ଗଉଁଲି ଜମି କିଣାବିକା

You might also like

You are on page 1of 3

ଗାଉଁଳି ଜମି ବିକ୍ରୟ ଚୁ କ୍ତିନାମା ପତ୍ର

ବିକ୍ରେତାଙ୍କ ନାମ ଓ ସମ୍ପୂର୍ଣ ଠିକଣା :ସୁବାଶ ଚନ୍ଦ୍ର ଦାଶ ବୟସ ପ୍ରାୟ 66 ବର୍ଷ ପିତା ସ୍ଵର୍ଗତ ଚିତ୍ତରଞ୍ଜନ ଦାସ ଜାତି ବ୍ରାହ୍ମଣ
ବୃତ୍ତି ଚାଷ, ନିବାସ ଲକ୍ଷ୍ମୀପୁର ବଡସାହି ,ପୋଷ୍ଟ: କୁରୁ ଳା ଥାନା : ହିଂଜିଳି ତହସିଲ :ଶେରଗଡ ଜିଲ୍ଲା ଗଞ୍ଜାମ ।
କ୍ରେତାଙ୍କ ନାମ ଓ ସଂପୂର୍ଣ୍ଣ ଠିକଣା: ରାଜେଶ୍ଵରୀ ପଟ୍ଟନାୟକ,ବୟସ ପ୍ରାୟ 28 ବର୍ଷ ସ୍ଵାମୀ ଶ୍ରୀମନ୍ତ ପଟ୍ଟନାୟକ ନିବାସ
ବାଇଶିଫଳ, ପୋଷ୍ଟ ,ଥାନା : ପାଟପୁର ତହସିଲ :ସାନଖେମୁଣ୍ଡି ଜିଲ୍ଲା ଗଞ୍ଜାମ । ଆଧାର ନଂ ॰ 3722 0146 7086
ଦଲିଲର ସ୍ଵଭାବ 13,02,000 ( ତେର ଲକ୍ଷ ଦୁଇ ହଜାର ଟଙ୍କା) ମୂଲ୍ୟର ବିକ୍ରୟ ପାତ୍ର ।
ସମ୍ପାଦନ ତାରିଖ : ତା॰ 18/05/2023 (ଦୁଇ ହଜାର ତେଇଶି ସାଲ ମଇ ମାସ ଅଠର ତାରିଖ )

ବିକ୍ରେତା କ୍ରେତା :
ସମ୍ପତ୍ତିର ବିବରଣୀ: ଗଞ୍ଜାମ ଜିଲ୍ଲା ସନଖେମୁଣ୍ଡୀ ତହସିଲ ଶ୍ରୀଚନ୍ଦନପୁର ଆର:ଆଇ ସର୍କଲ ଅନ୍ତର୍ଗତ ମୌଜା ପୡ
ସାମନ୍ତରାପୁର ଗ୍ରାମରେ ଥିବା ବିଲକୁ ଖାତା ନଂ॰ 174/315,ପ୍ଲଟ ନଂ॰ 217/1466 ବିଲ ଅନଜଳସେଚିତ ଏ 0.067
(ସତଷଠି ଡିସିମିଲି) ।

ସରତ : ଏଥିରେ ଦର୍ଶାଯିବା ସମ୍ପତ୍ତି ମୋର ସ୍ଵଅର୍ଜିତ ସମ୍ପତ୍ତି ହୋଇଥାଇ, ମୋ ନାମରେ ପଟ୍ଟାଥାଇ ବର୍ତମାନ ସୁଧା ମୋର
ପୂର୍ଣ ଦଖଲ ଅନୁଭୋଗରେ ଅଛି । ଏଥିରେ ମୋ ବ୍ୟତୀତ ଅନ୍ୟ କାହାରି ହକ୍କ ଅଧିକାର ନାହିଁ । ବର୍ତ୍ତମାନ ମୋର ଗୃହ
ଖର୍ଚ୍ଚ ଓ ରୁ ଣ ଧନ ପରିଶୋଧ କରିବା ସକାଶେ ଟଙ୍କାର ନିତ୍ୟାନ୍ତ ଆବଶ୍ୟକ ହେତୁ ଏଥିରେ ଦର୍ଶାଯିବା ସମ୍ପତ୍ତି ଆଜ ଦିନ
ତୁ ମ୍ଭକୁ କାଳୋଚିତ ମୂଲ୍ୟ ପ୍ରକାରେ ଟ॰ 13,02,000 (ତେର ଲକ୍ଷ ଦୁଇ ହଜାର ଟଙ୍କା) କୁ ମୁଁ ବିକ୍ରୟ କରିଦେଲି ବିକ୍ରୟ
ପ୍ରତିଫଳଧନ ଆଜଦିନ ତୁ ମ ଠାରୁ ଉପସ୍ଥିତ ଭଦ୍ର ବ୍ୟକ୍ତିମାନଙ୍କ ସମ୍ମୁଖରେ ନଗଦ ଟ॰13,02,000 ( ତେର ଲକ୍ଷ ଦୁଇ
ହଜାର ଟଙ୍କା) ପଇଠ ପାଇ ଯାଇତାଇ ଏଥିରେ ଦର୍ଶାଯିବା ସମ୍ପତ୍ତିରୁ ସର୍ବକାଳକୁ ସର୍ବୋତରଭାବେ ଅନ୍ତର ହେଲି । ତୁ ମ୍ଭେ
କ୍ରେତା ଆଜଠାରୁ ଉକ୍ତ ସମ୍ପତ୍ତି ନିଜ ସ୍ଵାଧୀନକୁ ନେଇ ସେଥିରେ ସନ୍ଧି ସୀମାନ୍ତ ଜାଗ୍ରତ କରି ସରକାରଙ୍କ ଧାର୍ଯ୍ୟ ରାଜସ୍ୱ ଓଗେର
ପଇଠ କରୁ ଥାଇ ନିଜ ନାମରେ ନୂତନ ପତ୍ତାକରାଇ ଦାନ, ଦତ୍ତ ବିକ୍ରୟ ଆଦି ସକଳ ହକ୍କରେ ପୁତ୍ର ପୌତ୍ରାଦି ପୁରୁ ଷାନୁକ୍ରମେ
ଚିର କାଳ ଭୋଗଦଖଲ କରିବ ।

ବିକ୍ରେତା କ୍ରେତା :
ତୁ ମ୍ଭେ ଉକ୍ତ ସମ୍ପତ୍ତି ଭୋଗ ଦଖଲ କରିବାରେ ମୁଁ କିମ୍ବା ମୋର ତରଫରୁ ଅନ୍ୟ କେହି ଦାବିଦାର ବା ଔରସଦାର ବିବାଦ
ଚଳାଇ ତୁ ମ୍ଭର କ୍ଷତି କାଲେ ତଦ୍ୱାରା ତୁ ମ୍ଭର ସମ୍ଭାବିବା ଯାବନ୍ତ କ୍ଷତି ମୁଁ କିମ୍ବା ମୋର ଔରସ ଉତ୍ତରାଧୀକାରୀ ମାନେ ପୂରଣ
କରିବାକୁ ଦାୟୀ ଅଟୁ । ଏହି ଲେଖାଇ ଦେବା ବିକ୍ରୟ ପତ୍ରକୁ ମୋର ପୂର୍ଣ ସମ୍ମତ । ପ୍ରକାଶଥାଉ କି ରେଜିଷ୍ଟ ସମନ୍ଧିୟ କାଗଜ
ପତ୍ର ସଂଗ୍ରହ କରି ଆଜଠାରୁ ଏକମାସ ମଧ୍ୟରେ ରେଜିଷ୍ଟ କରିବାକୁ ବାଧ୍ୟ ହେବି ।

ବିକ୍ରେତା କ୍ରେତା :

ଏଥିକୁ ସାକ୍ଷୀ
1)

2)

3)

4)

5)

You might also like