉନ୍ନତିକେଣ/
ସମ୍ପୂର୍ଣ୍ମକେଣ/ ସମ୍ପ୍ରସାେଣ କେିବା ଏହି ର ାଜନାେ ଲକ୍ଷୟ ।

୨) ନୂତନ ଗୃ ହ ନିର୍ମାଣ କହିଯଲ କ’ଣ ବୁ ଝାଏ?

ି ପକ୍କାଘେ ନିମମାଣକୁ ବୁ ଝାଇଥାଏ ।


ନୂ ତନ ଗୃହ ନିମମାଣ କହିରଲ କାଂକ୍ରିଟ ଛାତ ବିଶଷ୍ଟ

୩) ଗୃ ହ ସମ୍ପ୍ରସାରଣ କହିଯଲ କ’ଣ ବୁ ଝାଏ?

ଗୃହ ସମ୍ପ୍ରସାେଣ କହିରଲ ବତ୍ତମମାନେ ଘେ ସହିତ ଅତିେକ୍ତ


ି କାଂକ୍ରିଟ ଛାତ ବିଶଷ୍ଟ
ି ପକ୍କାଘେ
ନିମମାଣକୁ ବୁ ଝାଇଥାଏ ।

୪) ଗୃ ହ ସମ୍ପର୍ଣ୍
ୂ ମକରଣ କହିଯଲ କ’ଣ ବୁ ଝାଏ?

ଦି ପୂବମେୁ ଘେ ତିଆେି ଆେମ୍ଭ କେି ରଶଷ ରହାଇନଥାଏ, ରସହି ଘରେ କାଂକ୍ରିଟ ଛାତ ପକାଇ,
ଝେକା, କବାଟ , ଚଟାଣ, ପଲସ୍ତୋ ଓ େଙ୍ଗ ଲଗାଇବା ଇତୟାଦି କା ମୟ ରଶଷ କେି
ବାରସାପର ାଗୀ କେିବାକୁ ଗୃହ ସମ୍ପୂର୍ଣ୍ମକେଣ ବୁ ଝାଇଥାଏ ।

୫) ଗୃ ହ ଉନ୍ନତିକରଣ କହିଯଲ କ’ଣ ବୁ ଝାଏ?

ଦି ନିଜେ ଘେ କାଂକ୍ରିଟ ଛାତ ବିଶଷ୍ଟ


ି ରହାଇନଥାଏ, ଏହାକୁ କାଂକ୍ରିଟ ଛାତ ବିଶଷ୍ଟ
ି କେି ଛାତ
ପେିବତ୍ତମନ ଜନିତ ଆନୁ ସଙ୍ଗି କ ମୋମତି କେିବା ।
୬) ଯକଉଁ ପରିବାରର୍ାଯନ ଏଥିଯର ଉପକୃ ତ ଯହବା ପାଇଁ ଯଯାଗୟ ବିଯବଚିତ ଅଟନ୍ତି ?

• କଚ୍ଚା ଘରେ ବା ରଗାଟିଏ ବଖୋ ଛାତ ଘରେ େହୁ ଥିବା ପେିବାେ ।


• ଗୃହ ନିମମାଣ ର ାଜନାରେ ସହାୟତା ପାଇ ନଥିବା ବା ୭୦ ହଜାେ ଟଙ୍କାେୁ କମ ସହାୟତା
ପାଇଥିବା ପେିବାେ।
• ମାସିକ ୨୫ ହଜାେ ଟଙ୍କାେୁ କମ ଆୟ କେୁଥିବା ପେିବାେ।
• ବୟକ୍ତିଗତ ବୟବହାେ ପାଇଁ ଚାେି ଚକିଆ ରମାଟେ ଗାଡ଼ି େଖି ନଥିବା ପେିବାେ।
• ରକୌଣସି ସେକାେୀ / ସେକାେୀ ଉରଦୟାଗରେ ନିୟମିତ କିମବା ରପନସନ୍ ର ାଗୀ କମମଚାେୀ
ନଥିବା ପେିବାେ।
• ପାଞ୍ଚ ଏକେ ଜଳରସଚିତ କିମବା ପନ୍ଦେ ଏକେ ଅଣ ଜଳରସଚିତ ଜମିେୁ କମ ଜମି ଥିବା ପେିବାେ I

୭) ଏହି ଯଯାଜନାଯର ପରିବାର କହିଯଲ କ’ଣ ବୁ ଝାଏ?

ଏହି ର ାଜନାରେ ପେିବାେ କହିରଲ ସ୍ଵାମୀ , ସ୍ତ୍ରୀ ଏବାଂ ରସମାନଙ୍କ ଉପରେ ନି ମେଶୀଳ
ସଦସୟମାନଙ୍କୁ ବୁ ଝାଏ ।

୮) ଏହି ଯଯାଜନାଯର ପକ୍କା ଘର କହିଯଲ କ’ଣ ବୁ ଝାଏ?


ପକ୍କାଘେ ପାଇଁ କାନ୍ଥ ଓ ଛାତ ପକ୍କା ରହବା ଆବଶୟକ ।
• କାନ୍ଥ- ଇଟା , ପଥେ ଇତୟାଦିରେ ତିଆେି ରହାଇ ସିରମଣ୍ଟ ର ାରଡ଼ଇ ରହବା ।
• ଛାତ- ସିରମଣ୍ଟ କାଂକ୍ରିଟ ଛାତ ।
୯) ପବ
ୂ ମରୁ ଗୃ ହ ର୍ଞ୍ଜୁର ଯହାଇଥିଯଲ ଏହି ଯଯାଜନାଯର ଋଣ ର୍ିଳଥ
ି ାଏ କି?

ି ାେିବ । କିନ୍ତୁ ପୂବମେୁ ୭୦


ପୂବମେୁ ଗୃହ ମଞ୍ଜୁେ ରହାଇଥିରଲ ମଧ୍ୟ ଏହି ର ାଜନାରେ ଋଣ ମିଳପ
ହଜାେ ଟଙ୍କା ବା ତହିଁେୁ ଅଧିକ ଅଥମ ୋଶିେ ଗୃହ ମଞ୍ଜୁେ ରହାଇ ସହାୟତା ୋଶି ପାଇଥିବା
ି ା ମିଳି ନ ଥାଏ । (ପେିବାେେ ସାଂଜ୍ଞା ପ୍ରଶନ ୭ ରେ ଉରେଖ
ପେିବାେଙ୍କୁ ଏହି ସୁବଧ
କୋ ାଇଛି । )
୧୦) ନିଜର ପକ୍କାଘର ଥିଯଲ ଋଣ ସହାୟତା ର୍ିଳଥ
ି ାଏ କି?

ଆରବଦନକାେୀଙ୍କେ ୧ େୁ ଅଧିକ କାଂକ୍ରିଟ ଛାତ ବିଶଷ୍ଟ


ି ରକାଠେୀ ନଥିରଲ, ଏହି ର ାଜନାରେ
ଋଣ ସହାୟତା ପାଇପାେିରବ ।

୧୧) ଚାରି ଚକିଆ ଗାଡ଼ି ଥିଯଲ ଏହି ଯଯାଜନାଯର ଋଣ ର୍ିଳପ


ି ାଯର କି?

ଆରବଦନକାେୀଙ୍କେ ଚାେି ଚକିଆ ଗାଡ଼ି ଥାଇ ଦି ରସ ଏହାକୁ ରକୌଣସି ବୟବସାୟିକ ିତ୍ତରି େ


ବୟବହାେ କେୁଥାନ୍ତି, ରସ ଋଣ ପାଇବାକୁ ର ାଗୟ ଅଟନ୍ତି । ଦି ଚାେି ଚକିଆ ଗାଡ଼ିକୁ ନିଜସ୍ଵ
ଅଥବା ପେିବାେ ପାଇଁ ବୟବହାେ କେୁଥାନ୍ତି , ରତରବ ରସ ଋଣ ପାଇ ପାେିରବ ନାହିଁ ।

୧୨) ଯକଯତ ଜର୍ିଥିଯଲ ଆଯବଦନକାରୀଙ୍କୁ ଋଣ ର୍ିଳଥ


ି ାଏ ?

ଆରବଦନକାେୀ ପେିବାେଙ୍କେ ୫ ଏକେେୁ କମ ଜଳରସଚିତ ଜମି କିମବା ୧୫ ଏକେେୁ କମ ଅଣ-


ି ାେିବ ।
ଜଳରସଚିତ ଜମି ଥିରଲ ଋଣ ମିଳପ

୧୩) ପୂବମରୁ ଅନୟ ଯକୌଣସି ଋଣ ଯନଇଥିଯଲ ଏହି ଯଯାଜନାଯର ଗୃ ହ ଋଣ ର୍ିଳପ


ି ାଯର କି?

ବୟାଙ୍କେୁ ଅନୟ ରକୌଣସି ଋଣ ପୂବମେୁ ରନଇ ଗତ ୯୦ ଦିନ ମଧ୍ୟରେ ରସହି ଋଣେ ମୂଳ କିମବା ସୁଧ
ବାବଦକୁ ରକୌଣସି ଅଥମ ପେିରଶାଧ କେି ନଥିରଲ ଏହି ର ାଜନାରେ ଋଣ ମିଳି ନଥାଏ ।

୧୪) ଏହି ଯଯାଜନାଯର କ’ଣ ସୁବଧ


ି ା ର୍ିଳଥ
ି ାଏ?

• ଗୃହ ନିମମାଣ/ ଉନ୍ନତିକେଣ/ ସମ୍ପୂର୍ଣ୍ମକେଣ/ ସମ୍ପ୍ରସାେଣ ପାଇଁ ବୟାଙ୍କ ଜେିଆରେ ଋଣ ପ୍ରଦାନ


କୋ ାଇଥାଏ ।
• ସେକାେ ଋଣ ମଞ୍ଜୁେ ପ୍ରକ୍ରିୟାକୁ ସେଳୀକେଣ କେି, ସମସ୍ତ ପ ୟମ ାୟରେ ଆରବଦନକାେୀଙ୍କୁ
ସହାୟତା ପ୍ରଦାନ କେନ୍ତି ।
• ଋଣ ାେ ଲାଘବ କେିବା ପାଇଁ ୋଜୟ ସେକାେ ଋଣେ ମୂଳଧନ ବାବଦକୁ ସବସିଡି ପ୍ରଦାନ
କେନ୍ତି ।
• ଅନୁ ସୂଚତ
ି ଜାତି / ଜନଜାତି / ିନ୍ନକ୍ଷମ ମୁଖୟ ଥିବା ପେିବାେଙ୍କୁ ଅତିେକ୍ତ
ି ସବସିଡି ପ୍ରଦାନେ
ବୟବସ୍ଥା ଅଛି ।

୧୫) ଏହି ଯଯାଜନାଯର ଯକଯତ ପ୍ରକାରର ଋଣ ର୍ିଳଥ


ି ାଏ?

ଏହି ର ାଜନାରେ ଚାେି ପ୍ରକାେେ ଥା ୧ ଲକ୍ଷ , ୧.୫ ଲକ୍ଷ, ୨ ଲକ୍ଷ ଏବାଂ ୩ ଲକ୍ଷ ଟଙ୍କାେ
ି ାଏ ।
ଋଣ ମିଳଥ

୧୬) ସରକାରଙ୍କ ତରଫରୁ ଯକଯତ ସବସିଡ଼ି ଦିଆଯାଇଥାଏ ?

ସେକାେଙ୍କ ତେଫେୁ ବି ିନ୍ନ ପ୍ରକାେ ଋଣ ଉପରେ ନିମନମରତ ସବସିଡ଼ି ୋଶି ପ୍ରଦାନ


କୋ ାଇଥାଏ ।

ସବସିଡ଼ି (ଟଙ୍କାଯର )
କ୍ରର୍ିକ ଋଣ ପରିର୍ାଣ ଅନୁ ସଚ
ୂ ତ
ି ଜାତି / ଜନଜାତି /
ସଂଖ୍ୟା (ଟଙ୍କାଯର ) ସାଧାରଣ ବଗମ ଭିନ୍ନକ୍ଷ୍ର୍ ର୍ୁଖ୍ୟ ଥିବା
ପରିବାର
୧ ୧ ଲକ୍ଷ ୩୦.୦୦୦ ୪୦,୦୦୦
୨ ୧.୫ ଲକ୍ଷ ୪୫,୦୦୦ ୫୫,୦୦୦
୩ ୨ ଲକ୍ଷ ୬୦,୦୦୦ ୭୦,୦୦୦
୪ ୩ ଲକ୍ଷ ୬୦,୦୦୦ ୭୦,୦୦୦

୧୭) ଅନୁ ସୂଚତ


ି ଜାତି/ ଜନଜାତି / ଭିନ୍ନକ୍ଷ୍ର୍ ର୍ୁଖ୍ୟ ପରିବାରଙ୍କ ପାଇଁ ସ୍ଵତନ୍ତ୍ର ରିହାତି ବୟବସ୍ଥା ଅଛି କି?

ଅନୁ ସୂଚତ
ି ଜାତି, ଜନଜାତି ଓ ିନ୍ନକ୍ଷମ ମୁଖୟ ଥିବା ପେିବାେଙ୍କ ପାଇଁ ,ସେକାେଙ୍କ ତେଫେୁ
ି ସବସିଡି ୋଶି ପ୍ରଦାନ କୋ ାଇଥାଏ ।
ପ୍ରଶନ ନାଂ ୧୬ ରେ ଉରେଖ ଥିବା ଅତିେକ୍ତ
୧୮) ପ୍ରସ୍ତାବିତ ଜାଗାର ର୍ାଲି କାନା ନିଜ ନାର୍ଯର ନଥିଯଲ କିପରି ଋଣ ର୍ିଳଥ
ି ାଏ ?

ଦି ନିଜ ନାମରେ ଜାଗା ରେକଡମ ୁ କ୍ତ ନଥାଏ, ଦାଖଲ ଖାେଜ (ମୁୟରଟସନ) ଜେିଆରେ
ଜମିଜମା ସତ୍ତ୍ଵେ ମାଲିକାନାକୁ ନିଜ ନାମକୁ ଆଣିବାକୁ ପଡିଥାଏ । ପ୍ରସ୍ତାବିତ ଜାଗା ଅନୟ
ଅାଂଶୀଦାେଙ୍କ ନାମରେ ରେକଡମ ୁ କ୍ତ ଥିରଲ, ଅନୟ ଅାଂଶୀଦାେମାରନ ଏଥିରେ ସହ-
ଋଣଗ୍ରହୀତା ରହବାପାଇଁ ସମ୍ପତ୍ତି ପ୍ରଦାନ କେିବା ଆବଶୟକ ।

୧୯) ସବମାଧିକ ଯକଯତଜଣ ସହ- ଋଣଗ୍ରହୀତା ଯହାଇପାରିଯବ?

ଆରବଦନକାେୀଙ୍କ ବୟତୀତ ସବମାଧିକ ୩ ଜଣ ସହ- ଋଣଗ୍ରହୀତା ରହାଇପାେିରବ ।

୨୦) ବାପାଙ୍କ ନାର୍ଯର ଜର୍ି ଥିଯଲ, ଋଣ ର୍ିଳଥ


ି ାଏ କି?

ଦି ବାପା ଜୀବିତ ଥାଆନ୍ତି ଓ ସହ- ଋଣଗ୍ରହୀତା ପାଇଁ ସମ୍ମତି ପ୍ରଦାନ କେନ୍ତି, ରତରବ
ଆରବଦନକାେୀଙ୍କୁ ଋଣ ମିଳି ପାେିବ ।

୨୧) ପ୍ରସ୍ତାବିତ ଗୃ ହର ଜର୍ି ଘରବାଡ଼ି କିସର୍ର ଯହବା ଆବଶ୍ୟକ କି?

ର ଉଁ ଜମି ଉପରେ ଘେ ତିଆେି ହୁ ଏ, ତାହା ସ୍ଥିତବ


ି ାନ ସତ୍ତ୍ଵରେ େହି ଘେବାଡ଼ି କିସମ ରହବା
ଆବଶୟକ । ଅନୟ କିସମେ ଜମି ରହାଇଥିରଲ ଏହାକୁ ତହସିଲ କା ମୟାଳୟରେ ଘେବାଡ଼ି
କିସମକୁ ପେିବତ୍ତମନ ପାଇଁ ଆରବଦନ କୋ ାଇଥାଏ ।

୨୨) ଗୃ ହ ତିଆରିର ଯକୌଣସି ନିର୍ଦ୍ଦଷ୍ଟ


ି ଡିଜାଇନ / ନକ୍ସା ଅଛି କି?

ଆରବଦନକାେୀ ନିଜ ପସନ୍ଦ ମୁତାବକ ଘେେ ଡିଜାଇନ ପ୍ରସ୍ତୁ ତ କେିରବ । ଡିଜାଇନ ପ୍ରସ୍ତୁ ତ ି
ରେ ଆରବଦନକାେୀଙ୍କୁ ସରଚତନ କେିବା ପାଇଁ ସେକାେ ବି ିନ୍ନ ବନୟା, ବାତୟା ପ୍ରତିରୋଧକ
ଘେେ ଡିଜାଇନ ପ୍ରସ୍ତୁ ତ କେି ସବମସାଧାେଣଙ୍କ ଅବଗତି ନିମରନ୍ତ RH ରପାଟମାଲରେ ପ୍ରଦଶମନ
କେିଛନ୍ତି ।
୨୩) ପ୍ରକଳ୍ପର ନକ୍ସା ଏବଂ ଅଟକଳ କିଏ ପ୍ରସ୍ତୁତ କରିଥାଆନ୍ତି ?

ବଲକରେ ସମ୍ପୃକ୍ତ ପଞ୍ଚାୟତ ପାଇଁ କା ମୟେତ ସହକାେୀ ନ୍ତ୍ରୀ / କନିଷ୍ଠ ନ୍ତ୍ରୀ


ଆରବଦନକାେୀଙ୍କ ଆବଶୟକ ମୁତାବକ ପ୍ରକଳ୍ପେ ନକ୍ସା ଓ ଅଟକଳ ବିନା ମୂଲୟରେ ପ୍ରସ୍ତୁ ତ
କେିଥାନ୍ତି । ଆରବଦନକାେୀ ଇଚ୍ଛା କରଲ ଅନୟ ର ାଗୟ ବୟକ୍ତିଙ୍କ ଠାେୁ ମଧ୍ୟ ନକ୍ସା ଓ
ଅଟକଳ ପ୍ରସ୍ତୁ ତ କୋଇ ପାେିରବ ।

୨୪) ପ୍ରକଳ୍ପର ନକ୍ସା ଏବଂ ଅଟକଳକୁ କିଏ ଅନୁ ଯର୍ାଦନ କରନ୍ତି ?

ଏହି ନକ୍ସା ଏବାଂ ଅଟକଳକୁ ସମ୍ପୃକ୍ତ ବଲକେ ରଗାଷ୍ଠୀ ଉନ୍ନୟନ ଅଧିକାେୀ / ସହକାେୀ ନିବମାହୀ
ନ୍ତ୍ରୀ ଅନୁ ରମାଦନ କେିଥାନ୍ତି । ଅନୁ ରମାଦନ ପରେ ଏହାକୁ ବଲକ କମମଚାେୀ ରେବ ସାଇଟରେ
ଅପରଲାଡ କେିଥାଆନ୍ତି ।

୨୫) ଋଣ ଆଯବଦନକାରୀ ଆୟ ପ୍ରର୍ାଣପତ୍ର ଯକଉଁଠାରୁ ପାଇଥାଆନ୍ତି ?


ଆରବଦନକାେୀଙ୍କୁ ତହସିଲଦାେଙ୍କ ଦ୍ଵାୋ ପ୍ରଦତ୍ତ ଆୟ ପ୍ରମାଣପତ୍ର ଦାଖଲ କେିବାକୁ ପଡିଥାଏ
I ରବତନର ାଗୀ କମମଚାେୀଙ୍କ ରକ୍ଷତ୍ରରେ କା ମୟାଳୟେ ମୁଖୟଙ୍କ ଠାେୁ ସାଂଗୃହୀତ ମାସିକ ରବତନ
ବିବେଣୀକୁ ମଧ୍ୟ ଆୟ ପ୍ରମାଣପତ୍ର ାବରେ ଗ୍ରହଣ କୋ ାଇଥାଏ ।

୨୬) ଜାତିଗତ ପ୍ରର୍ାଣପତ୍ର ଓ ଭିନ୍ନକ୍ଷ୍ର୍ ପ୍ରର୍ାଣପତ୍ର ଯକଉଁଠାରୁ ର୍ିଳଥ


ି ାଏ ?
ି ାଏ ।
•ତହସିଲ କା ମୟାଳୟେୁ ଜାତିଗତ ପ୍ରମାଣପତ୍ର ମିଳଥ
ି ା ଅଧିକାେୀ ିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କେିଥାନ୍ତି ।
•ଜିୋ ମୁଖୟ ଚିକତ୍ସ

୨୭) ଋଣ ପାଇବା ପାଇଁ ଆଯବଦନକାରୀଙ୍କୁ ପଞ୍ଜୀକରଣ କରିବାକୁ ପଯଡ କି ?

ଆରବଦନକାେୀଙ୍କୁ https://rhodisha.gov.in/moghara କୁ ାଇ ସବମ ପ୍ରଥରମ


ନିଜେ ନାମ କୁ ପଞ୍ଜୀକେଣ କେିବାକୁ ପଡିଥାଏ । ପଞ୍ଜୀକେଣ ସମୟ ରେ ତାଙ୍କେ
ରମାବାଇଲ ନମବେକୁ OTP ଆସିଥାଏ, ାହାକୁ ରପାଟମାଲରେ ଉରେଖ କେିବା ପରେ
ପଞ୍ଜୀକେଣ ସଫଳ ରହାଇଥାଏ ।
୨୮) ଋଣ ପାଇଁ ଦରଖ୍ାସ୍ତ କିପରି ଓ କାହାକୁ ଦାଖ୍ଲ କରିଯବ ?

ପଞ୍ଜୀକେଣ ପରେ ପୂବମ ପେି https://rhodisha.gov.in/mogharaକୁ ାଇ


ଆରବଦନକାେୀଙ୍କୁ ନିଜେ ଆଧାେ ନମବେ ବା ରମାବାଇଲ କୁ User ID େୂରପ ବୟବହାେ
କେି ଦେଖାସ୍ତ ଫମମ ପୂେଣ କେିବାକୁ ପଡିଥାଏ । ଏହି ଦେଖାସ୍ତ ରପାଟମାଲ ମାଧ୍ୟମରେ ସମ୍ପୃକ୍ତ
ବି.ଡି.ଓ.ଙ୍କେ ହସ୍ତଗତ ରହାଇଥାଏ ଓ ବି.ଡି.ଓ ର ାଗୟ ଆରବଦନକାେୀଙ୍କ ଦେଖାସ୍ତକୁ
ଆରବଦନକାେୀ ମରନାନୟନ କେିଥିବା ବୟାଙ୍କକୁ ପଠାଇ ଥା’ନ୍ତି ।

୨୯) ଆଯବଦନ ପାଇଁ ଯକଉଁ ଯକଉଁ କାଗଜପତ୍ର ଆବଶ୍ୟକ?

ଆରବଦନ ପାଇଁ ନିମଲ


ନ ିଖିତ କାଗଜପତ୍ର ଆବଶୟକ:-
• ପାସରପାଟମ ସାଇଜ଼ ଫରଟା
• ଆଧାେ କାଡମ
• ର ରକୌଣସି ରଗାଟିଏ ପେିଚୟ ପତ୍ର :(ର ାଟେ ଆଈ.ଡି /ପାନ୍ କାଡ଼ମ / ଜବ୍ କାଡମ/
ଡ୍ରାଇ ିାଂ ଲାଇରସନସ )
• ଜମିେ ପଟ୍ଟା
• ଆୟ ପ୍ରମାଣପତ୍ର/ ନି ୁକ୍ତିଦାତାଙ୍କ ଠାେୁ ମାସିକ ରବତନ ବିବେଣୀ
• ଜାତିଗତ ପ୍ରମାଣପତ୍ର (ଅନୁ ସୂଚତ
ି ଜାତି/ ଜନଜାତି ଆରବଦନକାେୀଙ୍କ ନିମରନ୍ତ)
• ିନ୍ନକ୍ଷମ ପ୍ରମାଣପତ୍ର ( ିନ୍ନକ୍ଷମ ଆରବଦନକାେୀଙ୍କ ନିମରନ୍ତ)

୩୦) ଋଣ ର୍ଞ୍ଜୁରୀ ପ୍ରକ୍ରିୟାଯର ବଲକର ଭୂର୍ିକା କ’ଣ ?

ଦେଖାସ୍ତ ପ୍ରାପ୍ତି ପରେ ବଲକ ସ୍ତେରେ ନିମନଲିଖିତ କା ମୟ ସମ୍ପାଦନ କୋ ାଇଥାଏ ।


• ଆରବଦନକାେୀଙ୍କ ନାମରେ ପୂବମେୁ ୭୦ ହଜାେ ଟଙ୍କା ବା ତହିଁେୁ ଅଧିକ ମୂଲୟେ ଗୃହ ମଞ୍ଜୁେ
ରହାଇଛି କି ନାହିଁ ାଞ୍ଚ କେିବା ।
• ଆରବଦନକାେୀଙ୍କ ଗୃହ ପେିଦଶମନ କେି ରସ େହୁ ଥିବା ଘେେ ସ୍ଥିତ ି ଓ ଦେଖାସ୍ତରେ ଉରେଖ
ଥିବା ଅନୟ ତଥୟେ ସତୟାସତୟ ାଞ୍ଚ କେିବା ।
• ଆରବଦନକାେୀଙ୍କ ବତ୍ତମମାନ ଗୃହ ଓ ପ୍ରସ୍ତାବିତ ଜାଗାେ ଜିଓ ଟୟାଗ ଫରଟା ଉଠାଇବା ।
• ବଲକେ ସହକାେୀ ନ୍ତ୍ରୀ /କନିଷ୍ଠ ନ୍ତ୍ରୀ ଆରବଦନକାେୀଙ୍କ ଆବଶୟକ ମୁତାବକ ପ୍ରକଳ୍ପେ ନକ୍ସା ଓ
ଅଟକଳ ପ୍ରସ୍ତୁ ତ କେିବା ।
• ବି.ଡି.ଓ. /ସହ ନିବମାହୀ ଅଧିକାେୀ (AEE) ପ୍ରସ୍ତୁ ତ ନକ୍ସା ଓ ଅଟକଳକୁ ଅନୁ ରମାଦନ କେିବା ।
• ି ୁ ଆରବଦନକାେୀଙ୍କ ମରନାନୀତ ବୟାଙ୍କକୁ ସୁପାେିଶ କେିବା ।
ବି.ଡି.ଓ. ର ାଗୟ ଦେଖାସ୍ତଗୁଡକ
• ପ୍ରଥମ କିସ୍ତି ମଞ୍ଜୁେ ପରେ ପେବତ୍ତମୀ କିସ୍ତିେ ଧା ମୟ ଗୃହ ନିମମାଣ ସ୍ତେକୁ ରମାବାଇଲ ଆପ୍
ଜେିଆରେ ଫରଟା ଉଠାଇବା ।
• ପେବତ୍ତମୀ କିସ୍ତି ପାଇଁ ବୟାଙ୍କକୁ ସୁପାେିଶ କେିବା।
• ଗୃହ ନିମମାଣ ରଶଷ ପରେ ଏହାେ ଫରଟା ଉଠାଇ ଆରବଦନକାେୀଙ୍କ ସବସିଡ଼ି ୋଶି ପାଇଁ
ବୟାଙ୍କକୁ ସୁପାେିଶ କେିବା ।

୩୧) “ଆର୍ ଘର” ଯର୍ାବାଇଲ ଆପ ଜରିଆଯର ନିଜ ଘରର ଫଯଟା କିପରି ଉଠାଯାଏ ?

ପ୍ରଥରମ ଆରବଦନକାେୀଙ୍କୁ “ଆମ ଘେ” ରମାବାଇଲ ଆପକୁ Play store େୁ ନିଜ ରମାବାଇଲ୍
ରେ ଇନଷ୍ଟଲ୍ କେିବାକୁ ହୁ ଏ । ନିଜେ ରମାବାଇଲ/ ଆଧାେ ନମବେକୁ ୟୁ ଜେ ଆଈ. ଡ଼ି େୂରପ
ବୟବହାେ କେି ଲଗ ଇନ୍ କେିବାକୁ ହୁ ଏ ଓ ଗୃହ ନିମମାଣ ସ୍ତେକୁ ଚୟନ କେି ଫରଟା ଉଠାଇବାକୁ
ପଡିଥାଏ । ଆରବଦନକାେୀ ଉଠାଇ ଥିବା ଫରଟାକୁ ବଲକ କମମଚାେୀ ଅନୁ ରମାଦନ କେିଥାଆନ୍ତି ।

୩୨) ଆଯବଦନକାରୀଙ୍କ ଦ୍ଵାରା ଦାଖ୍ଲ କରାଯାଇଥିବା ଦସ୍ତାବିଜ ଯାଞ୍ଚ ହୁ ଏ କି?


ଦାଖଲ ରହାଇଥିବା ଦସ୍ତାବିଜ ଗୁଡକ
ି ୁ ବୟାଙ୍କସ୍ତେରେ ମୂଳ (ଓେିଜନ
ି ାଲ) ଦସ୍ତାବିଜ ସହ ାଞ୍ଚ
କୋ ାଇଥାଏ ।

୩୩) ବୟାଙ୍କ ସ୍ତରଯର ଯହବାକୁ ଥିବା ଦସ୍ତାବିଜ ଯାଞ୍ଚର ସର୍ୟ ସଚ


ୂ ୀ ଆଯବଦନକାରୀ କିପରି
ଜାଣିଥାଆନ୍ତି ?

ବୟାଙ୍କ ଦ୍ଵାୋ ଦସ୍ତାବିଜ ାଞ୍ଚ କେିବାେ ତାେିଖ ଓ ସମୟ ବାବଦ ସୂଚନା ଆରବଦନକାେୀଙ୍କ
ପଞ୍ଜୀକୃ ତ ରମାବାଇଲ ନମବେରେ ରମରସଜ ମାଧ୍ୟମରେ ପଠାଇ ଦିଆ ାଇଥାଏ ।
୩୪ ) ଋଣ ନିର୍ଯନ୍ତ ନିଜର ଜର୍ିକୁ ବନ୍ଧକ ରଖିବା ଆବଶ୍ୟକ କି ?

ଆରବଦନକାେୀଙ୍କୁ ପ୍ରକଳ୍ପ ନିମମାଣ ରହବାକୁ ଥିବା ଜମିକୁ ସବ-ରେଜିଷ୍ଟେ କା ମୟ।ଳୟରେ ବନ୍ଧକ


େଖିବାକୁ ପଡିଥାଏ । ଋଣ ପେିରଶାଧ ପରେ ବନ୍ଧକ ଜମିେ ପଟ୍ଟା ଆରବଦନକାେୀଙ୍କୁ ରଫେସ୍ତ
ଦିଆ ାଏ ।

୩୫ ) ରାଜୟ ସରକାର ଯକଉଁ ଯଦୟଗୁଡ଼କ


ି ୁ ଛାଡ଼ କରିଛନ୍ତି ?

ୋଜୟ ସେକାେ ଏହି ର ାଜନାେ ଆରବଦନକାେୀଙ୍କ ପାଇଁ ଷ୍ଟାମ୍ପ ଫି , ବନ୍ଧକ ପଞ୍ଜି କେଣ , EC ଏବାଂ
ଜମି ପଟ୍ଟା ନକଲ ପାଇଁ ଦେକାେ ରହଉଥିବା ରଦୟ ଛାଡ଼ କେିଛନ୍ତି ।

୩୬ )ଋଣ ର୍ଞ୍ଜୁରୀ ପାଇଁ ବୟାଙ୍କ ଦ୍ଵାରା ର୍ଗାଯାଉଥିବା ଆଇନଗତ ର୍ତାର୍ତ ନିର୍ଯନ୍ତ ଆଯବଦନକାରୀଙ୍କୁ
ଯକୌଣସି ଅଥମ ପ୍ରଦାନ କରିବାକୁ ପଯଡ କି ?

ଋଣ ମଞ୍ଜୁେ ପୂବମେୁ ବୟାଙ୍କ, ଜମିଜମା ସତ୍ତ୍ଵେ ମାଲିକାନା ଜାଣିବା ପାଇଁ ଆଇନଗତ ମତାମତ
ରନଇଥାଆନ୍ତି । ଏଥି ନିମରନ୍ତ ସେକାେ ସମ୍ପୃକ୍ତ ବୟାଙ୍କକୁ ପ୍ରତି ଆଇନଗତ ପୋମଶମ ପାଇଁ ୧ ହଜାେ
ଟଙ୍କାେ ଅଥମ ପ୍ରଦାନ କେିଥାଆନ୍ତି । ଆରବଦନକାେୀଙ୍କୁ ଏ ବାବଦରେ ରକୌଣସି ଅଥମ ରଦବାକୁ ପରଡ
ନାହିଁ ।

୩୭ ) ବୟାଙ୍କ ଋଣ ର୍ଞ୍ଜୁର ପାଇଁ ଯପ୍ରାଯସସିଂ ଫି ଯନଇଥାଆନ୍ତି କି?

ବୟାଙ୍କ ଋଣ ମଞ୍ଜୁେ ପାଇଁ ଆରବଦନକାେୀଙ୍କଠାେୁ ରକୌଣସି ରପ୍ରାରସସିାଂ ଫି (Processing Fee)


ଆଦାୟ କେି ନଥାନ୍ତି ।

୩୮ ) ଆଯବଦନକାରୀ ନିଜର ଋଣ ଦରଖ୍ାସ୍ତର ସ୍ଥିତ ି କିପରି ଜାଣିଥାଆନ୍ତି ?

ଦେଖାସ୍ତକାେୀ ନିଜ ଆଧାେ ନମବେକୁ ବୟବହାେ କେି ସବମ ପ୍ରଥରମ ରେବ ସାଇଟରେ ଲଗ ଇନ୍
କେିରବ । “Loan Status” କୁ କିଲକ କେି ନିଜ ଋଣ ସମବନ୍ଧୀୟ ତଥୟ ଜାଣିପାେିରବ। ଏହା ବୟତୀତ
ଆରବଦନକାେୀଙ୍କ ରମାବାଇଲ ରଫାନକୁ ଋଣେ ପ୍ରତି ପ ୟମ ାୟରେ ରମରସଜ ଦ୍ଵାୋ ସୂଚନା
ଦିଆ ାଇଥାଏ ।

୩୯) ଋଣ ନିର୍ଯନ୍ତ ଯକୌଣସି ସବମନର୍


ି ନ ଅଥମ (margin money) ଦାଖ୍ଲ କରିବାକୁ ପଡ଼ିଥାଏ କି ?

ଆରବଦନକାେୀଙ୍କୁ ଋଣ ପେିମାଣେ ୧୦% ସବମନମ


ି ନ ଅଥମ (margin money) ହିସାବରେ
ବିନରି ାଗ କେିବାକୁ ପଡିଥାଏ। ଏହି ଅଥମକୁ ଆରବଦନକାେୀ ନଗଦ ଟଙ୍କା ଆକାେରେ ଅଥବା ଶ୍ରମ
ଅଥବା ଗୃହ ନିମମାଣ ସାମଗ୍ରୀ ଆକାେରେ ବିନରି ାଗ କେି ପାେିରବ ।

୪୦ ) ସବମନର୍
ି ନ ଅଥମ (margin money)କୁ ଏକକାଳୀନ ପ୍ରଦାନ କରିବାକୁ ପଡିଥାଏ କି?

ଆରବଦନକାେୀ ଏହାକୁ ଏକକାଳୀନ ବିନରି ାଗ କେିପାେିରବ କିମବା କିସ୍ତିେ ଅନୁ ପାତ ହିସାବରେ
ବିନରି ାଗ କେିପାେିରବ ।

୪୧ ) ଋଣ ଅଥମ ଯକଯତ ଯଗାଟି କିସ୍ତିଯର ର୍ିଳଥ


ି ାଏ ?

ନ ରତ କିସ୍ତି ଅଥମ ପ୍ରଦାନ କୋ ାଏ ।


ଘେ ତିଆେିେ ସ୍ତେ ଅନୁ ସାରେ ନିମମ

ଋଣ ପରିର୍ାଣ ପ୍ରଥର୍ କିସ୍ତି ଟଙ୍କା


ଦ୍ଵିତୀୟ କିସ୍ତି ଟଙ୍କା ତୃତୀୟ କିସ୍ତି ଟଙ୍କା
(ଟଙ୍କାଯର )
୧ ଲକ୍ଷ୍ ୫୦,୦୦୦/- ୫୦,୦୦୦/- -
(ଋଣ ର୍ଞ୍ଜୁର ପଯର ) (ଛାତ ପଡିବା ପଯର)
୧.୫ ଲକ୍ଷ୍ ୫୦,୦୦୦/- ୫୦,୦୦୦/- ୫୦,୦୦୦/-
(ଋଣ ର୍ଞ୍ଜୁର ପଯର ) (ଛାତ ସ୍ତର ପହଞ୍ଚିବା (ଛାତ ପଡିବା ପଯର)
ପଯର)
୨ ଲକ୍ଷ୍ ୫୦,୦୦୦/- ୧,୦୦,୦୦୦/- ୫୦,୦୦୦/-
(ଋଣ ର୍ଞ୍ଜୁର ପଯର ) (ଛାତ ସ୍ତର ପହଞ୍ଚିବା (ଛାତ ପଡିବା ପଯର)
ପଯର)
୩ ଲକ୍ଷ୍ ୧,୦୦,୦୦୦/- ୧,୦୦,୦୦୦/- ୧,୦୦,୦୦୦/-
(ଋଣ ର୍ଞ୍ଜୁର ପଯର ) (ଛାତ ସ୍ତର ପହଞ୍ଚିବା (ଛାତ ପଡିବା ପଯର)
ପଯର)
୪୨ )ଆଯବଦନକାରୀ ପ୍ରଥର୍ କିସ୍ତି ଯକଯବ ପାଇଥା’ନ୍ତି ?

ବୟାଙ୍କ ଦ୍ଵାୋ ଋଣ ମଞ୍ଜୁେ ପରେ, ଜାଗାେ ବନ୍ଧକ ରେଜିରେସନ ରଶଷ ରହବା ପରେ ଓ
ଆରବଦନକାେୀଙ୍କ ମାଜିନ ଟଙ୍କା ବିନରି ାଗ କେିବା ପରେ ପ୍ରଥମ କିସ୍ତି ଋଣ ୋଶି ଆରବଦନକାେୀଙ୍କ
ଋଣ ଖାତାରେ ଜମା ରହାଇଥାଏ ।

୪୩ ) ଦ୍ଵିତୀୟ କିସ୍ତି ଅଥମ ରାଶ୍ି ଆଯବଦନକାରୀଙ୍କୁ କିପରି ର୍ିଳଥ


ି ାଏ ?

୧ ଲକ୍ଷ ଟଙ୍କାେ ଋଣ ରକ୍ଷତ୍ରରେ ଛାତ ପଡିବା ପରେ ଓ ଅନୟ ଋଣ ରକ୍ଷତ୍ରରେ ଛାତ ସ୍ତେ ପହଞ୍ଚିବା
ପରେ ଦ୍ଵିତୀୟ କିସ୍ତି ଅଥମ ମିଳଥ
ି ାଏ। ବଲକ କମମଚାେୀ ପ୍ରକଳ୍ପେ ଜିଓ ଟୟାଗ ଫରଟା ଉଠାଇ ଥାଆନ୍ତି ଓ
ବି.ଡ଼ି.ଓ. କିସ୍ତି ୋଶି ପ୍ରଦାନ ପାଇଁ ବୟାଙ୍କକୁ ସୁପାେିଶ କେିଥାଆନ୍ତି । ବୟାଙ୍କ ଆବଶୟକ ମଣିରଲ ନିଜ
କମମଚାେୀଙ୍କ ଦ୍ଵାୋ ଗୃହ ନିମମାଣ ସ୍ଥିତ ି ାଞ୍ଚ କେି ପାେିରବ । ଏହାପରେ ବୟାଙ୍କ ଆରବଦନକାେୀଙ୍କ ଋଣ
ଖାତାକୁ ଦ୍ଵିତୀୟ କିସ୍ତି ଅଥମ ପ୍ରଦାନ କେି ଥାଆନ୍ତି ।

୪୪ ) ଆଯବଦନକାରୀଙ୍କୁ ତୃତୀୟ କିସ୍ତି ଅଥମ ରାଶ୍ି କିପରି ର୍ିଳଥ


ି ାଏ?

୧.୫ ଲକ୍ଷ ,୨ ଲକ୍ଷ ଓ ୩ ଲକ୍ଷ ଟଙ୍କାେ ଋଣ ରକ୍ଷତ୍ରରେ ଛାତ ପଡି ସାେିବା ପରେ ତୃ ତୀୟ କିସ୍ତି ଅଥମ
ପ୍ରଦାନ କୋ ାଇଥାଏ । ଦ୍ଵିତୀୟ କିସ୍ତି ପ୍ରଦାନ ପେି ଏହି ରକ୍ଷତ୍ରରେ ମଧ୍ୟ ବଲକ କମମଚାେୀ ଜିଓ ଟୟାଗ
ଫରଟା ଉଠାଇ ଥାଆନ୍ତି, ାହାକୁ ିତ୍ତି କେି ବି.ଡ଼ି.ଓ. କିସ୍ତି ୋଶି ପ୍ରଦାନ ପାଇଁ ବୟାଙ୍କକୁ ସୁପାେିଶ
କେିଥାଆନ୍ତି । ଆରବଦନକାେୀଙ୍କ ଋଣ ଖାତାରେ ବୟାଙ୍କ ତୃ ତୀୟ କିସ୍ତି ଅଥମ ୋଶି ଜମା କେି ଥାଆନ୍ତି ।

୪୫ ) ଋଣ ରିହାତି ଅଥମ କିପରି ର୍ିଳଥ


ି ାଏ ?

ୋଜୟ ସେକାେ ୋଜୟ ରନାଡାଲ ବୟାଙ୍କ ଜେିଆରେ ହିତାଧିକାେୀଙ୍କ ଋଣ ଖାତାରେ ସବସିଡି ପ୍ରଦାନ
କେିଥାଆନ୍ତି । ଗୃହ ନିମମାଣ ରଶଷ ରହବା ପରେ ବଲକ କମମଚାେୀ ଘେେ ଜିଓ-ଟୟାଗ ଫରଟା ଉଠାଇ
ଥାଆନ୍ତି । ସମ୍ପୃକ୍ତ ବି.ଡ଼ି.ଓ. ଫରଟା ଆଧାେରେ ହିତାଧିକାେୀଙ୍କୁ ସବସିଡ଼ି ୋଶି ପ୍ରଦାନ ପାଇଁ ସୁପାେିଶ
କେିଥାଆନ୍ତି। ଏହାପରେ ବୟାଙ୍କ ହିତାଧିକାେୀଙ୍କ ଋଣ ଖାତାରେ ସେକାେଙ୍କ ଠାେୁ ମିଳଥି
ି ବା ସବସିଡ଼ି
ୋଶି ଜମା କେିଥାଆନ୍ତି ।
୪୬ ) ଯକଯତ ବର୍ମଯର ଋଣ ପରିଯଶ୍ାଧ କରିବାକୁ ପଡିଥାଏ ?

ଏହି ର ାଜନାରେ ଋଣ ପେିରଶାଧ ପାଇଁ ପ୍ରଥମ ବଷମେ ରମାୋରଟାେିୟମ ଅବଧିକୁ ବାଦ ରଦଇ
ପେବତ୍ତମୀ ୧୦ ବଷମେ ସମୟ ସୀମା ଧା ମୟ କୋ ାଇଛି । ଏହି ରମାୋରଟାେିୟମ ଅବଧି ପ୍ରଥମ
କିସ୍ତି ପ୍ରଦାନ ଦିନଠାେୁ ଆେମ୍ଭ ରହାଇଥାଏ। ରତରବ ହିତାଧିକାେୀ ଇଚ୍ଛାକରଲ ପେିରଶାଧ ଅବଧିକୁ ହ୍ରାସ
କେିପାେନ୍ତି।

୪୭ ) “ଯର୍ାରାଯଟାରିୟର୍ ପିରିୟଡ଼” କ’ଣ ?

ହିତାଧିକାେୀଙ୍କ ଋଣ ଖାତାକୁ ପ୍ରଥମ କିସ୍ତି ଅଥମ ଜମା ରହବା ଦିନ ଠାେୁ ୧ ବଷମ ପ ୟମ ନ୍ତ ଅବଧିକୁ
ି ଡ଼ କୁ ହା ାଏ । ହିତାଧିକାେୀ ଏହି ଅବଧି ମଧ୍ୟରେ ଋଣ ପେିରଶାଧ କେିବାକୁ
ରମାୋରଟାେିୟମ ପିେୟ
ବାଧ୍ୟ ନୁ ହନ୍ତି । କିନ୍ତୁ ବୟାଙ୍କ ଏହି ରମାୋରଟାେିୟମ ପିେୟ
ି ଡ଼ ସମୟରେ ଋଣ ୋଶି ଉପରେ ସୁଧ
ରନଇଥାଆନ୍ତି ।

୪୮ )ଋଣ ପରିଯଶ୍ାଧ ନିର୍ଯନ୍ତ ର୍ାସିକ କିସ୍ତିର ପରିର୍ାଣ ଯକଯତ ଅଯଟ ?

ମାସିକ କିସ୍ତିେ ପେିମାଣ ବୟାଙ୍କେ ସୁଧ ହାେ ଓ ଋଣ ପେିରଶାଧ ଅବଧି ଉପରେ ନି ମେ କେୁଥିବାେୁ
ଏହା ସ୍ଥଳ ବିରଶଷରେ ିନ୍ନ ିନ୍ନ ରହାଇଥାଏ । ଦି ବୟାଙ୍କ ସୁଧ ହାେ ୯% ଓ ପେିରଶାଧେ ଅବଧି
୧୦ ବଷମ ହୁ ଏ , ରତରବ ହିତାଧିକାେୀଙ୍କୁ ନିମନମରତ ମାସିକ କିସ୍ତି ଦାଖଲ କେିବାକୁ ପଡିଥାଏ ।

ର୍ାସିକ କିସ୍ତି,୯ % ସୁଧ ହାରଯର (ଟଙ୍କା)


କ୍ରର୍ିକ ଅନୁ ସୂଚତ
ି ଜାତି / ଜନଜାତି
ଋଣ ପରିର୍ାଣ (ଟଙ୍କା)
ସଂଖ୍ୟା ସାଧାରଣ ବଗମ /ଭିନ୍ନକ୍ଷ୍ର୍ ର୍ୁଖ୍ୟ ଥିବା
ପରିବାର
୧ ୧,୦୦,୦୦୦ ୧,୦୦୧ ୮୭୪
୨ ୧,୫୦,୦୦୦ ୧,୫୦୧ ୧,୩୭୪
୩ ୨,୦୦,୦୦୦ ୨,୦୦୧ ୧,୮୭୫
୪ ୩,୦୦,୦୦୦ ୩,୩୮୨ ୩,୨୫୬
୪୯) ଘର ନିର୍ମାଣ କାଯମୟ ଯକଯତ ଦିନ ର୍ଧ୍ୟଯର ସଂପର୍ଣ୍
ୂ ମ କରାଯାଇଥାଏ ?

ହିତାଧିକାେୀ ଋଣ ମଞ୍ଜୁେ ପରେ ଥାଶୀଘ୍ର ଘେ ତିଆେି କା ମୟ ରଶଷ କେିବାକୁ ରଚଷ୍ଟା କେିରବ ।


ସବମାଧିକ ୧ ବଷମ ମଧ୍ୟରେ ଏହି ନିମମାଣ କା ମୟ ରଶଷ କେିବାକୁ ହୁ ଏ ।

୫୦) ଅଭିଯଯାଗର ସର୍ାଧାନ ପାଇଁ କ’ଣ ବୟବସ୍ଥା ରହିଛ?


ି

•ୋଜୟ ରଟାଲ ଫ୍ରି ନମବେ-୦୬୭୪-୬୮୧୭୭୭୭ ରେ ରଫାନ ମାଧ୍ୟମରେ ଜଣାଇପାେିରବ ।


•RH Portal ରେ ଅନଲାଇନ ଅ ିର ାଗ ଦାଖଲ କେିପାେିରବ ।

You might also like