ଏଗ୍ରୀମେଣ୍ଟ ବା ଚୁକ୍ତିପତ୍ର

You might also like

You are on page 1of 3

ଏଗ୍ରୀମେଣ୍ଟ ବା ଚୁ କ୍ତିପତ୍ର

ସମ୍ପାଦନକାରୀଙ୍କ ନାମ ଓ ସମ୍ପୂର୍ଣ ଠିକଣା : ୧॰ ଦୁନ ବାବୁଲା ପାତ୍ର, ୨) ଦୁନୁ ରବି ପାତ୍ର ୩) ଦୁନୁ ନିର୍ମଳ ପାତ୍ର ପିତା ଦୁନୁ କୃଷ୍ଣ
ପାତ୍ର ବୟସ ପ୍ରାୟ ୭୫ ବର୍ଷ, ଜାତି ପାଲିଆ ଚାଷ ବୃତ୍ତି ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ, ପଲ୍ଲୀ ସାମନ୍ତରାପୁର ଗ୍ରାମ ନିବାସ,
ପୋଷ୍ଟ ଜଗନ୍ନାଥପୁର, ଥାନା ପାଟପୁର । ଆଧାର ନଂ – ୯୫୯୨ ୪୨୭୧ ୦୬୬୬

ଦାବିଦାରଙ୍କ ନାମ ଓ ସମ୍ପୂର୍ଣ ଠିକଣା : ଶ୍ରୀମତୀ ଶୁଭଶ୍ରୀ ଦାଶ, ସ୍ଵାମୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଦାଶ ବୟସ ପ୍ରାୟ ୪୬ ବର୍ଷ ଜାତି
ବ୍ରାହ୍ମଣ, ଗୃହକର୍ମ ବୃତ୍ତି, ଗ୍ରାମ – ହିଞ୍ଜି ଳୀକାଟୁ , ଗଞ୍ଜାମ ଜିଲ୍ଲା, ପୋଷ୍ଟ- ହିଞ୍ଜି ଳିକାଟୁ ନିବାସୀ ଆଧାର ନଂ –

ଦଲିଲର ସ୍ଵଭାବ ଏକ ଭରଣ ପ୍ରତି ଟ॰ ୮,୨୫,୦୦୦/- (ଆଠ ଲକ୍ଷ ପଚିଶି ହଜାର) ଟଙ୍କା ଦରରେ ୫୩୦ ଡେସି ମିଲ ଜମି
ବିକ୍ରୟ ନିମନ୍ତେ ଏଗ୍ରୀମେଣ୍ଟ, ଅଗ୍ରୀମ ୧,୨୧,୦୦୦/- (ଏକଲକ୍ଷ ଏକୁଶି ହଜାର ଟଙ୍କା)

ବାଇଦା /ସମୟ : ଜମିର ପଟ୍ଟା ହେବା ପରେ କିମ୍ବା ୧୧ (ଏଗାର)ମାସ ମଧ୍ୟରେ ।

ଜମିର ବିବରଣୀ : ଗଞ୍ଜାମ ଜିଲ୍ଲା, ସାନଖେମୁଣ୍ଡି ତାଲୁ କା, ଦିଗପହଂଡି ସବ-ରେଜିଷ୍ଟ୍ରାରଙ୍କ ଇଲାକା, ପାଟପୁର ଥାନା ଅନ୍ତର୍ଗତ ପଲ୍ଲୀ
ସାମନ୍ତରାପୁର ଗ୍ରାମ ବା ମୌଜାର ଖାତା ନଂ । ୧୭୪/୨୧୭, ପ୍ଲଟ ନଂ ୨୨୪, ଖାତା ନଂ ୧୪୮ ପ୍ଲଟ ନଂ ୨୨୫, ୨୨୬ ବିଲ
ଅଣ ଜଳ ସେଚିତ ଏକ ପୁରା ଏ ୦.୫୩୦ ଡେସିମିଲ ମାପ ଜମିକୁ ଆଜଦିନ ବିକ୍ରୟ ନିମନ୍ତେ ଅଗ୍ରିମେଣ୍ଟ କଲି ।

ଉତ୍ପତ୍ତି ତାରିଖ : ୨୨/୦୨/୨୦୨୪ (ଦୁଇହଜାର ଚବିଶି ମସିହା ଫେବ୍ରୁୟାରୀ ମାସ ବାଇଶି ତାରିଖ )
II॰ ନିମ୍ନ ଲିଖିତ ତୃ ତୀୟ ଅନୁଚ୍ଛେଦରେ ଦର୍ଶାଯିବା ଜମି ଆମ୍ଭର ବୋଲାନ୍ତେ ମୋ ନାମରେ ଦସ୍ତାବିଜ ଲେଖାଯାଇଅଛି ।
ଉପରୋକ୍ତ ସମ୍ପାଦନକାରୀ ମାନଙ୍କ ନିଜସ୍ୱ ସମ୍ପତ୍ତି ହୋଇଥାଇ, ଅଦ୍ୟତି ନିମ୍ନ ଜମି ଆମ୍ଭର ସ୍ଵାଧୀନ ଭୋଗ ଦାଖଲରେ ଅଛି । ଏଥି
ଉପରେ କୌଣସି ପ୍ରକାର କୋର୍ଟ, ଡିକ୍ରୀ ଯପ୍ତ, ଚାର୍ଜ ଇତ୍ୟାଦି ପ୍ରକାର ଦାବି ତଗୟଦା ନାହିଁ ।

ଆମ୍ଭର ଗୃହଖର୍ଚ୍ଚ ଓ ରୁ ଣ ଧନ ପରିଶୋଧ ନିମନ୍ତେ ମୋତେ ଧାନ ନିତାନ୍ତ ଆବଶ୍ୟକ ହେବାରୁ ନିମ୍ନ ଜମି ଆପଣଙ୍କୁ ବିକ୍ରୟ କରିବା
ପାଇଁ ଭଦ୍ର ବ୍ୟକ୍ତି ମାନେ ଥାଇ ଦରଦାମ ଆପଣ ଏବଂ ମୋ ମଧ୍ୟରେ ସ୍ଥିର କରିବାରୁ ଉପଯୁକ୍ତ ମୂଲ୍ୟ ଦେବାପାଇଁ ରାଜି ହେବାରୁ
ନିମ୍ନ ଲିଖିତ ତୃ ତୀୟ ଅନୁଚ୍ଛେଦରେ ନିର୍ବିବାଦୀୟ ଜମି ମୁଁ ଓ ମୋ ସ୍ଵାମୀ ଆଜଦିନ କଲୋଚିତ ମୂଲ୍ୟ ପ୍ରକାରେ ଆପଣଙ୍କୁ ଏକ
ଭରଣ ପ୍ରତି ଟ॰ 8,25,000/- ଙ୍କ। (ଆଠ ଲକ୍ଷ ପଚିଶି ହଜାର) ଟଙ୍କା ବିକ୍ରୟ କରିବା ନିମନ୍ତେ ଚୁ କ୍ତି କରି ଏହି ଚୁ କ୍ତିପତ୍ର ଦଲିଲ
ଆପଣଙ୍କ ନାମରେ ଆମ୍ଭେ ଲେଖାଇ ସମ୍ପାଦନ କରି ନିମ୍ନ ସ୍ଵାକ୍ଷରକାରୀ ସାକ୍ଷୀମାନଙ୍କ ସମ୍ମୁଖରେ ଆଜଦିନ ନଗଦ ଟ॰
1,21,000/- (ଏକ ଲକ୍ଷ ଏକୁଶି ହଜାର ) ଟଙ୍କା ବୟଣା ଗଣି ନେଇ ନିମ୍ନ ଲିଖିତ ଜମି ଆପଣଙ୍କୁ ସ୍ଵାଧୀନ ଦେଲୁ ଆପଣ ଉକ୍ତ
ଜମିକୁ ସମତୁ ଲ କରି ମାଟି ପକାଇ ପାରିବେ, ରାସ୍ତା ନିର୍ମାଣ କରିପାରିବେ, ଭାଗ ଭାଗ ଇତ୍ୟାଦି କାର୍ଯ୍ୟ ମନ କରିପାରିବେ
ଏଥିପାଇଁ ଆମର କୌଣସି ଆପତ୍ତି ରହିବା ନାହିଁ । ଆଜିଠାରୁ ପଟ୍ଟା ହେବାର 1 (ଏକ) ମାସ ମଧ୍ୟରେ ନିମ୍ନ ଜମି ଆପଣଙ୍କ
ନାମରେ କିମ୍ବା ଆପଣ କହିବା ଯେ କୌଣସି ବ୍ୟକ୍ତିଙ୍କ ନାମରେ ଲେଖାଇ ସମ୍ପାଦନ କରି ସ୍ଥାନୀୟ ଉପନିବନ୍ଧକଙ୍କ କାର୍ଯ୍ୟଳୟରେ
ଦାଖଲ କରି ପଦ୍ଧତି ପ୍ରକାରେ ରେଜିଷ୍ଟ୍ରି କରିଦେବେ । ରେଜିଷ୍ଟ୍ରି କାଳେ ବଳକା ପ୍ରାପ୍ତ ଧାନ ତୁ ମ୍ଭଠାରୁ ଲଭିବି । ଉକ୍ତ ଜମିକୁ ରେଜିଷ୍ଟ୍ରି
ପୂର୍ବରୁ ଅନ୍ୟ କାହାରି ସହିତ ଚୁ କ୍ତିନାମା ବା ବିକ୍ରୟ କରିପାରିବି ନାହିଁ । ଉକ୍ତ ସର୍ତ୍ତ ଓ ବାଇଦା ମଧ୍ୟରେ ନିମ୍ନ ଜମିର ସମସ୍ତ କାଗଜ
ଓ ନିଦର୍ଶନ ପତ୍ର ନଦେଇ କାଳହରଣ କଲେ ତୁ ମ୍ଭେ ଦେଇଥିବା ନଗଦ ବଅଣା ଟଙ୍କା ତୁ ମ୍ଭଙ୍କୁ ଫେରସ୍ତ ଦେବା ବାଦେ ତୁ ମ୍ଭର ନାସ୍ତି
ବାବଦକୁ ଆଉ ଟ॰ ୧,୨୧,୦୦୦/- ( ଏକ ଲକ୍ଷ ଏକୁଶି ହଜାର) ଟଙ୍କା ଫେରସ୍ତ କରିବାକୁ ଆମ୍ଭେ ବାଧ୍ୟ ହୋଇ ରହିଲୁ । ଏହି
ଚୁ କ୍ତିନାମା ଜମି ଉପରେ ଜମିର ପଟ୍ଟା ପ୍ରକାରେ ଯାହା ହବ ସେତିକି ଜମି ହିଁ ଆମ୍ଭେ ତୁ ମ୍ଭକୁ ରେଜିଷ୍ଟ୍ରି କରିବୁ । ଉପରୋକ୍ତ ସମସ୍ତ
ବିଷୟ ଓ ସର୍ତ୍ତ ମାନ ସବୁ ପକ୍ଷ ପଢି ଶୁଣାଇ ସାକ୍ଷୀ ମାନଙ୍କ ସମ୍ମୁଖରେ ଦସ୍ତଖତ କରିଲୁ । ପ୍ରଥମ ପକ୍ଷ ମାନଙ୍କ କହିବା ପ୍ରକାରେ
ଏହା ଲେଖାଗଲା ଏଥିରେ ଆମ୍ଭର ପୂର୍ଣ୍ଣ ସମ୍ମତି ।

III॰ ସମ୍ପତ୍ତିର ସଂପୂର୍ଣ୍ଣ ବିବରଣୀ : - ଗଞ୍ଜାମ ଜିଲ୍ଲା, ସାନଖେମୁଣ୍ଡି ତାଲୁ କା, ଦିଗପହଂଡି ସବ-ରେଜିଷ୍ଟ୍ରାରଙ୍କ ଇଲାକା, ପାଟପୁର
ଥାନା ଅନ୍ତର୍ଗତ ପଲ୍ଲୀ ସାମନ୍ତରାପୁର ଗ୍ରାମ ବା ମୌଜାର ଖାତା ନଂ॰ ୧୭୪/୨୧୭, ପ୍ଲଟ ନଂ॰ ୨୨୪ର ୦.୧୮୫୦ ଡେସିମିଲ,
ଖାତା ନଂ ୧୪୮, ପ୍ଲଟ ନଂ॰ ୨୨୫

You might also like