You are on page 1of 20

1.

Harlock ଙ୍କ ମତରେ ଆଦ୍ୟବାଲ୍ୟlବସ୍ଥା ର ବୟସ


ସୀମା କେତେ?
1. 2 ରୁ 6 ବର୍ଷ
2. 6 ରୁ 10 ବର୍ଷ
3. 2 ରୁ 10 ବର୍ଷ
4. ଜନ୍ମ ରୁ 6 ବର୍ଷ
2. କେଉଁଟି ବିକାଶ ର ନିୟମ କୁ ବୁଝାଉଛି?
1. ବିକାଶ ସର୍ବଦା ସମାନ ଭାବରେ ଘଟି ଥାଏ
2. ବିକାଶ ସମାଜ କେନ୍ଦ୍ରିକ ଅଟେ
3. ବିକାଶ ଏକ ଧାରାବାହିକ ପ୍ରକ୍ରିୟା
4. ବିକାଶ ଏକ ପରିମାଣlତ୍ମକ ପ୍ରକ୍ରିୟା
ନିମ୍ନୋକ୍ତ ଉକ୍ତି ମାନଙ୍କ ମଧ୍ୟରେ ରୁ କେଉଁ ଟି ଠିକ?
1. ଉଚ୍ଚତା ଓ ଓଜନ ର ବୃଦ୍ଧି ବିକାଶ କୁ ବୁଝାଏ
2. ବୃଦ୍ଧି, ବିକାଶ ଉପରେ ନିର୍ଭର କରେ
3. ବୃଦ୍ଧି ପରିମାଣାତ୍ମକ ମାତ୍ର ବିକାଶ ଗୁଣାତ୍ମକ
4. ବିକାଶ ପରିପକ୍ଵନ ରେ ବନ୍ଦ ହୁଏ
12 ରୁ 14 ବର୍ଷ ବୟସ କୁ କେଉଁ ଅବସ୍ଥା କୁହାଯାଏ?
1. କୈଶୋ୍ରାବସ୍ଥା
2. ପ୍ରାନ୍ତ ବାଲ୍ୟାବସ୍ଥା
3. ଆଦ୍ୟ ପରିଣତ ଅବସ୍ଥା
4. ପ୍ରାକ କୈଶୋର ଅବସ୍ଥା
ଶିଶୁ ଶରୀର ର ପରିମାଣତ୍ମକ ଉନ୍ନତି କୁ କଣ
କୁହାଯାଏ?
1. ମାନସିକ ବିକାଶ
2. ଶାରୀରିକ ଅଭିବୃଦ୍ଧି
3. ସାମାଜିକ ବିକାଶ
4. ଆବେଗିକ ବିକାଶ
ଜନ୍ମ ରୁ 2 ବର୍ଷ ପର୍ଯ୍ୟନ୍ତ ଅବସ୍ଥା କୁ କଣ କୁହାଯାଏ?
1. ଆଦ୍ୟ ବାଲ୍ୟ ଅବସ୍ଥା
2. ଶୈଶବ ଅବସ୍ଥା
3. ପ୍ରାନ୍ତ ବାଲ୍ୟ ଅବସ୍ଥା
4. ପ୍ରାକ କୈଶୋର ଅବସ୍ଥା
ପ୍ରାନ୍ତ ବାଲ୍ୟ ଅବସ୍ଥା କେଉଁ ସମୟରେ କୁ କୁହା ଯାଏ?
1. ଜନ୍ମ ରୁ 2 ବର୍ଷ
2. 2 ରୁ 6 ବର୍ଷ
3. 6 ରୁ 10 ଵା 12 ବର୍ଷ
4. 10 ଵା 12 ରୁ 13 ଵା 14 ବର୍ଷ
କେଉଁ ଟି ବୌଦ୍ଧିକ ବିକାଶ ର ଏକ ଉପାଦାନ?
1. ସହନଶକ୍ତି
2. ଭାବ ପ୍ରକାଶ
3. ଚିନ୍ତନ ଶକ୍ତି
4. ସମ୍ବେଦନଶୀଳ ଶକ୍ତି
ପିଲା ମାନଙ୍କର ଦଳଗତ ମନୋଭାବ ର ବିକାଶ କେଉଁ
ଅବସ୍ଥାରେ ହୋଇଥାଏ?
1. ପୂର୍ବରୁ ବାଲ୍ୟ ଅବସ୍ଥା
2. ଉତ୍ତର ବାଲ୍ୟ ଅବସ୍ଥା
3. ପ୍ରାକକୈଶୋର ଅବସ୍ଥା
4. ବୃଦ୍ଧାବସ୍ଥା
ଶିଶୁ ର ଯୌନ ସମ୍ବନ୍ଧୀୟ ଚେତନା ର ବିକାଶ କେଉଁ
ଅବସ୍ଥାରେ ହୋଇଥାଏ?
1. କୈଶୋ୍ରାବସ୍ଥା
2. ଆଦ୍ୟ ବାଲ୍ୟ ଅବସ୍ଥା
3. ଶେଷ ବାଲ୍ୟ ଅବସ୍ଥା
4. ବୃଦ୍ଧାବସ୍ଥା
ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରୀତିକର ଆବେଗ ର
ଏକ ଉଦାହରଣ ଅଟେ?
1. ଭୟ
2. ଇର୍ଷା
3. କ୍ରୋଧ
4. ଅନୁରାଗ
ନିମ୍ନଲିଖିତ ମଧ୍ୟରେ ରୁ କେଉଁଟି ଅପ୍ରୀତିକର ଆବେଗ
ର ଉଦାହରଣ ଅଟେ?
1. ଆନନ୍ଦ
2. ଅନୁରାଗ
3. ସ୍ନେହ
4. ଇର୍ଷା
ନିମ୍ନଲିଖିତ ମଧ୍ୟରେ ରୁ କେଉଁଟି ଏକ ସକାରାତ୍ମକ
ଆବେଗ ଅଟେ?
1. ଇର୍ଷା
2. ଭୟ
3. ସ୍ନେହ
4. କ୍ରୋଧ
ବ୍ୟକ୍ତି କୁ କ୍ରିୟାଶୀଳ ଓ ଗତିଶୀଳ କରାଉଥିବା ମାନସିକ
ଅବସ୍ଥା କୁ କଣ କୁହନ୍ତି?
1. ବୃଦ୍ଧି
2. ବିକାଶ
3. ଆବେଗ
4. ଅନୁଭୂତି
ବିକାଶ ହେଉଛି
1. ପରିମାଣାତ୍ମକ ପରିବର୍ତ୍ତନ
2. ଗୁଣାତ୍ମକ ପରିବର୍ତ୍ତନ
3. ଗୁଣାତ୍ମକ ଓ ପରିମାଣାତ୍ମକ ପରିବର୍ତନ
4. ବିଭିନ୍ନ ଅଙ୍ଗ ର ସାଙ୍ଗଠନିକ ପରିବର୍ତ୍ତନ
କେଉଁଟି ବୌଦ୍ଧିକ ବିକାଶ ସହ ସମ୍ପର୍କିତ ନୁହେଁ?
1. ସ୍ମରଣ ଶକ୍ତି
2. କଳ୍ପନା ଶକ୍ତି
3. ଚିନ୍ତା ଶକ୍ତି
4. ସହନ ଶକ୍ତି
ଅଭିବୃଦ୍ଧି ହେଉଛି
1. ଗୁଣାତ୍ମକ ପ୍ରକ୍ରିୟା
2. ଜୈବିକ ପ୍ରକ୍ରିୟା
3. ଲକ୍ଷଭିମୁଖୀ ପ୍ରକ୍ରିୟା
4. ଆଚରଣ ଗତ ପ୍ରକ୍ରିୟା
ନିମ୍ନୋକ୍ତ କେଉଁ ବିକାଶ ବାଧା ପ୍ରାପ୍ତ ହେଲେ ଅନ୍ୟ
ସମସ୍ତ ବିକାଶ ବାଧା ପ୍ରାପ୍ତ ହୋଇଥାଏ?
1. ମାନସିକ ବିକାଶ
2. ବୌଦ୍ଧିକ ବିକାଶ
3. ଶାରୀରିକ ବିକାଶ
4. କୌଣସି ଟି ନୁହେଁ
ନିମ୍ନଲିଖିତ ମଧ୍ୟରୁ କେଉଁ ମାନଙ୍କର ଶାରୀରିକ
ପରିପକ୍ଵନ ଶୀଘ୍ର ଆସିଥାଏ?
1. ବାଳିକା
2. ବାଳକ
3. ଉଭୟ ବାଳକ ଓ ବାଳିକା
4. None

You might also like