You are on page 1of 47

ଟି ସୁ - T I S S U E

~ଶରୀର ଗଠନ~

 କୋଷ – ଟିସୁ – ଟିସୁସଂସ୍ଥା – ଅଙ୍ଗ– ଅଙ୍ଗସଂସ୍ଥା – ଶରୀର

ଉଦ୍ଭିଦରେ ୧. ମେରିଷ୍ଟମେଟିକ୍ ୧. ଭାସ୍କୁଲାର୍ ୧. ପତ୍ର ୧.ସୁଟ୍ ସିଷ୍ଟମ୍


ଉଦ୍ଭିଦ

 ୨।ସ୍ଥାୟୀ ୨. ଗ୍ରାଉଣ୍ଡ ୨. କାଣ୍ଡ ୨. ରୁଟ୍ ସିଷ୍ଟମ୍

 ‌ ୩.ଏପିଡରମାଲ୍
ଟିସୁ ଅଙ୍ଗ ଅଙ୍ଗସଂସ୍ଥା

 ସମଜାତୀୟ କୋଷର ଉତ୍ପନ୍ନ କେତେକ ଅଙ୍ଗ ମିଶି ଏକ


ସମଯାତୀୟ ଓ ସମଗଠନ
ଓଏକ ପ୍ରକାରର କାର୍ଯ୍ୟ ସମ୍ପନ୍ନ ଅଙ୍ଗସଂସ୍ଥାନ ଗଠନ କରନ୍ତି।
ଟିସୁ ସାମୂହିକ। ଶରୀରର
କରୁଥିବା କୋଷ ମାନଙ୍କ
ନିର୍ଦ୍ଧିଷ୍ଟ କାର୍ଯ୍ୟ ସମ୍ପାଦନ Ex- ପରିପାକ ସଂସ୍ଥାନ
ସମାହାର କୁ ଟିସୁ କୁହାଯାଏ। -
By Faha (scientist) କରୁଥିଲେ, ତାକୁ ଅଙ୍ଗ କୁହାଯାଏ। ରକ୍ତ ସଂଚାଳନ ସଂସ୍ଥାନ
ପାର୍ଥକ୍ୟ ଉଦ୍ଭିଦ ଓ ପ୍ରାଣୀ ଟିସୁ ମଧ୍ୟରେ

 ଉଦ୍ଭିଦ ଟିସୁ-----  ପ୍ରାଣୀ ଟିସୁ-----

 ଏହି ଟିସୁ ର କୋଷ ର କୋଷ ଭିତ୍ତି ଥାଏ। ଏହି ଟିସୁର କୋଷ ର କୋଷ ଭିତ୍ତି ନଥାଏ।

ମୃତ ଓ ଜୀବିତ ଟିସୁ ଦେଖାଯାଏ। ସମସ୍ତ ଜୀବିତ ଟିସୁ ଦେଖାଯାଏ।

କୋଷର ସମସ୍ତ କାର୍ଯ୍ୟ କୁ ନିୟନ୍ତ୍ରଣ କରେ


ଗଛକୁ ଦୃଢତା ଦେଇଥାଏ।
ଖାଦ୍ୟ ପାଇଁ ନିର୍ଭରଶୀଳ।
ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରେ।
୪ ପ୍ରକାରର-:
୨ପ୍ରକାରର -: ମେରିଷ୍ଟମେଟିକ୍ ଓ ସ୍ଥାୟୀ
ଏପିଥେଲିଆଲ୍,ସଂଯୋଜକ,ପେଶୀ, ସ୍ନାୟୁଟିସୁ।
ଟିସୁ
ଉଦ୍ଭିଦ ଟିସୁ

ଟିସୁର ଆକାର, ସ୍ଥାନ, କାର୍ଯ୍ୟ ଓ ବିକାଶ କୁ ଆଧାର

କରି ଉଦ୍ଭିଦ ଟିସୁକୁ ୨ ଭାଗରେ ବିଭକ୍ତ

କରାଯାଇଛି।

୧) MeristrematicTissue

2) Permanent Tissue
Let's start Plant Tissue ...Are you ready ?

Lorem ipsum dolor sit amet, consectetur adipisicing elit.


Difference between MeristrematicTissue and Permanent
Tissue
Meristematic Tissue Permanent
Tissue
କୋଷ ଗୁଡ଼ିକର ବିଭାଜନ କ୍ଷମତା ଥାଏ।
 କୋଷର ବିଭାଜନ କ୍ଷମତା ନାହିଁ

କୋଷ ମାନଙ୍କ ମଧ୍ୟରେ ଅନ୍ତଃକୋଷୀୟ ସ୍ଥାନ ଅନ୍ତଃକୋଷୀୟ ସ୍ଥାନ ଥାଏ କୋଷ ମାନଙ୍କ ମଧ୍ୟରେ
ନଥାଏ।
ମୃତ ଓ ଜୀବନ୍ତ କୋଷକୁ ନେଇ ଗଠିତ।
 ଜୀବନ୍ତକୋଷ ଷସମୂହକୁ ନେଇ ଗଠିତ।
କୋଷ ମଧ୍ୟରେ କୋଷଜୀବକ ଭରି ରହିଥାଏ। କୋଷ ଭିତ୍ତି ପତଳା

ରସଧାନୀ ନଥାଏ। ରସଧାନୀ ଥାଏ


କୋଷ ଗୁଡିକର ବିପାଚନ ପ୍ରକ୍ରିୟା ଖୁବ୍ ତୀବ୍ର୍
ବିପାଚନ ପ୍ରକ୍ରିୟା ଖୁବ୍ ଧୀର
ଗଛର ବୃଦ୍ଧି କରିବାରେ ସାହାର୍ଯ୍ୟ କରେ।
ମେରିଷ୍ଟମେଟିକ୍ଟିସୁ ଥିବା ସ୍ଥାନ କୁ ମେରିଷ୍ଟମ୍ ଗଛକୁ ସୁରକ୍ଷା,ଆଲୋକଶ୍ଳେଷଣ, ଦୃଢତା,
କୁହାଯାଏ। ସଂରକ୍ଷଣ ଯୋଗାଏ।
ଉଦ୍ଭିଦ ଟିସୁ ~

 01
 Meristematic Tissue

 02
 Types of Meristematic Tissue
Meristematic Tissue

ଅଗ୍ରସ୍ଥ

ଅନ୍ତର୍ବିଷ୍ଟ

ପାର୍ଶ୍ଵସ୍ଥ
Meristematic Tissue

• ମେରିଷ୍ଟେମାଟିକ୍ ଟିସୁ ୨ ପ୍ରକାରର। ଯଥା - ପ୍ରାଥମିକ ଓ ଉତ୍ତର ମେରିଷ୍ଟେମାଟିକ୍ ଟିସୁ

• ପ୍ରାଥମିକ ମେରିଷ୍ଟେମାଟିକ୍ ଉତ୍ତର ମେରିଷ୍ଟେମାଟିକ୍

• ଯେଉଁଟିସୁ ଉଦ୍ଭିଦର ଅଗ୍ରଭାଗରେ (କାଣ୍ଡ ଓ ପ୍ରାଥମିକମେରିଷ୍ଟେମାଟିକ୍ ଟିସୁରୁ ଉତ୍ପନ୍ନ ସ୍ଥାୟୀଟିସୁ

• ଚେର) ପ୍ରଥମରୁ ଦେଖାଯାଏ ।ଏହିଟିସୁର ବିଭାଜନ ବିଭାଜନକ୍ଷମ ହୋଇ ଏହିଟିସୁ ସୃଷ୍ଟି ହୁଏ।

• ଦ୍ଵାରା ଶାଖା,ପ୍ରଶାଖା ସୃଷ୍ଟି ହୁଏ। ଏହାର ବିକାଶ ପରବର୍ତ୍ତୀ ଅବସ୍ଥାରେ ହେଉଥିବାରୁ

• ଉଦ୍ଭିଦ ର ବିଭିନ୍ନ ଅଂଶ ଅନୁଯାୟୀ ଏହା ୩ ପ୍ରକାର।। ୟାକୁ ୨ୟକ ମେରିଷ୍ଟେମାଟିକ୍ ଟିସୁ କୁହାଯାଏ

• ୧) ଅଗ୍ରସ୍ଥ- କାଣ୍ଡ ଓ ଚେରର ଅଗ୍ରଭାଗେ ଥାଏ।

• ୨) ପାର୍ଶ୍ଵସ୍ଥ - କାଣ୍ଡ ଓମୂଳର ଳଅନୁଲମ୍ବ ପଟ୍ଟୀ ଭାବେଥାଏ । କାଣ୍ଡ ଓ ଚେରକୁ ମୋଟା କରାଏ

• ୩) ଅନ୍ତର୍ବିଷ୍ଟ - ଘାସ ରେ ମିଳେ। ଏକବୀଜ ପତ୍ର ର କାଣ୍ଡରେଥିବା ଗଣ୍ଠି ଓ ଡେମ୍ଫର ମୂଳରେ ଥାଏ। ପତ୍ରକୁ ସୁରକ୍ଷା ଦିଏ।
PermanentTissue/ ସ୍ଥାୟୀ ଟିସୁ

 ମେରିଷ୍ଟେମାଟିକ୍ ଟିସୁରୁ ସୃଷ୍ଟି କୋଷମାନଙ୍କର ବିକାଶ,ଗଠନ,ପୃଥକୀକରଣ ଘଟି ସ୍ଥାୟୀ ଟିସୁ ଗଠିତ।

 ସ୍ଥାୟୀ ଟିସୁ ୨ ପ୍ରକାର ର :- ସରଳ ଟିସୁ‌ ଓ ଜଟିଳ ଟିସୁ

 ସରଳ ଟିସୁ :- ଗୋଟିଏ ପ୍ରକାର ର କୋଷଦ୍ଵାରା ଗଠିତ ଏହି ଟିସୁ ।

 ୩ ଭାଗରେ ବିଭକ୍ତ ସରଳ ଟିସୁ ।

 ୧) ପାରେନକାଇମା ୨) କୋଲେନକାଇମା ୩) ସ୍କ୍ଲେରେନକାଇମା


ସରଳ ଟିସୁ -:

01
Parenchyma Tissue

02
Colenchyma Tissue

03
Sclerenchyma Tissue
Parenchyma Tissue :- ପାରେନକାଇମା ଟିସୁ:-
 ଟିସୁରେ ଥିବା କୋଷ ଗୁଡିକ ଗୋଲାକାର/ ଡିମ୍ବାକାର ।
କୋଷ ଗୁଡିକ ଢିଲା ହୋଇ ସଜାଇ ହୋଇଥାନ୍ତି ତେଣୁ ସେମାନଙ୍କ ମଝିରେ ଅନ୍ତଃ କୋଷୀୟ ସ୍ଥାନ(
intercellularspace) ଥାଏ। କୋଷ ଗୁଡିକ ଜୀବନ୍ତ, ଓ କୋଷଭିତ୍ତି ପତଳା।
ଏହି ଟିସୁ ଖାଦ୍ୟ ପ୍ରସ୍ତୁତ କରି ପାରେ କାରଣ- କୋଷ ଗୁଡିକ ରେ ପତ୍ରହରିତ ଥାଏ।
ପତ୍ର ଓ କଳଁ କାଣ୍ଡରେ ଥିବା ପାରେନକାଇମା ଟିସୁକୁ –clorenchyma
 /କ୍ଲୋରେନକାଇମା କୁହାଯାଏ।
 ମରୁଉଦ୍ଭିଦ ରେ ଥିବା ପାରେନକାଇମାରେ ଅନ୍ତଃକୋଷୀୟ ସ୍ଥାନ କମ୍ ଥାଏ।
ଜଳଜ ଉଦ୍ଭିଦ ରେ – ଅନ୍ତଃକୋଷୀୟ ସ୍ଥାନ ବଡ →ସେଥିରେ ବାୟୁ ଭର୍ତ୍ତି ହୋଇଥାଏ
 ଫଳରେ ଏହା ଉଦ୍ଭିଦ କଁ ଭାସିବାରେ ସାହାଯ୍ୟ କରେ। ଏ ଟିସୁକୁ- ଏରେନକାଇମା
କୁହାଯାଏ।
ଉଦ୍ଭିଦ ର ତ୍ବଚା, ପିଥ୍, କର୍ଟେକ୍ସ, ମେଜୋଫିଲ୍ – ପାରେନକାଇମା ଦ୍ଵାରା ଗଠିତ।
Pith - store food
Epidermis- gas exchange
Mesophyll-photosynthesis
Cortex- transport materila
through diffusionn
Collenchyma Tissue- କୋଲେନକାଇମା ଟିସୁ
 ଏହି ଟିସୁ – ଜୀବନ୍ତ , ଲମ୍ବା, ଦୁଇପଟ ମୁନିଆ।
କୋଷର କୋଷଭିତ୍ତି ମୋଟା ଓ ଅନ୍ତଃ କୋଷୀୟ ସ୍ଥାନ ରେ ଲିଗନିନ୍
ଥିବାରୁ ଏହା ଟାଣ ଓ ନମନୀୟ( ଉଦ୍ଭିଦ ସବୁ ଦିଗରେ ବଙ୍କେଇପାରିବ ଓ ସହଜେ ଭାଙ୍ଗିବ ନାହିଁ) ହୋଇଥାଏ।
 ଏହି ଟିସୁ ରେ ପତ୍ରହରିତ ଥାଏ – ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। –
ଏହାକୁ କ୍ଲୋରେନକାଇମା କୁହାଯାଏ।
ଏହି ଟିସୁ ପତ୍ରର ଧାର, ଡେମ୍ଫ, କାଣ୍ଡର ଅଧତ୍ବଚୀୟ /Hypodermis
 ରେ ରହି ଉଦ୍ଭିଦକୁ ଯାନ୍ତ୍ରିକ ଶକ୍ତି ଯୋଗାଏ।
Sclerenchyma Tissue - ସ୍କ୍ଲେରେନକାଇମା ଟିସୁ

 ଏହି ଟିସୁ ର କୋଷ ସମସ୍ତ ମୃତ ଅଟନ୍ତି।


କୋଷଭିତ୍ତିରେ ଲିଗନିନ୍ ଅଧିକ ଜମା ହୋଇ - କୋଷଭିତ୍ତିକୁ ଅତ୍ୟଧିକ ସ୍ଥୂଳ ଓ ଶକ୍ତ କରିଥାଏ।
ଏହା ୨ ପ୍ରକାର ର -: ଦୃଢ ତନ୍ତୁ ( Fibre) ଓ ଦୃଢ କୋଷ (sclereids)
 ଦୃଢକୋଷ - ଏଥିରେ ଅଧିକ କ୍ୟୁଟିନ୍ ଓ ସୁବେରିନ୍ ଜମା ହୋଇଥାଏ। ତେଣୁ ଏହା ପଥର
ପରି ଟାଣ।
 ଏହି କୋଷକୁ -stone cell. କୁହାଯାଏ।
 ଏହି ଟିସୁ - ନଳିତା, ଛଣପଟ, ମଞ୍ଜିର କଠିନ ଅଂଶ ରେ ମିଳେ।
ଜଟିଳ ଟିସୁ -:

01
ଜାଇଲେମ୍ - XYLEM
02
ଫ୍ଲୋଏମ୍ - PHOLEM
-: Xylem Tissue :-

 ୪ ପ୍ରକାର ର କୋଷ କୁ ନେଇ ଜାଇଲେମ୍ ଟିସୁ


ଗଠିତ। ୧- ଟ୍ରାକିଡ୍ ୨- ଭେସେଲ୍ ୩- ଜାଇଲେମ
ପାରେନକାଇମା ୪- ଜାଇଲେମ ଫାଇବର୍
 କୋଷ ଗୁଡିକ ପରସ୍ପର ସହ ଲମ୍ବ ଭାବରେ ସଜ୍ଜିତ
ହୋଇ ନଳୀ ସଦୃଶ ରହିଥାନ୍ତି।

 ନଏହିନଳୀ ଦେଇ ଜଳ ଓ ଲବଣ ସରବରାହ ହୁଏ।


-: Xylem Tissue :-

ଭେସେଲ୍ -: ମୃତକୋଷ, ପାଣି ବହନ କରେ ମୂଳ - ଅଗ୍ର

ଟ୍ରାକିଡ୍ -: ମୃତ କୋଷ।ଉଭୟ ପାର୍ଶ୍ଵରୁ ନିବୃତ ଥାଏ।

ଜାଇଲେମ ପାରେନକାଇମା -: ଜୀବନ୍ତଟିସୁ। ଖାଦ୍ୟ


ସଂଗ୍ରହ କରିଥାଏ।

ଜାଇଲେମ ଫାଇବର୍ -: ମୃତ ଓ ଦୃଢ ଟିସୁ । ଉଦ୍ଭିଦ କୁ


ଯାନ୍ତ୍ରିକ ଶକ୍ତି ଯୋଗାଏ।
Phloem Tissue

• ଫ୍ଲୋଏମ୍ ଟିସୁ ୪ ପ୍ରକାର ଟିସୁକୁ


ନେଇ ଗଠିତ ।
• ଫ୍ଲୋଏମ୍ ଟିସୁ ମାଧ୍ୟମରେ
ଖାଦ୍ୟପଦାର୍ଥ ପତ୍ରରୁ ଉଦ୍ଭିଦର
ବିଭିନ୍ନ ଅଂଶକୁ ଯାଇଥାଏ।
୧- ସିଭଟ୍ୟୁବ୍ -:
ଜୀବନ୍ତ କୋଷ। ଭିତ୍ତି ଛିଦ୍ରଯୁକ୍ତ
୨- କମ୍ପାନିଅନ୍ ସେଲ୍ -:
ଜୀବନ୍ତ କୋଷ।
୩- ଫ୍ଲୋଏମ୍ ପାରେନକାଇମା-:
ଜୀବନ୍ତ କୋଷ
୪- ଫ୍ଲୋଏମ୍ ଫାଇବର୍ -:
ମୃତ କୋଷ
Contents

01
CONSECTETUR ADIPISICING ELIT

02
CONSECTETUR ADIPISICING ELIT

03
CONSECTETUR ADIPISICING ELIT

04
CONSECTETUR ADIPISICING ELIT

05
CONSECTETUR ADIPISICING ELIT
Contents

01
Lorem ipsum dolor sit amet
02
Lorem ipsum dolor sit amet
03
Lorem ipsum dolor sit amet
04
Lorem ipsum dolor sit amet
05
Lorem ipsum dolor sit amet
06
Lorem ipsum dolor sit amet
LOREM IPSUM
DOLOR

LOREM IPSUM DOLOR


LOREM IPSUM DOLOR

Lorem ipsum dolor sit amet, consectetur adipisicing


elit, sed do eiusmod tempor incididunt ut labore et
dolore magna aliqua. Ut enim ad minim veniam, quis
nostrud exercitation ullamco laboris nisi ut aliquip ex
ea commodo consequat.
LOREM IPSUM DOLOR

Lorem ipsum dolor sit amet, consectetur


adipisicing elit.
LOREM IPSUM DOLOR
Lorem ipsum dolor sit amet, consectetur adipisicing elit, sed do
eiusmod tempor incididunt ut labore et dolore magna aliqua. Ut
enim ad minim veniam, quis nostrud exercitation ullamco laboris
nisi ut aliquip ex ea commodo consequat.
LOREM IPSUM DOLOR
Lorem ipsum dolor sit amet, consectetur adipisicing elit.
LOREM IPSUM DOLOR

TEMPOR INCIDIDUNT VENIAM NOSTRUD

Lorem ipsum dolor sit amet, consectetur adipisicing elit.


LOREM IPSUM DOLOR

LOREM IPSUM
DOLOR

1
LOREM IPSUM DOLOR

LOREM IPSUM
DOLOR

1 2
LOREM IPSUM
DOLOR
LOREM IPSUM DOLOR

LOREM IPSUM LOREM IPSUM


DOLOR DOLOR

1 2 3
LOREM IPSUM
DOLOR
LOREM IPSUM DOLOR

LOREM IPSUM LOREM IPSUM


DOLOR DOLOR

1 2 3 4
LOREM IPSUM LOREM IPSUM
DOLOR DOLOR
LOREM IPSUM DOLOR

LOREM IPSUM LOREM IPSUM LOREM IPSUM


DOLOR DOLOR DOLOR

1 2 3 4 5
LOREM IPSUM LOREM IPSUM
DOLOR DOLOR
LOREM IPSUM DOLOR

LOREM IPSUM LOREM IPSUM LOREM IPSUM


DOLOR DOLOR DOLOR

1 2 3 4 5 6
LOREM IPSUM LOREM IPSUM LOREM IPSUM
DOLOR DOLOR DOLOR
LOREM IPSUM DOLOR

1 2

LOREM IPSUM LOREM IPSUM


DOLOR DOLOR
LOREM IPSUM DOLOR

1 2 3

LOREM IPSUM LOREM IPSUM LOREM IPSUM


DOLOR DOLOR DOLOR
LOREM IPSUM DOLOR

1 2 3 4

LOREM IPSUM LOREM IPSUM LOREM IPSUM LOREM IPSUM


DOLOR DOLOR DOLOR DOLOR
LOREM IPSUM DOLOR

01

Lorem ipsum dolor sit amet, consectetur


adipisicing elit.
LOREM IPSUM DOLOR

01
Lorem ipsum
dolor sit amet
Lorem ipsum
dolor sit amet
02
LOREM IPSUM DOLOR

01 03

Lorem ipsum Lorem ipsum


dolor sit amet dolor sit amet
02

Lorem ipsum
dolor sit amet
LOREM IPSUM DOLOR

01 03

Lorem ipsum Lorem ipsum


dolor sit amet dolor sit amet
02 04

Lorem ipsum Lorem ipsum


dolor sit amet dolor sit amet
LOREM IPSUM DOLOR

Lorem ipsum Lorem ipsum


dolor sit amet dolor sit amet Lorem ipsum
dolor sit amet

01 03
05

02 04

Lorem ipsum Lorem ipsum


dolor sit amet dolor sit amet
LOREM IPSUM DOLOR

Lorem ipsum Lorem ipsum


dolor sit amet Lorem ipsum
dolor sit amet
dolor sit amet
01 03
05

02 04 06

Lorem ipsum Lorem ipsum


Lorem ipsum
dolor sit amet dolor sit amet
dolor sit amet
THANKS

You might also like